ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ବାଲେଶ୍ୱର ବସଷ୍ଟାଣ୍ଡରେ ଜାଲ୍ ନୋଟ୍ କାରବାର ଅଭିଯୋଗରେ ୩ ଗିରଫ, ସେମାନେ ବାଂଲାଦେଶୀ ବୋଲି ଜଣାପଡ଼ିଛି
ସହିଦ ନଗର ଓ କୋଣାର୍କ ଥାନାରେ ରୁଜୁ ମାମଲାରେ ଅଭିଜିତ ଆୟର ମିତ୍ରଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ, ଜାମିନ ବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ହାଇକୋର୍ଟ
ବ୍ରହ୍ମପୁର: ପାରଳା ମହାରାଜ ଇଂଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି, କଲେଜ ଗେଟରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ
ବଲାଙ୍ଗିର: ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ତୃତୀୟ ଦିନରେ ଆନ୍ଦୋଳନ, ଜିଲ୍ଲାପାଳଙ୍କୁ କଚେରି ଗେଟ୍ ନିକଟରୁ ଫେରାଇ ଦେଲେ ଆନ୍ଦୋଳନକାରୀ, ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ଜିଲ୍ଲାପାଳଙ୍କ ଭିଡିଓ କନ୍ଫରେନ୍ସିଂ ଥିଲା
ନୂଆପଡ଼ା: ଅବିଭକ୍ତ ଖାସବହଲ ପଞ୍ଚାୟତକୁ ମରୁଡ଼ି ଘୋଷଣା ଓ ଫସଲ ବୀମା ଟଙ୍କା ଦାବିରେ ଦହେଲପଡ଼ା ଗାଁ ନିକଟରେ ଶତାଧିକ ଚାଷୀଙ୍କ ରାସ୍ତା ଅବରୋଧ; ଖଡ଼ିଆଳ-ଭବାନୀପାଟଣା ମଧ୍ୟରେ ଯାତାୟତ ଠପ୍
ରାଇରଙ୍ଗପୁର: ବିଶୋଇ ଥାନା ନିକଟରେ ବ୍ରିଜ୍ ତଳକୁ ଖସିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍, ଡ୍ରାଇଭର ଗୁରୁତର
ଭଦ୍ରକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ DRDA ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ସୋର: ଅନନ୍ତପୁର ପାଖ ଛକରେ ଏଟିଏମ୍ ଭଙ୍ଗାରୁଜା, ଟଙ୍କା ଲୁଟ୍ ସନ୍ଦେହ
ପୁରୀ: ଶ୍ରୀମନ୍ଦିରରେ ଟିକେଟ ଦର୍ଶନ ନେଇ ବୈଠକ, ଏହି ନୂଆ ବ୍ୟବସ୍ଥା ତଦାରଖ ପାଇଁ ପରିଚାଳନା କମିଟିକୁ ଦାୟିତ୍ୱ, ଟିକେଟ ଦର୍ଶନର ଅବଧି ଓ ପହିଲି ଭୋଗ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର
ରାଉରକେଲା IGH ହେବ ସୁପର ସ୍ପେଶାଲିଟି ହସ୍ପିଟାଲ୍, ଏଥିପାଇଁ ପିସିସି ସଭାପତି ନିରଞ୍ଜନଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ରେ ୨୦ ଲକ୍ଷ ଟଙ୍କା ଜମା କରିଛି କଂଗ୍ରେସ୍, କଂଗ୍ରେସ ସଦସ୍ୟଙ୍କଠାରୁ ଦାନ ସଂଗ୍ରହ କରି ଟଙ୍କା ଜମା କରିଛନ୍ତି ନିରଞ୍ଜନ
ବୁଲନ୍ଦଶହର ହିଂସାକାଣ୍ଡ ଘଟଣା: ମୃତ ପୁଲିସ୍ଙ୍କ ପରିବାରଙ୍କୁ ୪୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା
ଢେଙ୍କାନାଳ ବେଲଟିକିରି ସେଲ୍ଟର୍ ହୋମ୍ ନିର୍ଯାତନା ଘଟଣାକୁ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ଭାଇରାଲ୍ ଧର୍ମାନ୍ତରୀକରଣ ଭିଡିଓର କୌଣସି ଅଭିଯୋଗ ଆସିନି,ଅଭିଯୋଗ ଆସିଲେ ତଦନ୍ତ ହେବ, ଦୋଷୀଙ୍କୁ ଦଣ୍ଡ ମିଳିବ
ଢେଙ୍କାନାଳ ବେଲଟିକିରି ଘଟଣା ପରେ ପ୍ରଶାସନର ତତ୍ପରତା, ବିଭିନ୍ନ ସ୍ଥାନରେ ଗୁଡ ନ୍ୟୁଜ୍ ଇଣ୍ଡିଆର ସେଲ୍ଟର ହୋମ୍ ଖାଲି କରୁଛି ପ୍ରଶାସନ
ପାଲଲହଡ଼ା ଆସନରୁ ଧର୍ମେନ୍ଦ୍ର ପ୍ରଧାନ ଲଢ଼ିବା ଚର୍ଚ୍ଚା ପ୍ରସଙ୍ଗରେ ବିଧାୟକ ମହେଶ ସାହୁ କହିଲେ,ଏଠାରୁ ସେ ଲଢ଼ିଲେ ମୁଁ ସ୍ୱାଗତ କରିବି, ମୁଁ ଲଢ଼ିବାକୁ ଭୟଭୀତ ନୁହେଁ, ମୋର ଯାହା ଆକଳନ ସେ ଲୋକସଭା କି ବିଧାନସଭା କେଉଁଠୁ ଲଢ଼ିବେନି,ବିଧାୟକ ହେଲେ ପାଦରେ ଚାଲିବାକୁ ପଡ଼ିବ, ସେ ପବନରେ ଉଡ଼ୁଛନ୍ତି
ମାର୍ଚ୍ଚ ସୁଦ୍ଧା ୧୦ ଲୁହାପଥର ଓ ୬ଟି ଅନ୍ୟାନ୍ୟ ଖଣି ନିଲାମ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି, କେନ୍ଦ୍ର ଅନୁମତି ନିଆଯାଇ ନିଲାମ କରାଯିବ: ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ଜବର ଦଖଲ ଉଚ୍ଛେଦକୁ ବିରୋଧ
ଢେଙ୍କାନାଳ: ଗୁଡ୍ ନ୍ୟୁଜ୍ ଇଣ୍ଡିଆ ପରିଚାଳିତ ଡ୍ରିମ୍ ସେଣ୍ଟର ମୁଖ୍ୟ ଫୟାଜ ରେହମାନ ଦୁଇ ଦିନିଆ ରିମାଣ୍ଡରେ ଗଲେ, ସ୍ୱତନ୍ତ୍ର ପୋକ୍ସୋ କୋର୍ଟଙ୍କ ଅନୁମତି ଭିତ୍ତିରେ ତାଙ୍କୁ ରିମାଣ୍ଡରେ ନେଇଛି ପୁଲିସ୍
କେନ୍ଦୁଝର ମେଡିକାଲରେ ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ, ଆଶା ଦିଦି ଓ ଡାକ୍ତରଙ୍କ ଅବହେଳାରୁ ମୃତ୍ୟୁ ହୋଇଛି ବୋଲି କହିଲେ ସ୍ୱାମୀ
ତେଲକୋଇ: କାଞ୍ଜିପାଣି ଘାଟିରେ ଓଲଟିଲା ନଳକୂପ ଖୋଳା ଗାଡ଼ି, ଜଣେ ମୃତ, ୭ ଆହତ
ପୁରୀ: ଦର ନିର୍ଦ୍ଧାରଣ ପାଇଁ ଆଜି ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାଲକ୍ଷ୍ମୀ ଭଣ୍ଡାରରୁ ଦିଆଯିବ ସାମଗ୍ରୀ
ପାଓ୍ୱାର ହାଉସ୍ ଛକରୁ ଜୟନଗର ମଧ୍ୟରେ ପାଟ୍ରୋଲିଂ ବେଳେ ପୁଲିସ-ଅପରାଧୀ ଗୁଳି ବିନିମୟ, କାହାର କୌଣସି କ୍ଷୟକ୍ଷତି ହୋଇନି; ଅପରାଧୀ ଚମ୍ପଟ
ସୁନ୍ଦରଗଡ଼ ଆର୍ମଡ ରିଜର୍ଭ ପୁଲିସ୍ ଅସ୍ତ୍ରାଗାରରୁ ଗୁଳି ଚୋରି ଘଟଣା: ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କଲେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ,ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ୧୫ କନଷ୍ଟେବଲଙ୍କୁ କାରଣ ଦର୍ଶାଅ ନୋଟିସ୍
ସୁନ୍ଦରଗଡ଼ ଆର୍ମଡ ରିଜର୍ଭ ପୁଲିସ୍ ଅସ୍ତ୍ରାଗାରରୁ ଗୁଳି ଚୋରି ଘଟଣା: ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କଲେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ,ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ୧୫ କନଷ୍ଟେବଲଙ୍କୁ କାରଣ ଦର୍ଶାଅ ନୋଟିସ୍
ମାଲକାନଗିରି: ପିଏଲଜିଏ ସପ୍ତାହରେ ପୁଲିସକୁ ସଫଳତା, ହାର୍ଡକୋର ମହିଳା ମାଓବାଦୀ ଇଡ଼େ ମାଡ଼ିର ଆତ୍ମସମର୍ପଣ
ବାରିପଦା: ସ୍କୁଲରେ ପଶି ପ୍ରଧାନଶିକ୍ଷକ, ପିଅନଙ୍କୁ ନିର୍ଧୂମ୍ ଛେଚିଲେ ଖଇରିବଣି ଗାଁ ଲୋକେ, ଜଣେ ଛାତ୍ରୀଙ୍କୁ ପିଅନ ଅସଦାଚରଣ କରିଥିବା ଅଭିଯୋଗ, ପ୍ରଧାନଶିକ୍ଷକଙ୍କୁ ଘେରିଲେ ଲୋକେ, ପିଅନଙ୍କୁ ବାନ୍ଧିଲା ପୁଲିସ୍
First
Prev
1655
1656
1657
1658
1659
1660
1661
1662
1663
1664
1665
Next
Last
© 2022 - Odisha Television Limited. All Rights Reserved.