ସଂକ୍ଷେପରେ ଆଜିର ତାଜା ଖବର - Thursday, 04 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୁବନେଶ୍ୱରରୁ ପୁରୀର ଦୂରତା କେତେ? ୫୬, ୫୨ ନା ୫୦ କିମି?

ଏମିତି କେମିତି ସମ୍ଭବ ? ରାସ୍ତା କଡ଼ରେ ମାଇଲ ଖୁଣ୍ଟ କେଉଁ ଆଧାରରେ ପୋତା ଯାଇଛି? ଦୂରତା ନିର୍ଦ୍ଧାରଣ କରୁଛି କିଏ? ଦୂରତାରେ ତାରତମ୍ୟ ରହୁଥିବାରୁ ବସ୍ ଭଡ଼ାରେ ଯାତ୍ରୀମାନେ ଠକାମିର ଶିକାର ହେଉ ନାହାନ୍ତି ତ। More

ସୁପ୍ରିମ କମାଣ୍ଡରଙ୍କୁ ପାଖରେ ପାଇ ଭାବବିହ୍ୱଳ ପାହାଡ଼ପୁର

ଦେଶ ପ୍ରଥମ ନାଗରିକ ତଥା ଆଦରର ଦିଦିଙ୍କୁ ସ୍ୱାଗତ ପାଇଁ ଯେ କେବଳ ପରିବାର ତା ନୁହେଁ, ସାରା ପାହାଡ଼ପୁର ଗାଁ ଲୋକେ ବି ଏକଜୁଟ୍ ହୋଇଥିଲେ। More

ଘର ଗୋଟିଏ, ହେଲେ ହିତାଧିକାରୀ ତିନି ଜଣ : ଗୋଟିଏ ଘରକୁ ଦେଖାଇ ୧୬ ଲକ୍ଷ ହଡ଼ପ

ଆଶ୍ଚର୍ଯ୍ୟର କଥା ହେଲା ହିତାଧିକାରୀମାନେ ହେଉଛନ୍ତି ଗୋଟିଏ ପରିବାରର ସଦସ୍ୟ। ସେମାନେ ହେଲେ ବିଚିତ୍ରାନନ୍ଦ ଜେନା, ତାଙ୍କ ପତ୍ନୀ ଅନନ୍ୟା ରାଉତରାୟ ଓ ପୁଅ ବିଶ୍ୱଜିତ ରାଉତରାୟ। More

ଠକେଇ ଟଙ୍କାରେ ଅଏସ୍ ! ଅଭିଯୁକ୍ତ ଚଢୁଥିଲା ନାମିଦାମୀ ଗାଡି

ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ। ଆଉ ସେହି ଟଙ୍କାରେ ଅୟସ କରୁଥିଲା ଅଭିଯୁକ୍ତ । More

ଜନ୍ମମାଟି, ଜନ୍ମଭୂମିରେ ରାଷ୍ଟ୍ରପତି: ଜାଣନ୍ତୁ ମଧ୍ୟାହ୍ନ ଭୋଜନରେ କ’ଣ ଖାଇଲେ ଦ୍ରୌପଦୀ ମୁର୍ମୁ ? 

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସବମୁଖର ସାରା ମୟୂରଭଞ୍ଜ। ସତେ ଯେମିତି ନୂଆ ରୂପରେ ସଜେଇ ହୋଇଛି ପୁରା ଜିଲ୍ଲା। ରାଷ୍ଟ୍ରପତିଙ୍କ ପାଇଁ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ହୋଇଥିଲା। More

ପହଞ୍ଚିଲେ ରାଷ୍ଟ୍ରପତି, ସ୍ୱାଗତ କଲେ ରାଜ୍ୟପାଳ ଗଣେଶୀ ଲାଲ..

ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି । More

ଖଣ୍ଡଗିରି-ଉଦୟଗିରିକୁ ବିଶ୍ୱ ଐତିହ୍ୟ ଘୋଷଣା ପାଇଁ ଦାବି କଲେ ସାଂସଦ

ପ୍ରଥମ ଖ୍ରୀଷ୍ଟାବ୍ଦର ସମ୍ରାଟ ଖାରବେଳ ସମୟରେ ଅନେକ ଶିଳାଲିପି ମଧ୍ୟ ପାହାଡରେ ଖୋଦିତ ହୋଇ ରହିଛି । More

Today Panchang 4th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀ ୦୪ ତାରିଖ ଗୁରୁବାର । ଜାଣିନିଅନ୍ତୁ ଶୁଭ ଅଶୁଭ ସମୟ More

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଚାର ବେଳେ ହିଂସା, ଥାନାରେ ମାମଲା

ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାର ବେଳେ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିବା  ପରେ ଥାନାରେ ମାମଲା ରୁଜୁ ହୋଇଛି। More

ଝାରସୁଗୁଡ଼ା ଉପନିର୍ବାଚନ: BJP ପ୍ରାର୍ଥୀଙ୍କୁ ଆକ୍ରମଣ, ପ୍ରଚାରରେ ବାଧା ଦେଲା ବିଜେଡି !

କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ସିଇଓଙ୍କ ପାଖେ ବିଜେପିର ଦାବି । ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ । More

ଭଣ୍ଡ ମୌଲାନା କୈଫି ଖାନର ଫିଟୁଛି ମହାଗୁମର, ଏବେ ସାମ୍ନାକୁ ଆସିଛି ଗ୍ୟାଙ୍ଗଷ୍ଟର ଲିଙ୍କ୍‌...

ଗୁପ୍ତଧନ ଓ ଭୂତ ଛଡ଼ାଇବାର ଭାଣ୍ଡାମି କରି ଲଗାଉଥିଲା ଚୂନା । ସାମ୍ନାକୁ ଆସିଲାଣି ୬ଟି ମାମଲା, ଦେଢ଼ କୋଟିର ମିଳିଛି ହିସାବ । ୪ ଦିନିଆ ପୋଲିସ ରିମାଣ୍ଡରେ ଗଲା ଭଣ୍ଡ ମୌଲାନା କୈଫି ଖାନ୍ । More

ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ ! ଏଣିକି ୨ ବର୍ଷ ଜେଲ୍, ୧୫୦୦୦ ଫାଇନ୍

କଡ଼ା ନିୟମ ନେଇ ଡିଜିପିଙ୍କୁ ପରିବହନ ସଚିବଙ୍କ ଚିଠି । କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଲେ ବିଶେଷଜ୍ଞ । More

ଜାଗା ମାଫିଆର ଖେଳ ଖତମ୍ ! କବଜାକୁ ଆସିଲା ଶହେ ବାଉନସରଙ୍କ ସର୍ଦ୍ଦାର...

ଦେଢ଼ମାସର ଲୁଚକାଳି ପରେ ରାଘବ ଜେନା ଗିରଫ । ଫୁଙ୍ଗୁଳା ଦେହରେ ଚଲେଇ ଚଲେଇ କୋର୍ଟଚାଲାଣ । More

ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଉଛି ଜନ୍ମମାଟି ରାଇରଙ୍ଗପୁର

ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଛି ପାହାଡପୁରର ପୂଜାସ୍ଥଳ ଗୋଷାଣୀ । ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିବେ ରାଷ୍ଟ୍ରପତି । ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ସେ ଗୋଷାଣୀକୁ ଆସି ପୂଜା କରିଥିଲେ । ହେଲେ ରାଷ୍ଟ୍ରପତି ହେବାପରେ ଏହା ତାଙ୍କର ପ୍ରଥମ ଗସ୍ତ । More