ସଂକ୍ଷେପରେ ଆଜିର ତାଜା ଖବର - Saturday, 28 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କ୍ୱାକ୍‌ଙ୍କ କବ୍‌ଜାରେ ଉପାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ! କେମିତି ନକଲି ଡାକ୍ତର ଚିହ୍ନିବେ ରାଜ୍ୟ ସରକାର ?

କେବେ ସୁଦ୍ଧା ସରିବ ଚିହ୍ନଟ ପ୍ରକ୍ରିୟା ? ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ନେଇ HCଙ୍କ ନିର୍ଦ୍ଦେଶ ପରେ ପ୍ରଶ୍ନ । More

ଖଣ୍ଡଗିରି ମାଘ ମେଳାରେ ଡମ୍ବରୁ ବାବା-ଷ୍ଟାଣ୍ଡିଂ ବାବା-ହରି ବାବା-ଡକ୍ଟର ବାବା

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ । ତପୋଭୂମି ଖଣ୍ଡଗିରିରେ ପ୍ରସିଦ୍ଧ ମାଘ ମେଳା ଆରମ୍ଭ । More

ବିଦ୍ରୋହୀଙ୍କ ବସା ପାଲଟିବ କି BRS ? ଅସନ୍ତୁଷ୍ଟ ନେତାଙ୍କୁ ନିଜ ଶିବିରକୁ ନେଉଛନ୍ତି KCR

ବଢିଛି ୩ ପଲିଟିକାଲ୍ ପାର୍ଟିଙ୍କ ଟେନ୍‌ସନ୍‌, ଅକଳରେ ବିଜେଡି । ୨୦୨୪ରେ ରାଜନୈତିକ ସମୀକରଣ ବଦଳିବା ସମୀକ୍ଷକଙ୍କ ଅନୁମାନ । More

ଭାରତ ଆସିବେ ପାକ୍ ମନ୍ତ୍ରୀ ? ୧୨ ବର୍ଷ ପରେ ପାକ୍ ବୈଦେଶିକ ମନ୍ତ୍ରୀଙ୍କୁ ଡାକରା

ପାକିସ୍ତାନ ସହ ଚୀନକୁ ବି ଡାକିଲା ନୂଆଦିଲ୍ଲୀ More

ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ

ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ। ୧୫ ବର୍ଷୀୟା ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ? ଏହା ପଛରେ କିଏ ଦାୟୀ ? ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି। More

ଅଟୋ ଓଲଟି ଜଣେ ମହିଳା ଶ୍ରମିକ ମୃତ, ୧୫ ଆହତ

୩୨୬ ନମ୍ବର ଜାତୀୟ ରାଜପଥର ସାଙ୍କେଶ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅଟୋ । More

ଅଟୋ ଓ ବୋଲେରୋ ପିକଅପ୍ ମୁହାଁମୁହିଁ ଧକ୍କା : ୪ ମୃତ, ୪ ଗୁରୁତର

ପଣ୍ଡାପଡ଼ା ଥାନା ବସନ୍ତପୁର ନିକଟରେ ଦୁର୍ଘଟଣା ଘଟିଛି । More

ଝିଅ ମୃତ୍ୟୁର ଦେଢ଼ ମାସ ପରେ ବାପା-ମା’ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେକରେ ରଶି ଲଗାଇ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ସେମାନଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା। More

ଆଖି ପିଛୁଳାକେ ଚାଲିଗଲା ଜୀବନ, ଟ୍ରେନ୍‌ ଧକ୍କାରେ ପୂର୍ବତନ ସାଂସଦଙ୍କ ପୁଅ ମୃତ...

ଟ୍ରେନ ଧକ୍କାରେ ପୂର୍ବତନ ବଲାଙ୍ଗିର ସାଂସଦ ବାଲ୍‌ଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ଘଟିଛି। ଟ୍ରେନ୍‌ ଧକ୍କା ଦେବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। More

ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ- ନିର୍ଦ୍ଦିଷ୍ଟ ସମୟରେ ନକଲି ଡାକ୍ତର ଚିହ୍ନଟ କର

ନିର୍ଦ୍ଦିଷ୍ଟ ସମୟରେ ନକଲି ଡାକ୍ତରଙ୍କ ଯାଞ୍ଚ ଶେଷ କର। ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। More

ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କଲେ ଶ୍ରଦ୍ଧାଳୁ

ପବିତ୍ର ମାଘ ସପ୍ତମୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି।  More

ମହାନଦୀକୁ ଡେଇଁ ଜୀବନ ଦେଇଦେଲେ ଯୁବତୀ

ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ, ଯୁବତୀଙ୍କ ପରିଚୟ ମିଳିନି More

୨୪ ଭୋଟ୍ ପୂର୍ବରୁ କାୟା ବଢ଼ାଇବାକୁ BRSର ପ୍ଲାନ୍ : ହାଇଦ୍ରାବାଦ୍ ଯାଇ ଦଳରେ ମିଶିଲେ ରାଜ୍ୟର ବହୁ ନେତା

ବହୁ ଚାଷୀ ସଙ୍ଗଠନ ସଦସ୍ୟ ଓ ସମାଜସେବୀ BRSରେ ସାମିଲ, ଆଦିବାସୀ ଓ ତେଲୁଗୁ ଭୋଟରଙ୍କ ଉପରେ BRS ନଜର More

ଆଶୀର୍ବାଦ ଏମିତି ମାରିଥିଲା ସାଙ୍ଗ ଆଶୁତୋଷକୁ, ସିନ୍‌ ରିକ୍ରିଏସନ୍‌ ବେଳେ ବଖାଣିଲା ଗୋଟି ଗୋଟି ସିନ୍‌

ପୋଲିସ ଏବେ ଆଶୀର୍ବାଦର ଅପରାଧିକ ଦିଗକୁ ଧରି ୫ବର୍ଷ ତଳର ଖିଅ ଖୋଜୁଛି । More

ଅବୋଧ ଶିଶୁଙ୍କୁ ଅକଥନୀୟ ଅତ୍ୟାଚାର ! ୨ ପିଲାଙ୍କୁ ପିଟି ପିଟି ଲହୁଲହାଣ କଲେ ବାପା-ମାଆ

ପରେ ପାଇଖାନାରେ ବନ୍ଦ କରି ପଳାଇଲେ ବାପା-ମାଆ । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଉଦ୍ଧାର କଲା ପୋଲିସ । More

ରାତି ପାହିଲେ ମାଘ ସପ୍ତମୀ: ଅର୍କକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି...

ଏଣେ ଖଣ୍ଡଗିରି ମାଘ ମେଳା ପାଇଁ ପହଞ୍ଚିଲେଣି ଶତାଧିକ ସାଧୁ ସନ୍ଥ, ଚର୍ଚ୍ଚାରେ ନାଗାବାବା...ଅଖଣ୍ଡ ନାମଯଜ୍ଞରେ କଂପିବ ଚଉଦିଗ... More