ସଂକ୍ଷେପରେ ଆଜିର ତାଜା ଖବର - Thursday, 08 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜୀବନରେ ପାଇବେ ବୋଲି କେବେ ଭାବିନଥିଲେ; ବିଧାତା ଖେଳିଲା ଖେଳ, ହଜିଲା ବାପାକୁ ଖୋଜି ଆଣିଲା ମୁଢ଼ି

ମୁଡି ଯୋଡିଦେଲା ସୁନା ସଂସାର। ହଜିଥିବା ବାପାକୁ ଖୋଜି ପାଇଲା ପୁଅ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଭୁବନେଶ୍ୱରପୁର ପଂଚାୟତ ଯମୁନା ଗ୍ରାମରେ। More

ଲୋକସେବାଠୁ ନୂଆ ଓ, ସବୁଠି ସାମ୍ବାଦିକଙ୍କୁ ବ୍ୟାନ୍‌; ବିରୋଧି ପ୍ରଶ୍ନ କଲେ, ସରକାର ଏଡ଼ାଇ ଗଲେ

ଗୃହରେ ଉଠିଲା ସାମ୍ବାଦିକ ଅଧିକାର ପ୍ରସଙ୍ଗ 'ଲୋକସେବା ଭବନରୁ ହଟୁ ସାମ୍ବାଦିକଙ୍କ ପ୍ରବେଶ କଟକଣା'..'ପ୍ରତିବନ୍ଧକ ହଟାଇ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରିର ବ୍ୟବସ୍ଥା କରନ୍ତୁ ସରକାର'। More

ସର୍ଭେ ପରେ ବିଜେଡିରେ ଛନକା; ବିଜେପି ବଢୁଛି, ବିଜେଡି ଛିଡୁଛି

ଲୋକସଭା ନିର୍ବାଚନରେ ବିଜେଡି ଉପରେ ଭାରି ପଡ଼ିବ ବିଜେପି। ଟାଇମ୍ସ ନାଓ ସର୍ଭେରୁ ଆସିଛି ଏମିତି ତଥ୍ୟ। ସର୍ଭେ କହୁଛି ରାଜ୍ୟର ମୋଟ୍ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ପାଇବ ୧୧ଟି ସିଟ୍। ସେହିପରି ବିଜେଡିକୁ ୯ ଏବଂ କଂଗ୍ରେସ ହାସଲ କରିବ ଗୋଟିଏ ଆସନ। More

ନୂଆ ଓ’ରେ ଖର୍ଚ୍ଚ ହେବ ୩ ବର୍ଷରେ ଖର୍ଚ୍ଚ ହେବ ୩୮୫ କୋଟି

ନିର୍ବାଚନ ବର୍ଷ ଥିବାରୁ ଏହି କାମଚଳା ବଜେଟ୍ ବେଶ୍ ଗୁରୁତ୍ୱବହନ କରୁଛି। More

ବିଜ୍ଞାପନ ପାଇଁ ମାରିଦେଲେ...ସ୍ୱାମୀ ଥିବା ସତ୍ତ୍ୱେ ସଜାଇଲେ ବିଧବା

ବିଜ୍ଞାପନ ପାଇଁ ସଧବାକୁ ବିଧବା କରିଦେଲେ, ସ୍ୱାମୀ ବଞ୍ଚି ଥାଉ ଥାଉ ବିଧବା ହୋଇଗଲେ ବୃଦ୍ଧା । ‘ଆମ ଓଡିଶା ନବୀନ ଓଡିଶା’ ମାଗାଜିନରେ ଏଭଳି ସାଂଘାତିକ ଭୁଲ ପଦାକୁ ଆସିଛି । More

ମାଘରେ ଭୀଷଣ ଗରମ; ଉଭାନ୍ ଜାଡ଼, କଲବଲ କରୁଛି ଖରା ଓ ତାତି

ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୫ ଡିଗ୍ରୀ ବଢ଼ିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । More

ଆଜି ରାଜ୍ୟସଭା ପାଇଁ ବାହାରିବ ବିଜ୍ଞପ୍ତି; ଫେବ୍ରୁଆରୀ ୧୫ ଯାଏଁ ନାମାଙ୍କନ ପତ୍ର ଦାଖଲ

୨୭ ଫେବ୍ରୁଆରୀ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ । ସେହିଦିନ ଅପରାହ୍ଣ ୫ ଟାରୁ ଭୋଟ ଗଣତି କରାଯିବ । ଓଡ଼ିଶାର ତିନି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ । More

ଆଜି ବିଧାନସଭାରେ ଆଗତ ହେବ ଚଳିତ ବର୍ଷର କାମଚଳା ବଜେଟ୍

ଏଥର ବଜେଟରେ ସରକାର କିଛି ଘୋଷଣା କରିପାରନ୍ତି । ତେବେ ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ବଜେଟ୍ ଆଗତ ହେବାକୁ ଯାଉଛି । More

Panchang Today 8th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର- ଧନୁ ଦିବା ୧୦.୦୩ ଗତେ ମକର। ତିଥି- ୧୩ଶୀ ଦିବା ୧୧.୧୭ ଗତେ ୧୪ଶୀ। More

‘୧୦ ବର୍ଷ ଧରି ମିଛ ବିବାହ ବନ୍ଧନରେ ଥିଲି, ହୃଦୟହୀନ ସମ୍ପର୍କ ଓ କଷ୍ଟଦାୟକ ବର୍ଷ ଥିଲା’

ଗତ ୧୦ ବର୍ଷ ଧରି ମିଛ ବିବାହ ବନ୍ଧନ, ହୃଦୟହୀନ ସମ୍ପର୍କ ଏବଂ କଷ୍ଟଦାୟକ ବର୍ଷ ଏସବୁ ଥିଲା। ଏବେ ଖୁସି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି। More

୨୦୨୪ ନିର୍ବାଚନ; ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି !

ସର୍ଭେରେ ବିଜେପିକୁ ୧୧ଟି ସିଟ୍ ମିଳିବା ସମ୍ଭାବନା ଥିବା ବେଳେ ବିଜେଡିକୁ ୯ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବା ସମ୍ଭାବନା ରହିଥିବା ଆକଳନ କରାଯାଇଛି । More

ପରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ରଖିଲେ ବିବୃତି; କହିଲେ, ବିରୋଧୀ କରୁଛନ୍ତି ହୀନ ରାଜନୀତି

ପରୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା । ଏଥିରେ ବିରୋଧୀ ହୀନ ରାଜନୀତି କରୁଛନ୍ତି । More

କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର; ଆନ୍ଦୋଳନରେ ପଶୁ ଡାକ୍ତର, ଚାରିଆଡେ ପ୍ରାଣୀ ଯନ୍ତ୍ରଣାର ପୁଳାପୁଳା ଚିତ୍ର

ବାଲେଶ୍ୱର ସଦର ମହକୁମାରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ବାହାରେ ଆଜିକୁ ୨୧ ଦିନ ଧରି ପ୍ରାଣୀ ଚିକିତ୍ସକମାନେ ଚଳାଇଛନ୍ତି ଆନ୍ଦୋଳନ । ସେପଟେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଏ ହାତରେ ନିଜର ପୋଷା କୁକୁର ତ ଆଉ କିଏ ବିଲେଇ ଧରି ଆସିଛି ଜିଲ୍ଲାପାଳଙ୍କୁ ଗୁହାରୀ କରିବା ପାଇଁ । More

ଏଥର ଦ୍ୱନ୍ଦ୍ୱରେ ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ; ଏପ୍ରିଲ ୧୩ ନା ୧୪ ତାରିଖ ?

ଏଥର ପଣା ସଂକ୍ରାନ୍ତି କେବେ ? ଏପ୍ରିଲ ୧୩ ନା ୧୪ ତାରିଖ ?.. ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । ଏ ଦ୍ୱନ୍ଦ୍ୱ ଏଥିପାଇଁ ଯେ, ବିଭିନ୍ନ ପଞ୍ଜିକାରେ ପଣା ସଂକ୍ରାନ୍ତିକୁ ନେଇ ରହିଛି ଭିନ୍ନ ଭିନ୍ନ ତାରିଖ । More

‘ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର, ଜଣେ ‘P’ଙ୍କ ନାଁରେ ଅନ୍ୟ ଜଣେ ‘P’ ଚଳାଉଛନ୍ତି ରାଜ୍ୟ’

ଓଡ଼ିଶାରେ ଚାଲିଛି ବିଜେପି-ବିଜେଡି ପାର୍ଟନରସିପ୍ ସରକାର ! ନବୀନ ଓ ମୋଦିଙ୍କ ସହଭାଗିତାରେ ସରକାର ଚାଲିଛି ! ୨ ଜଣ ଯାକ ଏକାଠି ମିଶି କାମ କରୁଛନ୍ତି ! More