ସଂକ୍ଷେପରେ ଆଜିର ତାଜା ଖବର - Friday, 09 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ

ସୁଜ୍ଞାନଙ୍କୁ ଭେଟିବା ପାଇଁ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ପହଞ୍ଚିଛନ୍ତି। More

ମୁଣ୍ତ ଉପରେ ନିର୍ବାଚନ; ରତ୍ନଭଣ୍ତାର ଖୋଲିବାକୁ ଡରୁଛନ୍ତି ରାଜ୍ୟ ସରକାର ?

କଣ କହୁଛି ASIର ଲେଜର ସ୍କାନିଂ ରିପୋର୍ଟ ? ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ନା ଦୟନୀୟ ? କେବେ ଖୋଲାହେବ ମହାପ୍ରଭୁଙ୍କ ଧନରତ୍ନ ଗୃହ ? More

ସରିଲା ବିଧାନସଭା; ଗୋଟିଏ ଫ୍ରେମ୍‌ରେ ଶାସକ-ବିରୋଧି, ଭାବବିହ୍ଵଳ ହେଲେ ସୁର

୨୦୧୯ ବିଧାନସଭାର ଶେଷ ଅଧିବେଶନ। ହୁଏତ ଏହି ଅଧିବେଶନ କିଛି ନେତାଙ୍କ ପଲିଟିକାଲ୍ କ୍ୟାରିଅରର ଶେଷ ଅଧିବେଶନ ହୋଇପାରେ। ୧୯୭୭ ମସିହାରୁ ବିଧାନସଭାକୁ ଆସିଥିବା ୬ ଥରର ବିଧାୟକ ସୁରେଶ ରାଉତରାୟ। More

ନବୀନଙ୍କ ଦେଖା ମିଳୁନି, ଦଳରେ ଥାଇ ଲାଭ କ’ଣ ? ନିର୍ବାଚନୀ ବର୍ଷରେ ଦଳ ଛାଡୁଛନ୍ତି ପୁରୁଖା ନେତା

ବିଜେଡିକୁ ଝଟକା। ଖୋଲୁଛି ଦଳୀୟ କନ୍ଦଳ ଗୁମର। ସମାନ୍ତରାଳ ସଂଗଠନ ପାଇଁ ଦଳ ଛାଡୁଛନ୍ତି ନେତା। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଦେଲେ ଦଳରୁ ଇସ୍ତଫା। More

ଜିତିଲା ଚିକିତ୍ସା ବିଜ୍ଞାନ, ୯ ବର୍ଷର ପିଲାକୁ ନୂଆ ଜୀବନ ଦେଲା ଭୁବନେଶ୍ୱର ଏମ୍ସ

ପଶ୍ଚିମବଙ୍ଗର ଏକ ବାଳକର ଫୁସଫୁସରୁ ବିନା ଅସ୍ତ୍ରୋପଚାର କରି ୪ ସେଣ୍ଟିମିଟର ଛୁଞ୍ଚି ବାହାର କରିଛନ୍ତି ଭୁବନେଶ୍ୱର ଏମସ ଡାକ୍ତରୀ ଦଳ । More

ଟଙ୍କା ପାଇଁ ଭାଇ ସାଜିଲା ଭଗାରୀ...୧ ଲକ୍ଷ ୭୦ ହଜାର ଟଙ୍କାର ସୁପାରୀ ଦେଇ କଲା ହତ୍ୟା

ଜମି ପାଇଁ ଜୀବନ ଗଲା । ଭାଉଜ ସହ ମିଶି ସାନଭାଇକୁ ହତ୍ୟାକଲା ବଡ଼ଭାଇ । ଲକ୍ଷେ ୭୦ ହଜାର ଟଙ୍କାରେ ୫ ଜଣ ସୁପାରି କିଲର ନିଯୁକ୍ତ କରି ସାନଭାଇ ଓ ତା’ସାଙ୍ଗକୁ ଯେଭଳି ହତ୍ୟା କଲେ ଭାଇ- ଭାଉଜ, ସାରା ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । More

ବିଜେଡି ମିଶିଲେ ପୂର୍ବତନ କର୍ପୋରେଟ୍ ଅଧିକାରୀ ସନ୍ତୃପ୍ତ ମିଶ୍ର

ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ଆର୍ ହେଡ୍ ଥିଲେ ସନ୍ତୃପ୍ତ ମିଶ୍ର । ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ । More

ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ବିଜ୍ଞାପନ ବାହାରିବା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଚେତାବନୀ

OSEFD ଓ OSSETA ସଂଘର ମିଳିତ ଆନ୍ଦୋଳନ । More

ସୁପାରୀ କିଲର ଲଗାଇ ମାରିଦେଲେ, ଲେକ୍‌ରେ ଫିଙ୍ଗିଦେଲେ..!

୫ ଦିନ ତଳେ ଭବାନୀ ଓ ମନୋରଞ୍ଜନ ନିଖୋଜ ହୋଇଥିଲେ । ବ୍ଲୁ ଲେକ୍  ନିକଟରେ ରକ୍ତଛିଟା ବାଇକ ସହ ଚପଲ ମିଳିଥିଲା । More

ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ। More

୬ ମାସ ଶିଶୁପୁତ୍ରର ତଣ୍ଟି କାଟି ମା' ଫେରାର୍

କାହିଁକି ଶିଶୁ ପୁତ୍ରର ତଣ୍ଟି ତା’ର ମା’ କାଟିଲା ତାହାର କାରଣ ଜଣାପଡିନି। More

ଜୀବନରେ ପାଇବେ ବୋଲି କେବେ ଭାବିନଥିଲେ; ବିଧାତା ଖେଳିଲା ଖେଳ, ହଜିଲା ବାପାକୁ ଖୋଜି ଆଣିଲା ମୁଢ଼ି

ମୁଡି ଯୋଡିଦେଲା ସୁନା ସଂସାର। ହଜିଥିବା ବାପାକୁ ଖୋଜି ପାଇଲା ପୁଅ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଭୁବନେଶ୍ୱରପୁର ପଂଚାୟତ ଯମୁନା ଗ୍ରାମରେ। More

ଲୋକସେବାଠୁ ନୂଆ ଓ ସବୁଠି ସାମ୍ବାଦିକଙ୍କୁ ବ୍ୟାନ୍‌; ବିରୋଧି ପ୍ରଶ୍ନ କଲେ, ସରକାର ଏଡ଼ାଇ ଗଲେ

ଗୃହରେ ଉଠିଲା ସାମ୍ବାଦିକ ଅଧିକାର ପ୍ରସଙ୍ଗ 'ଲୋକସେବା ଭବନରୁ ହଟୁ ସାମ୍ବାଦିକଙ୍କ ପ୍ରବେଶ କଟକଣା'..'ପ୍ରତିବନ୍ଧକ ହଟାଇ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରିର ବ୍ୟବସ୍ଥା କରନ୍ତୁ ସରକାର'। More

ସର୍ଭେ ପରେ ବିଜେଡିରେ ଛନକା; ବିଜେପି ବଢୁଛି, ବିଜେଡି ଛିଡୁଛି

ଲୋକସଭା ନିର୍ବାଚନରେ ବିଜେଡି ଉପରେ ଭାରି ପଡ଼ିବ ବିଜେପି। ଟାଇମ୍ସ ନାଓ ସର୍ଭେରୁ ଆସିଛି ଏମିତି ତଥ୍ୟ। ସର୍ଭେ କହୁଛି ରାଜ୍ୟର ମୋଟ୍ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ପାଇବ ୧୧ଟି ସିଟ୍। ସେହିପରି ବିଜେଡିକୁ ୯ ଏବଂ କଂଗ୍ରେସ ହାସଲ କରିବ ଗୋଟିଏ ଆସନ। More

କେମିତି ଥିଲା ବର୍ଷା-ଅନୁଭବଙ୍କ ୧୦ ବର୍ଷ ସମ୍ପର୍କ; ଏକ୍ସରେ ମନ ଖୋଲି କହିଲେ ଅନୁଭବ

ଛିଣ୍ଡିଲା ଦୀର୍ଘବର୍ଷର ନ୍ୟାୟିକ କଳି, ତୁଟିଲା ୧୦ ବର୍ଷର ସମ୍ପର୍କ । ରିଲ୍ ଲାଇଫରୁ ରିୟଲ୍ ଲାଇଫ୍ ଯାଏଁ ପତି-ପତ୍ନୀ ବନିଥିବା ସେଲିବ୍ରିଟି ଯୋଡ଼ି ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ପଡ଼ିଛି ପୂର୍ଣ୍ଣଛେଦ । More

ଢ଼ାଳି ଦେଲେ ଭକ୍ତ, ଅର୍ପଣ ରଥରୁ ମିଳିଲା ୩ କୋଟିରୁ ଅଧିକ ଦକ୍ଷିଣା

ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟସାରା ବୁଲିଥିବା ଅର୍ପଣ ରଥରେ ଭକ୍ତ ହାତ ଖୋଲି ଦକ୍ଷିଣା ଦେଇଛନ୍ତି । More