ସଂକ୍ଷେପରେ ଆଜିର ତାଜା ଖବର - Saturday, 10 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପଦ୍ମପୁରରେ ଜିତିବା ପାଇଁ କଂଗ୍ରେସ ସହ ମୂଲଚାଲ କରିଥିଲା ବିଜେଡି: ଜୟନାରାୟଣ

ଯେଉଁ ଅଭିଜ୍ଞ ନେତା ସତ୍ୟଭୂଷଣ ସାହୁ ଏଥର ପ୍ରାର୍ଥୀ ହୋଇଥିଲେ, ତାଙ୍କ ପକେଟ୍ ଭୋଟ୍ ବି ଗଲା କୁଆଡ଼େ? More

ବାତ୍ୟା ମାଣ୍ଡୋସ୍ ତାଣ୍ଡବ, ରାତିଅଧରେ ଲ୍ୟାଣ୍ଡଫଲ୍ ପରେ ବ୍ୟାପକ କ୍ଷୟକ୍ଷତି

ବାତ୍ୟା ମାଣ୍ଡୋସ୍‌ର ପ୍ରଭାବ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ। More

ନୂଆ ପଲିସି ଆଣିଲା UGC; ଏଣିକି ତିନି ନୁହେଁ ଚାରି ବର୍ଷ ପଢ଼ାଯିବ ସ୍ନାତକ ଶିକ୍ଷା

ଜାତୀୟ ଶିକ୍ଷା ନୀତି ଆଧାରରେ ବଦଳିବ ଯୁକ୍ତ ତିନିର ଢାଞ୍ଚା । ପିଲାଏ ତିନି ବର୍ଷ ବଦଳରେ ୪ ବର୍ଷ ପାଠ ପଢିବେ । ଅଧାରୁ ପାଠ ଛାଡିଲେ ବି ପୁଣି ଥରେ ଛାଡିଥିବା ବର୍ଷରୁ ପାଠ ପଢିପାରିବେ । ଡ୍ରପ୍ ଆଉଟ ହାର କମାଇବା ସହ ପିଲାଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି । More

ନାଗ ଚାଲ: ମିଡ଼ିଆ ଆଗରେ ଫଁ, ଇଡ଼ି ପାଖରେ ସନିପାତ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତଦନ୍ତରେ ଆଦୌ ସହଯୋଗ କରୁନି ଅର୍ଚ୍ଚନା । ଫଳରେ ଆର୍ଥିକ ଦିଗରେ ଖୋଳତାଡ଼ କରିବା ପାଇଁ ଅଡୁଆ ପରିସ୍ଥିତି ଉପୁଜିଛି । More

୨୦୨୩ ବିଶ୍ୱକପ୍ ଆଗରୁ ସଙ୍କଟରୁ ମୁକୁଳି ପାରିବ ତ ଟିମ୍ ଇଣ୍ଡିଆ

ଟିମ୍ ଇଣ୍ଡିଆର ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍‌ରେ ବିଫଳତା ଏବଂ ଏହାପରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଠାରେ ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ପରାଜୟ ବିସିସିଆଇର ଚିନ୍ତା ବଢ଼ାଇଦେଇଛି। ପ୍ରଶ୍ନ ଉଠୁଛି, ୨୦୨୩ ବିଶ୍ୱକପ୍ ଆଗରୁ ସଙ୍କଟରୁ ମୁକୁଳି ପାରିବ ତ ଟିମ୍ ଇଣ୍ଡିଆ? More

ପଦ୍ମପୁର ପୁରସ୍କାର; ପ୍ରତିଶ୍ରୁତି ପାଳନର ଅବସର

ପଦ୍ମପୁର ଭୋଟର ଯେଉଁ ରାୟ ଶୁଣାଇଲେ ତାହା ଆଲୋଡନ ସୃଷ୍ଟି କରିଛି! ଏହି ଜନାଦେଶ ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ନିଶ୍ଚୟ ଚକିତ କରିଥିବ। ପାଖାପାଖି ୪୩ ହଜାର ଭୋଟ୍‌ ବ୍ୟବଧାନ! ଏମିତି କେମିତି ହେଲା? ସାଧାରଣରେ ଏହି ପ୍ରଶ୍ନ ଗୁଞ୍ଜରିତ ହେବାରେ ଲାଗିଛି। More

ସୁଶାନ୍ତ ସିଂହଙ୍କ ମିଶନ ୧୨୫ ବୟାନକୁ ନେଇ ତେଜିଲା ରାଜନୀତି

୨୦୨୪ରେ ପୁଣି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସୁଶାନ୍ତ । More

‘ପଦ୍ମପୁର ପାଇଁ ଅଦୃଶ୍ୟମାନ ମୁଖ୍ୟମନ୍ତ୍ରୀଙ୍କୁ ଦୃଶ୍ୟମାନ୍‌ ହେବାକୁ ପଡ଼ିଲା’

ବିରୋଧୀ ଦଳ ନେତାଙ୍କ ବିସ୍ଫୋରକ ବୟାନ More

NIT ରାଉରକେଲାରେ ଚାକିରି ସୁଯୋଗ, ଦରମା- ୩୫,୦୦୦

ପ୍ରୋଜେକ୍ଟ ଫେଲୋଶିପ୍‌ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ NIT(National Institute of Technology ), ରାଉରକେଲା ବିଜ୍ଞପ୍ତି ଜାରି କରିଛି। More

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଙ୍କେତ- ଓଡ଼ିଶାରେ ଆଗୁଆ ହେବ ୨୦୨୪ ନିର୍ବାଚନ !

୨୦୨୪ ନିର୍ବାଚନରେ ପଦ୍ମପୁର ରେଜଲ୍ଟର ପ୍ରଭାବ ପକାଇବ କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶୁଣୁଛି ଏଠି କ’ଣ ଆଗୁଆ ନିର୍ବାଚନ ହେବ। More

ବୋମା ଖଞ୍ଜିଥିବା ୬ ନକଲି ନକ୍ସଲଙ୍କୁ ଗିରଫ କଲା ପୋଲିସ

ମାଓବାଦୀ ନାଁରେ ଚାନ୍ଦା ମାଗୁଥିଲେ, ହତ୍ୟା ଧମକ ଦେଉଥିଲେ । ଜଣେ ବ୍ୟକ୍ତିଙ୍କ ପାଇଖାନା ଭିତରେ ବୋମା ଖଞ୍ଜିଥିଲେ । More

୪୨ ବର୍ଷ ହେଲା ଖାଉ ନାହାନ୍ତି ଭାତ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

ଜଣେ ବୃଦ୍ଧ ଦୀର୍ଘ ୪୨ ବର୍ଷ ହେଲାଣି ଭାତ ଖାଉ ନାହାନ୍ତି। ସେ ରୁଟି, ଚୁଡ଼ା, ମୁଢି, ମାଛ, ମାଂସ ସବୁ ଖାଉଛନ୍ତି କିନ୍ତୁ ଭାତ ଖାଉ ନାହାନ୍ତି। ବୃଦ୍ଧ ଜଣକ ଭାତ ନଖାଇବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। More

ଆଜି ଓଡ଼ିଶାର ୭ ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜି ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। More

ରାଜ୍ୟରେ ପୁଣି ଖୋଲିବ ପ୍ରାଇଭେଟ୍ ଡିଗ୍ରୀ ଓ ପ୍ରଫେସନାଲ କଲେଜ

ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ପାଞ୍ଚ ବର୍ଷିଆ କଟକଣା ପରେ ରାଜ୍ୟରେ ପୁଣି ଘରୋଇ ଡିଗ୍ରୀ ଓ ବୈଷୟିକ କଲେଜ୍ ଖୋଲିବା ଲାଗି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିତର୍କ । More

ବୋଲୁଛନ୍ତି ମହାପ୍ରଭୁଙ୍କ ଭଜନ, ପାଳୁଛନ୍ତି ହିନ୍ଦୁ ପର୍ବପର୍ବାଣୀ : ମୁସଲମାନ ହୋଇ ରାମ ନାମ ସହ କୃଷ୍ଣଙ୍କ ଜଣାଣ ଗାଉଛନ୍ତି

ନୂଆପଡ଼ା କାଣ୍ଡେତରା ଗାଁର ଯୁବ କଣ୍ଠଶିଳ୍ପୀ ମୁଜିବ ଖାଁଙ୍କୁ ନେଇ ଚର୍ଚ୍ଚା More

ଓଡ଼ିଶାରୁ ସଫା ହୋଇଯିବ କି କଂଗ୍ରେସ ? ପଦ୍ମପୁର ରେଜଲ୍ଟ ପରେ ଦଳର ୩ ଟାଣୁଆ ବିଧାୟକଙ୍କ ଶଙ୍କା

ଯେଉଁ କଂଗ୍ରେସ ଦଶନ୍ଧୀ ଦଶନ୍ଧୀ ଧରି ଓଡ଼ିଶାର କ୍ଷମତା ରଜ୍ଜୁ ନିଜ ହାତରେ ରଖିଥିଲା, ଆଜି ଅସ୍ଥିତ୍ୱ ହରାଇବା ସ୍ଥିତିକୁ ଆସିଗଲାଣି ଯାହାର ସଦ୍ୟ ପ୍ରମାଣ ମିଳିଛି ପଦ୍ମପୁର ଉପନିର୍ବାଚନ ଫଳାଫଳରୁ । More

ବଡ଼ ମେଡିକାଲ, ବଡ଼ ବଡ଼ କୋଠା ! ହେଲେ କାମ, ସେବା ଓ ପରିବେଶକୁ ନେଇ ଲୋକେ ନିରାଶ

ପ୍ରତିଷ୍ଠାର ୫ ବର୍ଷ ପରେ ବି ଲୋକେ ନିରାଶ, ଚିକିତ୍ସା ପାଇଁ ନାହାଁନ୍ତି ଆବଶ୍ୟକ ଡାକ୍ତର କି ପ୍ରଫେସର More

ରାଜ୍ୟ ରାଜନୀତି ଉପରେ କି ପ୍ରଭାବ ପକାଇବ ପଦ୍ମପୁର ଫଳ ?

ଧାମନଗର ପରାଜୟ ପରେ ଫର୍ମ ହରାଇଥିବା ଶଙ୍ଖଦଳକୁ ପୁଣି ମିଳିଗଲା ଜୋସ୍,୨୪ ନିର୍ବାଚନରେ କିଛି ପ୍ରଭାବ ପଡ଼ିବନି କହିଲେ ବିରୋଧୀ More