ସଂକ୍ଷେପରେ ଆଜିର ତାଜା ଖବର - Thursday, 28 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୮ ବର୍ଷ ବାହାଘର ପରେ କାହିଁକି ପଡ଼ିଲା ଫାଟ ?

ଚେନ୍ନାଇରୁ ଫେରିବାର ୨୪ ଘଂଟା ପରେ ବାଲକୋନିକୁ ଆସିଲେ ବାବୁସାନ । ସାଙ୍ଗରେ ମାଆ ଅପରାଜିତା ମଧ୍ୟ ଥିଲେ । ନମସ୍କାର କରି  ବାବୁସାନ ଧନ୍ୟବାଦ ଜଣାଇଥିଲେ । ଗଣମାଧ୍ୟମ ଓ ଘଂଟା ଘଂଟା ଧରି ଅପେକ୍ଷାରତ ଫ୍ୟାନଙ୍କୁ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି, ଠିକ୍ ସମୟରେ ଠିକ୍ ଜିନିଷ କହିବି । More

ଅର୍ପିତାଙ୍କ ଫ୍ଲାଟ୍ ସାଜିଥିଲା ପାର୍ଥ ଚାଟାର୍ଜୀଙ୍କ ମିନିବ୍ୟାଙ୍କ୍  

ଅର୍ପିତା ମୁଖାର୍ଜୀଙ୍କର ବେଲଘରିଆରେ ଥିବା ଦ୍ୱିତୀୟ ଆପାର୍ଟମେଣ୍ଟରୁ ମିଳିଛି ଏଭଳି ଆଖି ଟେରା କରିଦେଲା ଭଳି କୁବେର ଭଣ୍ଡାର।  More

ବାବୁସାନ ଉଦ୍ୟମ: ଘଟଣାର ଆପୋସ ସମାଧାନ ପାଇଁ ଉଦ୍ୟମ

ପତି-ପତ୍ନୀ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଛି। More

OCS ପ୍ରିଲିମ୍ ପରୀକ୍ଷା ପାଇଁ OPSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି । More

ଯାନ୍ତ୍ରିକ ତ୍ରୁଟିରୁ ଚିଲିକା ମଝିରେ ଅଟକିଲା ଭସାପୋଲ

ଭସାପୋଲରେ ଫସି ରହିଛନ୍ତି ୬୦ରୁ ଅଧିକ ଯାତ୍ରୀ... More

କ’ଣ ଖୁଲାସା କରିବେ ବାବୁସାନ ? କହିଲେ- ଠିକ୍‌ ସମୟରେ ଠିକ୍‌ ଜିନିଷ କହିବି

 ନିଜ ଘର ବାଲକୋନିରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ କହିଥିଲେ ଯେ, ‘ମୁଁ ପରିବାର ପାଖରେ ଅଛି, ସେଥିପାଇଁ ବହୁତ ଖୁସି। ଠିକ୍ ସମୟରେ ଠିକ୍ ଜିନିଷ କହିବି।’ More

ବଢ଼ିଲା ସୁନା ଦର...

ଆଜି ସୁନା ଦର ବୃଦ୍ଧି ପାଇଛି..ଜାଣନ୍ତୁ କେତେ... More

ଅନ୍ଧାର ରାତିରେ କଅଁଳା ଛୁଆକୁ ଧରି ରେଲ୍‌ୱେ ଟ୍ରାକ୍‌ରେ ବସିଥିଲେ ମହିଳା, ହଠାତ୍‌ ଦେବଦୂତ ସାଜି ଆସିଲେ...

ଅନ୍ଧାର ରାତିରେ ଜଣେ ମହିଳା ନିଜର କଅଁଳା ଛୁଆକୁ ଧରି ଆତ୍ମହତ୍ୟା କରିବା ପାଇଁ କଟକ ରେଲ୍‌ୱେ ଷ୍ଟେସନର ରେଳ ଧାରଣାରେ ବସିଥିଲେ। ଜଣେ ମହିଳା ପୋଲିସ୍‌ ଦେବଦୂତ ସାଜି ଆସିଲେ ଓ ଜୀବନ ବଞ୍ଚାଇଲେ।  More

ରାଜ୍ୟରେ ପୁଣି ହଜାରେ ଟପିଲା କରୋନା ଆକ୍ରାନ୍ତ

ବଢ଼ୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା...୨୪ ଘଣ୍ଟାରେ ଏତିକି ଆକ୍ରାନ୍ତ ଚିହ୍ନଟ.... More

ପାଣିରୁ ମିଳିଲା ବଡ଼ ଭାଇର ମୃତଦେହ, ଦୁଃଖରେ ଭାଙ୍ଗି ପଡ଼ି ସାନ ଭାଇ ପିଇ ଦେଲା ବିଷ...

ଗତକାଲି ସନ୍ଧ୍ୟାରେ ବଡ଼ ଭାଇ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ପାଣି ଭିତରେ ପଶି ମାଛ ମାରୁଥିବା ସମୟରେ ଆଉ ବାହାରକୁ ବାହାରି ପାରିନଥିଲେ। ଆଜି ତାଙ୍କ ଶବ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। More

ପୁରୀରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଗ୍ରୀନ୍‌ଫିଲ୍‌ଡ ଏୟାରପୋର୍ଟ

ପୁରୀରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଗ୍ରୀନ୍‌ଫିଲ୍‌ଡ ଏୟାରପୋର୍ଟ। ପୁରୀରେ ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ଧୀରେ ଧୀରେ ଆଗଉ ଥିବାରୁ ପୁରୀ ବାସିନ୍ଦା ଖୁସିପ୍ରକଟ କରିଛନ୍ତି। More

ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା। ଏଥିପାଇଁ ଅପରାହ୍ଣ ଦ୍ୱିପହର ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। More

ଆଗକୁ ସ୍ୱାଭାବିକ ହେବ ତ ବାବୁସାନଙ୍କ ଆକ୍ଟିଂ କ୍ୟାରିୟର ?

ବାବୁ-ପ୍ରକୃତି ଏବଂ ତୃପ୍ତି ମଧ୍ୟରେ ହୋଇଥିବା ଝଗଡା ଅନେକ ଫ୍ୟାନ୍‌ଙ୍କ ମନକୁ ଆଘାତ ଦେଇଛି। More

ରାଜ୍ୟରେ ଭୟାବହ ରୋଗରେ ପରିଣତ ହେଲାଣି ପିସି କାରବାର

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହାର ଜବାବ ରଖି ଅର୍ଥମନ୍ତ୍ରୀ କହିଛନ୍ତି, ବିରୋଧୀ ଆଣିଥିବା ଅଭିଯୋଗ ଭିତ୍ତିହୀନ।  More

ଦିନେ ମା’ ପାଇଁ ଗୀତ ଗାଇ ସମସ୍ତଙ୍କ ମନ କିଣିଥିଲେ ବାବୁସାନ

ପ୍ରକୃତି-ତୃପ୍ତି-ବାବୁସାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଦେଖିବାକୁ ମିଳିଛି ମା’ ଅପରାଜିତାଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବା। ଦିନେ ସେ ତାଙ୍କ ମା’ଙ୍କ ପାଇଁ ଏକ ଗୀତ ଗାଇ ସମସ୍ତଙ୍କୁ ଭାବ ପ୍ରବଣ କରିଦେଇଥିଲେ। ଶୁଣନ୍ତୁ ଏହି ଗୀତଟି… More

ରାଷ୍ଟ୍ରପତି ଭବନରେ ମହାମହିମଙ୍କ ସହ ବୁଲିଲେ ମୟୂରଭଞ୍ଜର ଅତିଥି

ସ୍ୱପ୍ନ ସତ ହେଲା। ଅତିଥି ହୋଇ ଯାଇଥିଲେ, ଅଭୁଲା ଅନୁଭବ ନେଇ ଫେରିଲେ। More

ବିଜ୍ଞାନ ଓ ବାଣିଜ୍ୟ ଦୁଇଟି ଯାକରେ ପୁଅଙ୍କୁ ପଛରେ ପକାଇଲେ ଝିଅ

୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ସାଙ୍ଗକୁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ ଭଲ ରେଜଲ୍ଟ ଦେଇଛି । ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ରହିଛି ୯୪.୧୨% । ୪୫ ହଜାର ୫୮୭ ଛାତ୍ର ପାସ୍ କରିଥିବା ବେଳେ ପାସ୍ ହାର ୯୩.୮୦ ପ୍ରତିଶତ ରହିଛି । ସେହିପରି ୩୨ ହଜାର ୫୧୯ ଛାତ୍ରୀ ପାସ୍ କରିଛନ୍ତି । More