ସଂକ୍ଷେପରେ ଆଜିର ତାଜା ଖବର - Saturday, 09 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିସ୍ଫୋରକ ରୂପ ନେବ କି କରୋନା? କଣ କହିଲେ ବିଶେଷଜ୍ଞ, ଜାଣନ୍ତୁ

କୋଭିଡ୍ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନକୁ ଫେରିବା ପରେ ଏବେ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ।  More

ସରିଲା ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡିଲେ ମହାବାହୁ

ଶ୍ରୀଗୁଣ୍ଡିଚାରୁ ବାହୁଡି ଆସିଲେ ମହାବାହୁ। ଶ୍ରୀନଅର ସମ୍ମୁଖରେ ସଂପନ୍ନ ହେଲା ଲକ୍ଷ୍ମୀ ନାରାୟଣ ଭେଟ। କାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର। More

ପାଟିକୁ ସୁଆଦିଆ ଲାଗିଲାନି ମାଂସ ତରକାରୀ, ପିଟିପିଟି ଜୀବନ ନେଇଗଲା ସ୍ୱାମୀ

ପତ୍ନୀ ମାଂସ ତରକାରୀ ରାନ୍ଧିଲା, କିନ୍ତୁ ସୁଆଦିଆ ଲାଗିଲାନି...ବାସ୍ ଏତିକିରେ ରାଗିଗଲା ସ୍ୱାମୀ। ଏକ ଲୁହା ପାଇପରେ ପତ୍ନୀକୁ ପିଟି ପିଟି ମାରିଦେଲା ସ୍ୱାମୀ । More

ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି, ଆହୁରି ବର୍ଷିବ !

ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି।   More

ଆରମ୍ଭ ହେଲା ଶ୍ରୀଜିଉଙ୍କ ଶ୍ରୀମନ୍ଦିର ବାହୁଡ଼ା

ବଡ଼ଦାଣ୍ଡରେ ଗଡ଼ିବା ଆରମ୍ଭ କଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ... More

ବଢ଼ିଲା କୋଭିଡ୍‌ ସଂକ୍ରମଣ, ରେଡ୍‌ ଜୋନ୍‌କୁ ଫେରିଲା ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ପୁଣି ରେଡ୍‌ ଜୋନ୍‌କୁ ଫେରିଛି। ରେଡ୍ ଜୋନ୍‌କୁ ଫେରିବା ପରେ ଭୁବନେଶ୍ୱର ମେୟର କଡ଼ା ତାଗିଦ୍ କରିଛନ୍ତି।  More

ସାହାରା ବଦଳରେ ବାପାର ଜୀବନ ନେଲା ପୁଅ, ହତ୍ୟା ପରେ ଜାଳିଦେଲା ଶବ

ପରିଣତ ବୟସରେ ସାହାରା ହେବା ବଦଳରେ ବାପାର ଜୀବନ ନେଇଗଲା ପୁଅ। ଆଉ ବାପାକୁ ହତ୍ୟା ପରେ ଶବକୁ ଜାଳିଦେଲା ପୁଅ। More

Daily Horoscope 9th July 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରିରେ ଶୁଭ ଖବର ମିଳିବ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ,  ଶନିବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ରଥ, ପଥ, ପ୍ରସ୍ତୁତ...ରତ୍ନବେଦୀକୁ ଫେରିବେ କାଳିଆ ସାଆନ୍ତ

ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି।  More

ଦୁଇ ଦିବ୍ୟାଙ୍ଗ ଗଢିବେ ଶବ୍ଦହୀନ ସଂସାର

ନରସିଂହପୁରରେ ବିରଳ ବାହାଘର। ଦୁଇ ଦିବ୍ୟାଙ୍ଗଙ୍କର ବାହାଘରକୁ ନେଇ ଛୁଟିଛି ଆଶୀର୍ବାଦର ବର୍ଷା।  More

ଜାଲ୍ ନୋଟ୍‌ ହବ୍ ପାଲଟୁଛି କି ଓଡ଼ିଶା ? ୧୦ ବର୍ଷରେ ୧୦ କୋଟିର ନକଲି ନୋଟ୍ ଜବତ

ଗିରଫଦାରୀ, ଖୋଳତାଡ଼ ପରେ ବି ବଢ଼ି ଚାଲିଛି କାରବାର । ବରପାଲିରୁ ୧୪ ଲକ୍ଷ ୨୯ ହଜାର ନକଲି ନୋଟ୍ ଜବତର ତନାଘନା । More

୩୦ ବର୍ଷ ପରେ ଅସଲି ପରିବାରକୁ ଚିହ୍ନିଲେ, ବେଲଜିୟମରୁ ଠିକଣା ଖୋଜି କନ୍ଧମାଳ ପହଞ୍ଚିଲେ ମାମିନା

ଜନ୍ମର ୩ ମାସ ପରେ ମାଆ ମରିଯିବାରୁ ଆଶ୍ରମକୁ ଟେକି ଦେଇଥିଲେ ବାପା । ପୋଷ୍ୟ ସନ୍ତାନ ଭାବେ ମାମିନାଙ୍କୁ ନେଇଥିଲେ ବିଦେଶୀ ଦମ୍ପତ୍ତି । More

ପାରମ୍ପରିକ ବାଦ୍ୟ ସହ ନାଚଗୀତ, ଧୁମ୍‌ଧାମ୍‌ରେ ଦ୍ରୌପଦୀଙ୍କୁ ସ୍ୱାଗତ କଲେ ବିଜେଡି-ବିଜେପି

ସମର୍ଥନ ଯୋଗାଡ଼ରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜନ୍ମ ମାଟି ଓ଼ଡିଶାରେ ବିଜେପି ଓ ବିଜେଡିର ଭବ୍ୟ ସ୍ୱାଗତ । More

ମାଗିବା ଆଗରୁ ମିଳିସାରିଛି ସମର୍ଥନ, କହିଲେ ଦ୍ରୌପଦୀ

ଦ୍ରୌପଦୀଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ଏବଂ ବିଜେଡି ବିଧାୟକ-ସାଂସଦଙ୍କ ଠାରୁ ଔପଚାରିକତା ଦୃଷ୍ଟିରୁ ସମର୍ଥନ ଲୋଡ଼ିଛନ୍ତି ।  More