ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଯାଜପୁର: ବାର୍ହାଗାଡ଼ିଆରେ ଜୁଆ ଆଡ୍ଡା ଉପରେ ଚଢ଼ାଉ; ୧୪ ଜୁଆଡ଼ି ଗିରଫ, ୨ଟି କାର, ୯ଟି ବାଇକ୍, ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ
ଅନୁଗୋଳ: ଭୁବନେଶ୍ୱର-ବଲାଙ୍ଗିର ଏକ୍ସପ୍ରେସ ରହଣି ଦାବିରେ ବାମୁର ଷ୍ଟେସନରେ ରେଳ ଉପଭୋକ୍ତା କମିଟି ପକ୍ଷରୁ ରେଳରୋକ, ସମ୍ବଲପୁର-ପୁରୀ ଇଣ୍ଟରସିଟି ରେଢ଼ାଖୋଲରେ ଅଟକି
ଉଦଳା: ଉଦଳା-ବାରିପଦା ରାସ୍ତାର ପଥରା ଛକରେ ଘନ କୁହୁଡ଼ି ଯୋଗୁଁ ଓଲଟିଲା ଆମ୍ବୁଲାନ୍ସ; ଜଣେ ଆହତ
ସାଲେପୁର: ବଉଳ ବଜାରରେ ଦୁଇଟି ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଜଳଖିଆ ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍, ୨ ଆହତ
ବାଲେଶ୍ୱର: ଜାତୀୟ ରାଜପଥ-୬୦ର ହଳଦୀପଦା ନିକଟରେ ଟ୍ରକକୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୫ ଆହତ, ଆମ୍ବୁଲାନ୍ସଟି ବାଲିଆପାଳ ହାସିମପୁରରୁ ବାଲେଶ୍ୱର ଆସୁଥିଲା
ସୋର: ବିଳମ୍ବିତ ରାତିରେ ନିଆଁ ଲାଗି ୪ ଦୋକାନ ଭସ୍ମ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ଆଠଗଡ଼: ଖୁଣ୍ଟୁଣୀ ବଜାରରେ ଘରୋଇ ବସ୍ ସହ ଟ୍ରକ୍ର ମୁହାଁମୁହିଁ ଧକ୍କା; ୭ ଆହତ,ବସ୍ଟି ନୂଆପଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଘଟିଛି ଦୁର୍ଘଟଣା
କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତଙ୍କ ବଡ଼ ରାୟ: ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥାର ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀ ଫେରିପାଇବେ ଟଙ୍କା, ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ; #RI ଓ ପଞ୍ଚାୟତ ସ୍ତରରେ ଚିହ୍ନଟ ଅନୁସାରେ ଜମାକାରୀ ଟଙ୍କା ପାଇବେ, ଅନଲାଇନ୍ରେ ଟଙ୍କା ଜମାକାରୀଙ୍କ ଆକାଉଣ୍ଟରେ ଜମା ହେବ
ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେସିଆର
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ପାଇଲେନି ହକି ଟିକେଟ: ସେ କହିଲେ- ବାରମ୍ବାର ଅନୁରୋଧ ସତ୍ତ୍ୱେ ପାସ୍ କି ଟିକେଟ ମିଳିଲାନି, ଟଙ୍କା ଦେବାକୁ କହିଥିଲେ ମଧ୍ୟ ଟିକେଟ ଖଣ୍ଡେ ଦେଲେନି, ବିଶାଲ ଦେବଙ୍କୁ ଅନୁରୋଧ କରିବା ସତ୍ତ୍ୱେ ବି ଦେଲେନି; ଏଥିରୁ ଜଣାପଡ଼ୁଛି ସରକାରଙ୍କ ପାଖରେ ସାଧାରଣ ସୌଜନ୍ୟତା ନାହିଁ
ଭଦ୍ରକ: ଭଣ୍ଡାରୀପୋଖରୀ ବ୍ଲକ ବିକେଏମ୍ ହାଇସ୍କୁଲରେ ପାଚେରି ଭୁଶୁଡ଼ି ୩ ଛାତ୍ର ଆହତ, ସମସ୍ତେ ଯାଜପୁର ଟାଉନ ମେଡିକାଲରେ ଭର୍ତ୍ତି
ସୁବର୍ଣ୍ଣପୁର: ସୋନପୁର ସହରର ବିଭିନ୍ନ ପଡ଼ାରେ ଦୂଷିତ ପାଣି ପିଇ ଶହେରୁ ଅଧିକ ଲୋକଙ୍କୁ ଝାଡ଼ାବାନ୍ତି; ଶତାଧିକ ଲୋକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି, ଜନସ୍ୱାସ୍ଥ୍ୟ ବିଭାଗ ଯୋଗାଉଥିବା ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ
ବ୍ରହ୍ମଗିରି: କୃଷ୍ଣପ୍ରସାଦ ବ୍ଲକରେ କାଉ ପରେ କୁକୁଡ଼ା ମଡ଼କ; ମାଲୁଦରେ ୨ ହଜାରରୁ ଅଧିକ କୁକୁଡ଼ା ମୃତ, ବାର୍ଡ ଫ୍ଲୁ ଆଶଙ୍କା, ମଧ୍ୟାହ୍ନ ଭୋଜନରୁ ଅଣ୍ଡାକୁ ବାଦ୍ ଦେବାକୁ ନିର୍ଦ୍ଦେଶ, ଅଙ୍ଗନଓ୍ୱାଡିରୁ ବି ଅଣ୍ଡାକୁ ବାଦ୍ ଦେବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ, ସୂଚନା ଦେଲେ କୃଷ୍ଣପ୍ରସାଦ ବିଡିଓ ଅଶୋକ କୁମାର ମହାନ୍ତି
ଦେବଗଡ଼ ବନଖଣ୍ଡ ଲୋଇମୁରା ସେକ୍ସନ ସାଲହି ନିକଟରୁ ଏକ ମାଈହାତୀର ମୃତଦେହ ଉଦ୍ଧାର: ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ, ବନ ବିଭାଗର ତନାଘନା
ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ NCPCR ସଦସ୍ୟ ୟଶୱନ୍ତ ଜୈନ: କହିଲେ, ସେଲଟର ହୋମରେ ଶିଶୁଙ୍କ ସୁରକ୍ଷା ନେଇ ଗାଇଡ଼ଲାଇନ ଦେଇଥିଲୁ, ସୁପାରିଶ ଅନୁସାରେ ପାଳନ କରାଯାଇନି, ଆମ ଟିମ୍ ଯାଞ୍ଚ କରୁଛି, ଯିଏବି ଖିଲାପ କରିଥିବ କାର୍ଯ୍ୟାନୁଷ୍ଠାନ ହେବ
ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଆଠଗଡ଼: ରାଜନଗର ହାତୀ ମୃତ୍ୟୁ ଘଟଣାରେ ଡିଏଫ୍ଓଙ୍କ ସୂଚନା; କହିଲେ- ହାତୀକୁ ହତ୍ୟା କରାଯାଇଛି
ପେଟ୍ରୋଲିୟମ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତିଭୂମି ଯୋଗାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଅନେକ ପ୍ରକଳ୍ପକୁ ଜମି ମିଳି ନଥିବା ଚିଠିରେ ଉଲ୍ଲେଖ କଲେ ଧର୍ମେନ୍ଦ୍ର
ଭଦ୍ରକ: ସରକାରୀ କାମ ହାତେଇବା ପାଇଁ ବେତଡ଼ା ଗୋହିରାଣୀ ଗାଁରେ ବିଜେଡିର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ, ୫ ଗୁରୁତର
ଯାଜପୁର ରୋଡ୍ ଦଳା ଛକ ନିକଟରେ ଫାଟିଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର: ୩ ଗୁରୁତର, ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି; ଟ୍ରାନ୍ସଫର୍ମର ନିକଟ ଚା’ ଦୋକାନରେ ବସି ଚା ପିଉଥିଲେ
ରାଜ୍ୟର ବିଭିନ୍ନ ସେଲଟର୍ ହୋମ୍ରେ କେନ୍ଦ୍ରୀୟ ଟିମ୍ର ଅନୁଧ୍ୟାନ: ଛାତ୍ରଛାତ୍ରୀଙ୍କ ଅବସ୍ଥା ତଦାରଖ କରୁଛନ୍ତି; ବେଲଟିକିରି ଘଟଣା ପରେ ସମସ୍ତ ସେଲଟର ହୋମ୍ରେ ଚାଲିଛି ଅନୁଧ୍ୟାନ
ଆଉ ୫ ଲକ୍ଷ ହିତାଧିକାରୀ ମାସିକ ୩ ଶହ ଏବଂ ୫ ଶହ ଟଙ୍କା ଲେଖାଏ ପାଇବେ ବାର୍ଦ୍ଧକ୍ୟ ଭତ୍ତା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୩ ରାଜ୍ୟର ନିର୍ବାଚନ ଫଳାଫଳ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ୱାଦିକ ସମ୍ମିଳନୀ: କହିଲେ- ଓଡ଼ିଶାରେ ମଧ୍ୟ ମିଳିତ ଓ ଶୃଙ୍ଖଳିତ ହୋଇ ଲଢିଲେ କଂଗ୍ରେସକୁ ଫଳ ମିଳିବ; କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ, ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତାକୁ ୩ ଶହରୁ ୧ ହଜାରକୁ ବୃଦ୍ଧି କରିବୁ
ଓମାନ ରାଜଧାନୀ ମସ୍କଟରେ ୧୭ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା: ଶ୍ରମିକଙ୍କୁ ନେଇଥିବା କଂପାନୀ ଦରମା କିମ୍ବା ଖାଇବାକୁ ଦେଉନଥିବା ଅଭିଯୋଗ, ନିର୍ଯାତନା ନେଇ ଏକ ଭିଡିଓ ଯୋଗେ ପରିବାର ଲୋକଙ୍କୁ ଜଣାଇଛନ୍ତି ଶ୍ରମିକ
ଭୁବନେଶ୍ୱର: ଅପରାହ୍ନରେ ବସିବ ପିସିସି ଶୃଙ୍ଖଳାଗତ କମିଟିର ବୈଠକ, ଶ୍ରୀକାନ୍ତଙ୍କ ସଂପର୍କରେ ନିଆଯାଇପାରେ ନିଷ୍ପତ୍ତି
First
Prev
1652
1653
1654
1655
1656
1657
1658
1659
1660
1661
1662
Next
Last
© 2022 - Odisha Television Limited. All Rights Reserved.