• Astrospeak
  • Live TV
  • Read In English

ନୂଆପଡ଼ା: ଅବିଭକ୍ତ ଖାସବହଲ ପଞ୍ଚାୟତକୁ ମରୁଡ଼ି ଘୋଷଣା ଓ ଫସଲ ବୀମା ଟଙ୍କା ଦାବିରେ ଦହେଲପଡ଼ା ଗାଁ ନିକଟରେ ଶତାଧିକ ଚାଷୀଙ୍କ ରାସ୍ତା ଅବରୋଧ; ଖଡ଼ିଆଳ-ଭବାନୀପାଟଣା ମଧ୍ୟରେ ଯାତାୟତ ଠପ୍