ସଂକ୍ଷେପରେ ଆଜିର ତାଜା ଖବର - Friday, 23 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅସହାୟ ଜୀବନ ବିତାଉଛନ୍ତି ଜାତୀୟସ୍ତରର କୁସ୍ତି ଯୋଦ୍ଧା !

ଗୋଟିଏ ପଟେ ଭାଇ ଭଉଣୀଙ୍କୁ ମଣିଷ କରିବାର ବୋଝ ଓ ଆଉ ଗୋଟିଏ ପଟେ ଆର୍ଥିକ ଅନଟନ ଅନନ୍ତଙ୍କୁ ଆଉ ଆଗକୁ ବଢ଼ିବାକୁ ଦେଉନାହିଁ। More

ସାଇକେଲ ଚାଳିକା ସ୍ୱାସ୍ତୀ ସିଂହ ପାଇଲେ ଏକଲବ୍ୟ ପୁରସ୍କାର

ଇମ୍ପା ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। More

କରୋନାର ନୂଆ ଭ୍ୟାରିଆଣ୍ଟକୁ ମାତ୍‌ ଦେବ ବୁଷ୍ଟର ଡୋଜ୍

ଓଡ଼ିଶାରୁ ଯେତିକି ସାମ୍ପଲ ଜିନମ୍ ସିକ୍ୟେନସିଂ ପାଇଁ ଯାଇଛି, ସେଥିରେ BF.7 ଭ୍ୟାରିଆଣ୍ଟର ପ୍ରମାଣ ମିଳିନାହିଁ। More

'ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେଟ୍‌ କର'

କୋଭିଡ୍‌ ନେଇ ସ୍ୱାସ୍ଥ୍ୟ ସଚିବ ଶାଳନୀ ପଣ୍ଡିତ ସୂଚନା ଦେଇଛନ୍ତି।  More

ପୋଖରୀରେ ବୁଡ଼ି ୩ ଶିଶୁ ମୃତ

ଆଜି ଅପରାହ୍ଣ ୧ଟା ବେଳେ ଗାଁର କିଛି ପିଲା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ପାଣିରେ ବୁଡ଼ି ଯାଇଥିଲେ। More

କାଲିଠୁ ଉଚ୍ଛେଦ ବନ୍ଦ : ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ନରମିଲା BMC

କାଲିଠୁ ଉଚ୍ଛେଦ ହେବନି କହିଲେ ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିଶନର More

‘ସରକାର ଆମର ବାପା ହୋଇଛନ୍ତି, ହେଲେ ଦୋକାନ ଭାଙ୍ଗି ପିଲାଙ୍କୁ ଦାଣ୍ଡରେ ବସାଇଦେଲେ’

ରାଜଧାନୀରେ ତାତିଲେ ଉଠା ଦୋକାନୀ । ବିଏମ୍‌ସିର ଉଛେଦକୁ ବିରୋଧ । More

ବିଶ୍ୱକପ୍‌ ହକି ଟିମ୍‌: ହରମନ୍‌ ପ୍ରୀତ ସିଂ ଭାରତୀୟ ଦଳର ଅଧିନାୟକ, ଓଡ଼ିଶାର ଅମିତ ରୋହିଦାସ ଉପଅଧିନାୟକ

ହକି ବିଶ୍ୱକପ୍‌ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ହରମନ୍‌ ପ୍ରୀତ ସିଂ ଭାରତୀୟ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାର ଅମିତ ରୋହିଦାସଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି। More

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କଲା ଇଡି

ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଗିରଫ କଲା ଇଡି More

ମୃତ୍ୟୁ ପୂର୍ବରୁ ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ : କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଛି କି ?

ଏନଭଲପ୍ ଉପରେ ଲିପିକା ସାହୁ ମାର୍ଫତ ସୁଷମା ସାହୁ ! ମୃତ୍ୟୁ ପୂର୍ବରୁ ଝିଅକୁ ଚିଠି ଲେଖିଥିଲେ ଗୋବିନ୍ଦ, ହେଲେ ଚିଠି ପହଞ୍ଚିବା . . . . More

ହକି ବିଶ୍ୱକପ୍‌ ପାଇଁ BMCର ଦମନଲୀଳା: ରାତିରେ ସୂଚନା ଦେଲେ, ସକାଳୁ ବୁଲିଲା ବୁଲ୍‌ଡୋଜର...

ରାଜଧାନୀ ଭୁବନେଶ୍ୱରରେ ଉଠା ଦୋକାନୀଙ୍କ ପାଇଁ କାଳ ହୋଇଛି ହକି ବିଶ୍ୱକପ୍‌। ବର୍ଷ ବର୍ଷର ବେଉସା ଆଉ ପେଟ ପାଟଣା ଉପରେ ପଡ଼ିଛି ଚଡ଼କ।  More

ଦିଲ୍ଲୀରେ ତେଜିଛି ଭେଟଘାଟ୍ ପଲିଟିକ୍ସ : ରାଜ୍ୟ ସ୍ୱାର୍ଥ ଆଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟୁଛନ୍ତି ନେତା

ଭେଟିବାକୁ ବିଜେଡି-ବିଜେପି ମଧ୍ୟରେ କମ୍ପିଟିସନ୍,ସଂସଦରେ ଅର୍ଚ୍ଚନା ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି More

ଚୀନ୍‌ରେ କରୋନାର ସୁନାମି ଦେଖି ଭାରତରେ ଆଲର୍ଟ: ୫ଟି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସତର୍କ

ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ବେଳେ ସତର୍କ ରୁହ। ମାସ୍କ ପିନ୍ଧ, ସାମାଜିକ ଦୂରତା ରଖ। More

କେମିତି ଜେଲ ଝରକାରେ ଆତ୍ମହତ୍ୟା କଲା ଗୋବିନ୍ଦ? ସାମ୍ନାକୁ ଆସିଲା ସୁଇସାଇଡ୍ ସ୍ପଟର ଚିତ୍ର

ସୁପାରୀ କିଲର୍ ଆଣି ମର୍ଡର କରାଯାଇଛି : ସଂପର୍କୀୟ More

ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ଯନ୍ତ୍ରଣାଦାୟକ ମହାପ୍ରଭୁଙ୍କ ଦର୍ଶନ : ହ୍ୱିଲ ଚେୟାର ଓ ରାମ୍ପ୍ ସୁବିଧା ନଥିବାରୁ ବଢୁଛି ଅସନ୍ତୋଷ

ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଇନଜୀବୀଙ୍କ ଅନୁରୋଧ More

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା ! କେମିତି ଜଣେ ମା’ ନିଜକୁ ସମ୍ଭାଳିବ

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଜୀବନ ହରାଇଥିବା ଯୁବକଙ୍କ କୁନି ପୁଅ ବି ଏବେ ଅଫେରା ଦୁନିଆରେ . . . More