ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ବିଦ୍ୟୁତ୍ ବିତରଣ ସଂସ୍ଥା ସେସୁକୁ ବିକ୍ରି ଉଦ୍ୟମ ପ୍ରସଙ୍ଗ ନେଇ ଶକ୍ତି ସଚିବଙ୍କୁ ପୁଣି ଟାର୍ଗେଟ କଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର: କହିଲେ- ଶକ୍ତି ସଚିବ ଗଳାବାଟରେ ସେସୁକୁ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି, ଦୁଇ ଅନାମଧେୟ କମ୍ପାନୀ ଇଣ୍ଡିଆ ପାଓ୍ୱାର ଓ ଫେଡୋକକୁ ବିକ୍ରି ଉଦ୍ୟମ ହେଉଛି
ପାରାଦୀପ: ଏକ ଚେକ୍ ବାଉନ୍ସ ମାମଲାରେ ଓ୍ୱାରେଣ୍ଟିକୁ ଧରିବାକୁ ଯାଇ ଆନ୍ଧ୍ର ପୁଲିସ୍ ହଟହଟା; ସାଧା ପୋଷାକରେ ଥିବାରୁ ଦୁର୍ବୃତ୍ତ ଭାବି ଗ୍ରାମବାସୀଙ୍କ ପ୍ରତିରୋଧ, ପୁଲିସ୍ରେ ଜିମା ଦେବା ପରେ ଜଣାପଡ଼ିଲା ପ୍ରକୃତ ପରିଚୟ
ମଦ କମ୍ପାନୀ ପାଇଁ ଗଛକଟା ନେଇ ବିଧାନସଭାରେ କଂଗ୍ରେସ ପୁଣି ଆଣିଲା ମୁଲତବି ନୋଟିସ୍: ଶୀର୍ଷକ ରହିଛି- ‘ମଦ କମ୍ପାନୀର ସ୍ୱାର୍ଥ ସୁରକ୍ଷା ପାଇଁ ପ୍ରଶାସନ ଓ ପୁଲିସର ମିଳିତ ପ୍ରୋତ୍ସାହନରେ ଢେଙ୍କାନାଳ ବଳରାମପୁରରେ ବ୍ୟାପକ ଗଛକଟା’, ନୋଟିସ୍କୁ ଗ୍ରହଣ କଲେ ବାଚସ୍ପତି, ଉତ୍ତର ରଖିବେ ଜଙ୍ଗଲ ମନ୍ତ୍ରୀ
ବାଲେଶ୍ୱର: କୌଶଲ୍ୟା ମେମୋରିଆଲ ହସ୍ପିଟାଲ ସମ୍ମୁଖରେ ସନ୍ଦେହଜନକ ଅବସ୍ଥାରେ ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର; ବିଳମ୍ବିତ ରାତିରେ ଷ୍ଟେସନ୍ରୁ ଯାତ୍ରୀ ନେଇ DRDO ଯାଇଥିଲେ
ଗତକାଲି ରାତିରେ ଖୋର୍ଦ୍ଧା ସହରରେ ସିରିଜ୍ ଚୋରି; ସଟର ଭାଙ୍ଗି ୫ରୁ ଅଧିକ ଦୋକାନରୁ ଚୋରି ଅଭିଯୋଗ
ସୁନ୍ଦରଗଡ: ଏମ୍ସିଏଲ୍ କୁଲଡ଼ା ଓପନ କାଷ୍ଟ ଖଣିରେ ବିସ୍ଫୋରଣରେ ଡ୍ରାଇଭର ସହ ଉଡ଼ିଗଲା ଟିପ୍ପର, ବିସ୍ଫୋରଣରେ ଅନ୍ୟ ୨ଟି ଟିପ୍ପର ମଧ୍ୟ କ୍ଷତିଗ୍ରସ୍ତ
ନୂଆ ଦଳ ଘୋଷଣା କଲେ ବରିଷ୍ଠ ନେତା ଦାମୋଦର ରାଉତ: ଦଳର ନାଁ ରହିଲା- ବିଜୁ ସମତାକ୍ରାନ୍ତି ଦଳ, ସାମ୍ବାଦିକ ସମ୍ମିଳନୀରେ ଦଳର ନାଁ ଘୋଷଣା କଲେ ଦାମ, ଉପସ୍ଥିତ ଥିଲେ ବ୍ରଜ କିଶୋର ତ୍ରିପାଠୀ ଓ ଯଜ୍ଞେଶ୍ୱର ବାବୁ
ପୃଥ୍ୱୀରାଜ ହରିଚନ୍ଦନ ଚିଲିକାରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ବିଶ୍ୱଭୂଷଣ ହରିଚନ୍ଦନ କହିବା ପରେ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଲଢ଼ିବେ ବୋଲି ଚର୍ଚ୍ଚା ଜୋର୍ ଧରିଲା
ଗତ ୪/୫ ବର୍ଷ ଭିତରେ ଓଡ଼ିଶାରେ ଦୁର୍ନୀତି, ହିଂସାକାଣ୍ଡ ବଢ଼ିଛି; ଏହା ଲୁଚି ରହିନି, ସମସ୍ତେ ଜାଣିଛନ୍ତି: ବୈଜୟନ୍ତ ପଣ୍ଡା
ଢେଙ୍କାନାଳ ଝିଙ୍କରଗଡ଼ି ଜଙ୍ଗଲ କିସମ ବଦଳରେ ତୃତୀୟ ମହଲାର ହାତ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା: କହିଲେ- ତୃତୀୟ ମହଲାର ଅଫିସର ବେଆଇନ ଭାବେ ବିଭିନ୍ନ କାମ କରି ଚାଲିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କରିବି, ଏମାନଙ୍କ ଉପରେ ନିର୍ଭର କରିବା ବନ୍ଦ କରନ୍ତୁ ଓ ଆକ୍ସନ ନିଅନ୍ତୁ
ସୁରଟର ପ୍ରବାସୀ ଓଡ଼ିଆମାନେ ଧୁମ୍ଧାମ୍ରେ ପାଳିଲେ ବୋଇତ ବନ୍ଦାଣ ଉତ୍ସବ
ବୈଷ୍ଣବ ପରିଡ଼ାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ; କହିଲେ- ବୈଷ୍ଣବ ଓଡ଼ିଆ ଭାଷା ସଂସ୍କୃତିର ଜଣେ ମହାନ ଯୋଦ୍ଧା
ଚାନ୍ଦବାଲି ପରେ ଭୁବନେଶ୍ୱରରେ କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ବିରୋଧ: ଛାତ୍ର ଯୁବ କଂଗ୍ରେସ ପକ୍ଷରୁ ବିଶାଲଙ୍କ ଘର ଘେରାଉ ପାଇଁ ଯିବା ବେଳେ ରୁପାଲି ଛକରେ ଅଟକାଇଲା ପୁଲିସ; ଯୁବ କଂଗ୍ରେସ-ପୁଲିସ ଧସ୍ତାଧସ୍ତି, ବିଶାଲଙ୍କ କୁଶପୁତ୍ତଳିକା ଦାହ
ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ: ଆଜି ହେବାକୁ ଥିବା ସିଟି ଗ୍ୟାସ୍ ବିତରଣ କାର୍ଯ୍ୟକ୍ରମରେ ଯୋଗଦେବେ, ବିଜେଡିକୁ ଭ୍ରଷ୍ଟାଚାରର ସରକାର କହି କହିଲେ- ସରକାର ଲୋକଙ୍କ ଟଙ୍କା ଲୁଟୁଛନ୍ତି, ସବୁ ଯୋଜନାରେ ତଳ ଆଡ଼ୁ ପ୍ରଥମ
ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣା: ସଚିବ ବିଶାଲ ଦେବଙ୍କ କାର୍ଯ୍ୟକଳାପକୁ ବିରୋଧ କରିବା ସହ ତାଙ୍କୁ ବହିଷ୍କାର କରିବାକୁ ଦାବି କଲା ଚାନ୍ଦବାଲି ବ୍ଲକ୍ ଯୁବ କଂଗ୍ରେସ, ରାଜ୍ୟପାଳଙ୍କୁ ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର
ରିସେପ୍ସନ୍ ପାର୍ଟିରେ ଚମକିଲେ ଦୀପିକା-ରଣବୀର
ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣା; OUJ ସଭାପତି ପ୍ରସନ୍ନ ମହାନ୍ତି ଘଟଣାକୁ ନିନ୍ଦା କରିବା ସହ ଅମଲାଙ୍କ ବେଖାତିର ମନୋଭାବକୁ ବିରୋଧ କରି ଏକ ହେବାକୁ ସାମ୍ବାଦିକଙ୍କୁ ଆହ୍ୱାନ କଲେ, କାଲି ଓଟିଭି ପ୍ରତିନିଧିଙ୍କୁ ଗେଟ୍ ଆଉଟ୍ କହିବା ସହ ବୁମ୍ ଠେଲି ଦେଇଥିଲେ କ୍ରୀଡ଼ା ସଚିବ
କଟକ ମହାନଦୀ ପୋଲରୁ ବସ୍ ଖସି ୧୦ ଜଣଙ୍କ ମୃତ୍ୟୁ ଘଟଣା: MVI, NHAI କର୍ତ୍ତୃପକ୍ଷଙ୍କ ସହ ଜଗତପୁର IICଙ୍କ ତଦନ୍ତ ଆରମ୍ଭ
ରଣଜୀ କ୍ରିକେଟରେ ଆସାମକୁ ୯ ୱିକେଟ୍ରେ ହରାଇଲା ଓଡ଼ିଶା: ୧୧ ୱିକେଟ୍ ନେଇଥିବା ରାଜେଶ ମହାନ୍ତି ମ୍ୟାନ୍ ଅଫ୍ ଦି ମ୍ୟାଚ୍
ସାଲେପୁର: ନିଶ୍ଚିନ୍ତକୋଇଲି କଟିକଟା ଗୁଳିକାଣ୍ଡ ଘଟଣାରେ ଆହତ ୩ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି
କେନ୍ଦୁଝର: ଟ୍ରେନ୍ ଧକ୍କାରେ ମାଈ ହାତୀ ମୃତ୍ୟୁ ଘଟଣା; ଟ୍ରେନ୍ ଡ୍ରାଇଭର ନାଁରେ ମାମଲା ରୁଜୁ କଲା ବନ ବିଭାଗ
ଅନୁଗୁଳ: ଟ୍ରେନ୍ ଯୋଗେ କୋଇଲା ପରିବହନକୁ ଟ୍ରକ୍ ମାଲିକଙ୍କ ବିରୋଧ; ତାଳଚେରରେ ବିଭିନ୍ନ କୋଇଲା ଖଣି ଆଗରେ ଖଣି ଟ୍ରକ୍ ମାଲିକ ସଂଘର ଆନ୍ଦୋଳନ
ଭଦ୍ରକ: ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରେ ଥିବା ଏସ୍ବିଆଇ ATM ଭାଙ୍ଗି ଛୁ ମାରିବା ବେଳେ ଦୁଇ ଯୁବକଙ୍କୁ ଧରି ନିର୍ଧୂମ୍ ଛେଚି ପୁଲିସ୍ରେ ଦେଲେ ଲୋକେ
ଚୌଦ୍ୱାର: OTM ବଜାର ଛକରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ
ସୁନ୍ଦରଗଡ଼: ଲହୁଣୀପଡ଼ା ଥାନା ଖୁଟୁଗାଁ ନିକଟରେ ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୧୫ ଆହତ ଓ ୩ ଗୁରୁତର ଆହତ ହୋଇଛନ୍ତି
First
Prev
1660
1661
1662
1663
1664
1665
1666
1667
1668
1669
1670
Next
Last
© 2022 - Odisha Television Limited. All Rights Reserved.