ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଜୟପୁର: ବୈପାରୀଗୁଡ଼ା ପେଟାଘାଟି ନିକଟରେ ଓଲଟିଲା ଟ୍ରକ୍; ୩ ଆହତ ଜୟପୁର ଡାକ୍ତରଖାନାରେ ଭର୍ତ୍ତି; ଲମତାପୁଟ-ଜୟପୁର ରାସ୍ତା ଜାମ୍
ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ମୋଟା ଅଞ୍ଚଳରେ ହାତୀ ଉପଦ୍ରବ; ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କଲେ ହାତୀପଲ
ମଧ୍ୟପ୍ରଦେଶରେ ସରକାର ଗଠନ କରିବାକୁ ଦାବି ରଖିଲା କଂଗ୍ରେସ
ଆଠଗଡ଼: ରାଜନଗର ସଦର ତଇଲା ନିକଟରେ ଏକ ୭ ବର୍ଷର ମାଈ ହାତୀର ମୃତଦେହ ଠାବ
ଛତିଶଗଡ଼ରେ ଯେଭଳି ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଓଡ଼ିଶାରେ ବି ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଆଶା: ନିରଞ୍ଜନ ପଟ୍ଟନାୟକ
ମୋଦି କହୁଥିଲେ କଂଗ୍ରେସ ମୁକ୍ତ ଭାରତ ବନାଇବେ,ବର୍ତ୍ତମାନ ବିଜେପି ମୁକ୍ତ ଭାରତ ହେବାକୁ ଯାଉଛି, ବିଶେଷ ଭାବେ ଖୁସି ଲାଗୁଛି ଛତିଶଗଡ଼ରେ କଂଗ୍ରେସ ଜିତିଛି : ନିରଞ୍ଜନ ପଟ୍ଟନାୟକ
କୋଣାର୍କ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ବୁଲି ଆସିଥିବା ବେଳେ ଡ୍ରୋନ୍ ଉଡ଼ାଇ ଫଟୋ ଉଠାଉଥିବା ୨ ଋଷୀୟ ପର୍ଯ୍ୟଟକଙ୍କୁ ଗିରଫ କରିଛି ପ୍ରତ୍ନତତ୍ତ୍ୱ ବିଭାଗ
ଧୂଆଁ ଯୋଗୁ ଜରୁରୀକାଳୀନ ଅବତରଣ କଲା ବିମାନ
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଆଗରେ, ରାଜନ୍ଦଗାଓଁ କରୁଣା ଶୁକ୍ଳାଙ୍କଠାରୁ ଆଗରେ ଅଛନ୍ତି ରମଣ
ରାଉରକେଲା: ବିଲଡରଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ୫ଟି ଖୋକା ଜବତ
ଉମରକୋଟ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଝରିଗାଁ ଲ୍ୟାମ୍ପସ ସୁପରଭାଇଜର ଗୟାରାମ ମାଠିଆଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଆରମ୍ଭ ହେଲା ୫ ରାଜ୍ୟର ବିଧାନସଭା ଭୋଟ୍ ଗଣତି; ଆଜିର ନିର୍ବାଚନ ଫଳାଫଳକୁ ନେଇ ସାରା ଦେଶରେ ଉତ୍କଣ୍ଠା
ଶ୍ରୀମନ୍ଦିର ହୁଣ୍ଡିରୁ ସୁନା ଗାଏବ ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗ: ଜବାବ ଦାଖଲ କଲେ ରାଜ୍ୟ ସରକାର, ପ୍ରତି ଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ, ୨୧ରେ ଶୁଣାଣି
ଧାନ କିଣା ନେଇ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଲେ-କଟ୍ନି୩୨ ଛଟ୍ନି କଲେ ମିଲର ଓ ପାକ୍ସଙ୍କୁ ଗିରଫ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି,ଗିରଫ ସହ ସେମାନଙ୍କ ମିଲ୍ ସିଜ୍ କରିବାକୁ ମଧ୍ୟ କୁହାଯାଇଛି
ବାଲେଶ୍ୱର: ଧାମରା ଅବଦୁଲ କାଲାମ ଦ୍ୱୀପରୁ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ଉତ୍କ୍ଷେପଣ, ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର ରହିଛି
କେନ୍ଦୁଝର: ଭଗାମୁଣ୍ଡା ଗାଁରେ ଜଣେ ଯୁବତୀଙ୍କ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର,କାଲି ଯୁବତୀଙ୍କ ଘରକୁ ଆସିଥିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ
ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୧୩ରୁ ଫର୍ମ ପୂରଣ, ୧୫ ଯାଏ ଫର୍ମ ପୂରଣ କରିପାରିବେ ବିଜ୍ଞାନ, ବାଣିଜ୍ୟ, କଳା ଛାତ୍ରଛାତ୍ରୀ ; ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି
ଭୁବନେଶ୍ୱର: ପାଇକ ସ୍ମାରକୀ ସ୍ତମ୍ଭ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବିଭିନ୍ନ ସଂଗଠନ ସହ ଭେଟି ଅଭିଯୋଗ କଲେ ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ସରକାର ଜାଗା ନ ଦେଲେ ପରିସ୍ଥିତି ଭୟାବହ ହେବ ବୋଲି କହିଲେ
ଭୁବନେଶ୍ୱର: କୋଣାର୍କ ମନ୍ଦିରର ସୁରକ୍ଷା ନେଇ ବୈଠକ ଆରମ୍ଭ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ବିଭାଗୀୟ ଅଧିକାରୀ ସାମିଲ
ସାଲେପୁର: କୋଲଣପୁର ଗାଁରେ ଘର ଭିତରୁ ଚାଷୀ ସୁମନ୍ତ ମଲ୍ଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଋଣ ବୋଝ ସହି ନ ପାରି ଆତ୍ମହତ୍ୟା କରିଥିବା କହିଲେ ସୁମନ୍ତଙ୍କ ପତ୍ନୀ
ଭବାନୀପାଟଣା: କର୍ଲାମୁଣ୍ଡା SBI ଶାଖାରୁ ଡକାୟତି, ସିସିଟିଭି ହାର୍ଡଡିସ୍କ ସହ ଲକରରୁ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି
ଆଠଗଡ଼: ପାର୍ବତୀପୁର ଗାଁରେ ଭୋଜି ଖାଇ ୪୦ରୁ ଅଧିକ ଶିଶୁ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
ଆଇଏଏସ୍ ପ୍ରଣବଜ୍ୟୋତି ନାଥଙ୍କ ଘରୁ ଚୋରି ଘଟଣା: ୩ ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍, ଲୁଟେରାଙ୍କ ମଧ୍ୟରେ ୨ ନାବାଳକ ଥିବା ସୂଚନା
ଭୁବନେଶ୍ୱର: ୭ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ; ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ୨ ଗିରଫ
ଅନୁଗୁଳ: କଇଁଫୁଲିଆ ରେଳ ଲାଇନ୍ କଡ଼ରୁ ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତଦେହ ଉଦ୍ଧାର, ବଇଣ୍ଡା ଯିବେ କହି ଘରୁ ବାହାରିଥିଲେ, ଟ୍ରେନରୁ ଖସି ମୃତ୍ୟୁ ଘଟିଥିବା ସନ୍ଦେହ
First
Prev
1653
1654
1655
1656
1657
1658
1659
1660
1661
1662
1663
Next
Last
© 2022 - Odisha Television Limited. All Rights Reserved.