ସଂକ୍ଷେପରେ ଆଜିର ତାଜା ଖବର - Tuesday, 09 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଖାଇ ଖୋଳ କରିଦେଇଛନ୍ତି MVI ବାବୁ; ଭୁବନେଶ୍ୱରଠୁ ନୟାଗଡ଼, ଯେଉଁଠି ଖୋଜିବ ସେଠି ଫ୍ଲାଟ୍‌

ସରକାରୀ ଚାକିରୀ..ପଦବୀ ମୋଟର୍ ଭେଇକିଲ୍ ଇନିସପେକ୍ଟର ବା MVI । ଆଉ ଏହି ଲାଭଜନକ ପଦବୀର ଅଧିକାରୀ ହେଉଛନ୍ତି ଜଣେ ସରକାରୀ ବାବୁ । ଯାହାଙ୍କ ନାଁ ପଞ୍ଚାନନ ବେହେରା,ନୟାଗଡ଼ର MVI । More

ଶିକ୍ଷାନୁଷ୍ଠାନରେ ନିଶା ବ୍ୟାନ୍‌; ପିଲା ହେଉ ବା ସାର୍‌, କାହାକୁ ବି ମାଫ୍‌ ନାହିଁ..

ଖାଲି ଛାତ୍ରଛାତ୍ରୀ ନୁହେଁ । ଏଣିକି ଅଧ୍ୟାପକ ଓ କର୍ମଚାରୀ ବି ଦେବେ ଆଣ୍ଟି ଡ୍ରଗ୍ ଘୋଷଣାନାମା । କ୍ୟାମ୍ପସ ହେବ ନିଶାମୁକ୍ତ । More

ଭୋଟ୍ ପୂର୍ବରୁ ଚାଉଳ ପଲିଟିକ୍ସ ! ମୋଦି ସରକାରଙ୍କ ମାଗଣା ଚାଉଳରେ ରାଜ୍ୟ ସରକାରଙ୍କ ମୋହର

କିଛି ସ୍ଥାନରେ ବିରୋଧ ପରେ ହଟିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର୍ । ଚାଉଳ ବଣ୍ଟନ କେନ୍ଦ୍ରରୁ ହଟିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର । More

‘ମାଲକାନଗିରିରେ ଏୟାରପୋର୍ଟ ନୁହେଁ, ତୁଚ୍ଛା ଏୟାରଷ୍ଟ୍ରିପ୍ କେବଳ’...

ଭୋଟ୍ ପୂର୍ବରୁ ଭେଳିକି କହି ରାଜ୍ୟ ସରକାରଙ୍କୁ ବର୍ଷିଲେ ବିରୋଧୀ । More

ଭୋଟ୍ ପୂର୍ବରୁ ଫାଟୁଛି କି ବିଜେଡି ? ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ହାତାହାତି ପରେ ତେଜିଲା ବିବାଦ

ତେଜିଲା ସ୍ୱରୂପ ଦାସ ଓ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ବିବାଦ । More

ହାଇଟେକ୍ ଟ୍ରାଜେଡି: ଆସିଲା DNA ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ହେଉଛନ୍ତି ଦିଲୀପ

ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଯେଉଁ ଦିଲୀପ ସାମନ୍ତରାୟ ବୋଲି ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି । More

୬୦ ଟିକେଟ ଫାଇନାଲ, କେବଳ ଜିତିବା ଲୋକଙ୍କୁ ହିଁ ଦିଆଯିବ; ଏଥର ସରକାର ଗଢ଼ିବୁ

'ନିଜର ଏକତା ପ୍ରମାଣିତ ପାଇଁ ବସ୍ ରେ ଏକାଠି ହୋଇ ବୁଲିବୁ' । 'ସାଂସଦ ଓ ମୋ ଭିତରେ ପଡୁନଥିଲା, ଏବେ ସବୁ ଛାଡ଼ି ସରକାର ଗଢ଼ିବୁ’। More

ପୁଣି ଖସିଲା ପାରଦ, ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ

ରାଜ୍ୟକୁ ପୁଣି ଫେରିଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି । More

Panchang Today 9th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ ମଙ୍ଗଳବାର । ଚନ୍ଦ୍ର- ବିଛା ରାତ୍ରି ୦୯.୧୦ ଗତେ ଧନୁ । ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ସମୟ ଶୁଭ... More

ଟ୍ରାଏଲ ରନ ସଫଳ ପରେ ଆକାଶ ପଥରେ ଯୋଡ଼ି ହେବ ସ୍ୱାଭିମାନ ଅଞ୍ଚଳ

ଦିନ ଥିଲା ମାଲକାନଗିରି କହିଲେ ଲୋକେ କେବଳ ମାଓବାଦୀ ଭାବୁଥିଲେ । କିନ୍ତୁ ଆଜି ଆଉ ସେସବୁ କିଛି ନାହିଁ । ବିଚ୍ଛିନ୍ନାଞ୍ଚଳର ଚିହ୍ନବର୍ଣ୍ଣ ହଜି ସାରିଥିବା ବେଳେ, ଆଜିଠାରୁ ଆକାଶ ମାର୍ଗରେ ମଧ୍ୟ ଯୋଗାଯୋଗ ଆରମ୍ଭ ହେଉଛି । More

ପୁଣି ଜିଲ୍ଲାପାଳ-ଜନ ପ୍ରତିନିଧିଙ୍କ ମଧ୍ୟରେ ମୁହାମୁହିଁ ସ୍ଥିତି, କେହି କାହାକୁ ଛାଡ଼ିବାକୁ ନାରାଜ..!

ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିବା ବେଳେ ସେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି। More

ଥାନାରେ ପହଞ୍ଚିଲା BJD କଳି, କାଉନସିଲର ଦେଲେ ଏତଲା

କିଛି ବିଜେଡି କର୍ମୀଙ୍କ ନାଁରେ ଏତଲା ଦେଇଛନ୍ତି । ପାଣ୍ଡିଆନଙ୍କ ଗସ୍ତ ବେଳେ ଶନିବାର ହୋଇଥିଲା ଗଣ୍ଡଗୋଳ । More

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ କଂଗ୍ରେସ କଲା ଅଣ୍ଡାମାଡ଼, ବିଜେପି କଲା ସଂଘାତିକ ଅଭିଯୋଗ

ହାଇଟେକ୍ କର୍ତ୍ତୃପକ୍ଷଙ୍କୁ କାଠଗଡ଼ାକୁ ଟାଣିଲା ବିଜେପି । 'ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ ନାହିଁ, କେମିତି ଚାଲିଥିଲା ଚିକିତ୍ସା' । More

ପଣପଣା ସମବାୟ ସମିତି ଦୁର୍ନୀତି ! ୭ ବର୍ଷ ପରେ ବି ଜମାକାରୀଙ୍କୁ ମିଳୁନି ଟଙ୍କା

ସାଢେ ୪ କୋଟିର ହରିଲୁଟ୍, ସମିତିରେ ପଡିଲା ତାଲା । ଜମାକାରୀଙ୍କୁ ୧୫ ସୁଦ୍ଧା ପ୍ରଥମ କିସ୍ତି ମିଳିବ: ଜିଲ୍ଲାପାଳ । More

ଜଗନ୍ନାଥଙ୍କୁ ନେଇ ଡାର୍ଟି ପଲିଟିକ୍ସ କରୁଛି ବିଜେଡି ! ପରିକ୍ରମା ରଥ ନାଁରେ ନିର୍ବାଚନୀ ପ୍ରଚାର ?

ପରିକ୍ରମା ପ୍ରକଳ୍ପ ରଥ ବୁଲିଲା । ଆଉ ତା ସହ ଆରମ୍ଭ ହେଲା ପଲିଟିକ୍ସ । ଗାଁ ଠାରୁ ସହରୁ ସବୁଠି ସରକାର ବୁଲାଉଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଅକ୍ଷତ ଚାଉଳ ବି ସଂଗ୍ରହ ହେଉଛି । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଜୋରଦାର ପ୍ରଚାର କରୁଛନ୍ତି ସରକାର । More