ସଂକ୍ଷେପରେ ଆଜିର ତାଜା ଖବର - Thursday, 08 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି ଅଘଟଣ: ପୁରୀ-ଦୂର୍ଗ ଏକ୍ସପ୍ରେସ୍‌ରେ ଲାଗିଗଲା ନିଆଁ !

ପୁଣି ଅଘଟଣ: ପୁରୀ-ଦୂର୍ଗ ଏକ୍ସପ୍ରେସ୍‌ରେ ଲାଗିଗଲା ନିଆଁ ! More

ଅଧା ରହିଗଲା ସୁନାର ସ୍ୱପ୍ନ; ଦାଦନ ଖଟିବାକୁ ଯାଇଥିଲେ, ଶବ ହେଇ ଫେରିଲେ

ଶବ ହୋଇ ତିନି ସାଙ୍ଗ ଫେରିଲେ । ହେଲେ ଏଯାଏଁ ମିଳିନି ବ୍ରହ୍ମାନନ୍ଦଙ୍କ ଖୋଜଖବର । ଚାରି ସାଙ୍ଗ ଗୋଟିଏ ବଗିରେ ଥିବାରୁ ଏକପ୍ରକାର ବ୍ରହ୍ମାନନ୍ଦଙ୍କ ଆଶା ଛାଡ଼ି ଦେଇଛନ୍ତି ପତ୍ନୀ । More

ଜିଦରେ ଅଟଳ ରାଜ୍ୟ ଅମଲା ମଞ୍ଚ, ଗୋଟିଏ ଦାବି ୧୯୦୦ରୁ ୪୨୦୦ ଗ୍ରେଡ୍ ପେ' 

ହାତରେ ଝାଡୁ, ଡଷ୍ଟବିନ୍ ଓ ସଫେଇ ସାମଗ୍ରୀ। ଲାଗି ପଡିଛନ୍ତି ପୁରୁଷଙ୍କଠାରୁ ମହିଳା। ସମସ୍ତେ ଏକ ହୋଇ ଚଳାଇଛନ୍ତି ସଫେଇ ଅଭିଯାନ। ମାଲକାନଗିର ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କରୁଛନ୍ତି ଜିଲ୍ଲା ଅମଲା ମଂଚର ସଦସ୍ୟ । More

ଯାଜପୁର ଟ୍ରେନ୍‌ ଟ୍ରାଜେଡି; ୬ ଜଣଙ୍କ ଜୀବନ ଯିବା ପଛରେ ଦାୟୀ କିଏ ?

ଆପଣ କାହାକୁ ଦେବେ ଶାନ୍ତ୍ୱନା । କାହା ଆଖିର ଲୁହକୁ ବା ରୋକିପାରିବେ । ଆପଣାର ମଣିଷଙ୍କୁ ହରାଇଥିବା ଅଭାଗାଙ୍କୁ କେଉଁ ଆଶ୍ୱାସନା ଦେଇ ବୁଝାଇବେ । ପରିବାରର ଏକମାତ୍ର ରୋଜଗାରିଆ ମୂରବୀର ଅନ୍ତେ ଆଜି ଉଜୁଡ଼ିଯାଇଛି ପରିବାର । More

ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ; ପରିଜନଙ୍କ ଶବ ଖୋଜୁଛନ୍ତି ପରିବାର

ମିଳୁନି ଆତ୍ମୀୟଙ୍କ ମୃତଦେହ । ଡେଡ୍ ବଡି ତ ଦୂରର କଥା, ବଞ୍ଚିଛନ୍ତି କି ନାହିଁ ଖୋଜ ଖବର ବି ନାଇଁ । ଏମିତି କି କିଛି କିଛି ସ୍ଥାନରେ ଚିହ୍ନଟ ହେଉଥିଲେ ମଧ୍ୟ ବିନା ଡିଏନଏ ଟେଷ୍ଟରେ ବଡି ଦେବାକୁ ମନା କରୁଛି ମେଡିକାଲ । More

୩ ମାସରେ କିଲୋ ପିଛା ୪୫ ଟଙ୍କା ବଢ଼ିଲାଣି ହରଡ ଡାଲି ଦର

ହାଣ୍ଡିଶାଳ ବଜେଟ୍ ବିଗିଡୁଥିବାରୁ ଖାଉଟି କିଲେ ବଦଳରେ ଅଧ କେଜିରେ କାମ ଚଳାଉଥିଲା ବେଳେ, ବ୍ୟବସାୟ ବି ପ୍ରଭାବିତ ହେଉଛି। More

ଭଙ୍ଗାହେବ ବାହାନଗା ହାଇସ୍କୁଲ୍ ! ସ୍କୁଲରେ ଶତାଧିକ ଶବ ରଖାଯାଇଥିବାରୁ ଡ଼ରୁଛନ୍ତି ପିଲା

ଶତାଧିକ ଡେଡ୍ ବଡି ରଖାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି। ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏ ଘଟଣାକୁ ନେଇ ଶଙ୍କା ଉପୁଜିଛି। More

Plus 2 ବିଜ୍ଞାନ ଓ ବାଣିଜ୍ୟ ପରେ ପ୍ରକାଶ ପାଇଲା କଳା ରେଜଲ୍ଟ; ଏଥର ବି ଝିଅ ଆଗରେ

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ସପ୍ତାହେ ପରେ ପ୍ରକାଶ ପାଇଲା ଆର୍ଟସ ରେଜଲ୍ଟ ।  ଏଥର କଳାରେ ପାସ୍ ହାର ରହିଛି ୭୮.୮୮ ପ୍ରତିଶତ । More

ନୂଆ ନମ୍ବର ପ୍ଲେଟ୍‌ ନଲଗାଇଥିଲେ ଜୁନ୍‌ ୨୩ରୁ ମୋଟା ଅଙ୍କର ଫାଇନ୍‌

ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି More

ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ଗଛ

ହଠାତ୍‌ ମାଡ଼ି ଆସିଲା ରାଜଧାନୀକୁ ପବନ More

ସ୍କୁଲ ଯିବାକୁ ଭୟ କରୁଛନ୍ତି ପିଲା, ଭଙ୍ଗାଯିବ ବାହାନଗା ସ୍କୁଲ୍‌ରେ ମୃତଦେହ ଥିବା ଘର!

ସ୍କୁଲ୍‌ ପରିଦର୍ଶନ ବେଳେ ସୂଚନା ଦେଲେ ବାଲେଶ୍ୱର ଜିଲ୍ଲାପାଳ । ସ୍କୁଲ୍‌ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ କହିଲେ ଜିଲ୍ଲାପାଳ । More

ନିଶାସକ୍ତ ଡ୍ରାଇଭରର ଉନ୍ମତ୍ତକାଣ୍ଡ, କଟକରେ ଘଟାଇଲା ସିରିଜ ଦୁର୍ଘଟଣା

ରାଜେନ୍ଦ୍ର ନଗରରେ ପିଛା କରି ଡ୍ରାଇଭରକୁ କାବୁ ସହ ନିସ୍ତୁକ ମାଡ଼ More

ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ

କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । www.chseresults.nic.inରେ ଜାଣି ହେବ ରେଜଲ୍ଟ । More

ଖୋର୍ଦ୍ଧାରେ ନିଶା ମାଫିଆକୁ ଗୁଳି

ସାମନ୍ତରାପୁରର ଠେଙ୍ଗାହାଟ ଛକରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳକୁ ଗୁଳିମାଡ଼ ହୋଇଛି । ପିକ୍ ଅପ୍ ଭ୍ୟାନରେ ଆସି ସଂଘବଦ୍ଧ ଭାବେ ଆସି ଏକାଧିକ ଯୁବକ ସଂପୃକ୍ତ ଡ୍ରଗ୍ସ ମାଫିଆକୁ ଗୁଳି କରିଛନ୍ତି More

ଗ୍ରୀନ ସିଗ୍ନାଲ ମିଳିଲା : ବାହାନଗାରେ କରମଣ୍ଡଳ ଗଡିଲା..ଦେଖନ୍ତୁ ଏକ୍ସକ୍ୟୁସିଭ୍‌ ଦୃଶ୍ୟ

ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ବାହାନଗା ଦେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଛି ସାଲିମାର- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ । ଏହି ଟ୍ରେନରେ ସେଦିନ ଭଳି ଆଜି ବି ଯାତ୍ରୀଙ୍କ ଭିଡ଼ ଥିବା ଦେଖିବାକୁ ମିଳିଥିଲା More

ମିଳନ ଖୁସିରେ ଧୋଇଗଲା ଟ୍ରେନ୍ ଟ୍ରାଜେଡିରେ ବିଚ୍ଛେଦ ଯନ୍ତ୍ରଣା

ବୋଲ ମାନୁନି ଖୁସିର ଲୁହ । ଆନନ୍ଦରେ ଫାଟି ପଡୁଛି ଛାତି । ରକ୍ତମୁଖା ଲୌହ ଦାନବର ପ୍ରକୋପ ପରଠୁ ଗତ ୫ଦିନ ଧରି ଯେଉଁ ଭୟ ଆତଙ୍କ ଆଉ କୋହରେ ବତୁରି ଯାଉଥିଲା ପ୍ରାଣ, ଆଜି ବଦଳିଯାଇଛି ସବୁକିଛି । କେଉଁ ଜନ୍ମରେ ପୂଣ୍ୟ ଅର୍ଜିଥିଲେ ବୋଲି ଆଜି ନିଜ ରକ୍ତର ସନ୍ତାନଙ୍କୁ ପାଇଛନ୍ତି ଭାଗ୍ୟବାନ ବାପା, ମା’। More

ସଂସାର ଉଜାଡିଦେଲା କରମଣ୍ତଳ..କାହା ମଥାରୁ ସିନ୍ଦୂର ପୋଛିଲା ତ କାହାକୁ ବାପ ଛେଉଣ୍ତ କରିଦେଲା

ଯେତେ ଶବ ସେତେ କାହାଣୀ । ବଖାଣିବାବେଳେ କୋହ ଲୁଚୁନି । ଏଠି ଘର କାନ୍ଥରୁ ଲିଭିନି ସଙ୍କେତ ଶୁଭ ପରିଣୟର । ତେଣେ ନିମିଷକରେ ପୋଛି ହୋଇଯାଇଛି ପତ୍ନୀ ସିନ୍ଥିରୁ ସିନ୍ଦୁର । More

ମିଛ କହୁଛନ୍ତି କି ରାଜ୍ୟ ସରକାର ! ଯଦି ମୃତ୍ୟୁ ସଂଖ୍ୟା ୨୮୮, ତେବେ ଆଉ ୧୨୦ ଗଲେ କୁଆଡ଼େ ?

ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପରେ ପରେ ବିହାରର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ । ଉଭୟଙ୍କ ଅଭିଯୋଗ, ଦୁର୍ଘଟଣା ପରଠୁ ତାଙ୍କର ଅନେକ ଲୋକ ନିଖୋଜ । ମମତାଙ୍କ ଅଭିଯୋଗ ଏବେବି ପଶ୍ଚିମ ବଙ୍ଗର ୩୧ ଜଣ ଲୋକଙ୍କ କୌଣସି ଖୋଜଖବର ନାହିଁ । ନା ଆହତଙ୍କ ମଧ୍ୟରେ ଚିକିତ୍ସିତ ହେଉଛନ୍ତି ନା ମୃତଦେହ ମଧ୍ୟରେ ଚିହ୍ନଟ ହୋଇଛନ୍ତି। More