ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଦେଶଦ୍ରୋହ ଆଇନକୁ ନେଇ ସୁପ୍ରିମକୋର୍ଟ ଖପ୍ପା, କେନ୍ଦ୍ର ସରକାରଙ୍କୁ ଦେଲେ ନୋଟିସ୍
ରାଜସ୍ଥାନରୁ ଆଇଏସଆଇ ଏଜେଣ୍ଟ ଗିରଫ
ମୋଦିଙ୍କ ମାରାଥନ ଉଦ୍ଘାଟନ, ୟୁପିକୁ ଦେଲେ ୧୫୦୦ କୋଟିର ଗିଫ୍ଟ
କମଲ ହେବେ କଂଗ୍ରେସର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ?
ବିଜେଡି ସହ ଏକାଦିନରେ ୮ ତାରିଖରେ ବିଜେପିର ମଣ୍ଡି ଘେରାଉ ଆନ୍ଦୋଳନ ଡାକରାରୁ ରାଜନୈତିକ ଅଭିଳାଷ ସ୍ପଷ୍ଟ ବାରି ହେଉଛି, ଚାଷୀଙ୍କ ପ୍ରତି ଦରଦ ନାହିଁ, ଲୋକେ ସେମାନଙ୍କୁ ଅଗ୍ରାହ୍ୟ କରିଥିବାରୁ ସେମାନେ ଆତଙ୍କିତ: ବିଜେଡି ମୁଖପାତ୍ର ପ୍ରତାପ ଦେବ
ବିଜେପିର ମଣ୍ଡି ଘେରାଉ ଆନ୍ଦୋଳନ ଡାକରା ବିନାଶ କାଳେ ବିପରୀତ ବୁଦ୍ଧି, ମଣ୍ଡିରେ ସମସ୍ୟା ଥିଲେ ପ୍ରଶାସନିକ ସ୍ତରରେ ପଦକ୍ଷେପ ନିଆଯିବ: ବିଜେଡି ମୁଖପାତ୍ର ପ୍ରତାପ ଦେବ
ଭୁବନେଶ୍ୱର: ପଥର ବନ୍ଧ ବସ୍ତିରେ ସିରିଜ ବୋମା ମାଡ଼, ବୋମା ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ, ପୂର୍ବ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା ସନ୍ଦେହ
ବିଜେପି କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ସହ ସୁଧ ମୁକ୍ତ ଋଣ ଦିଆଯିବ: ବସନ୍ତ ପଣ୍ଡା
ଆଜିଠୁ ୭ ତାରିଖ ଯାଏ ବିଜେପିର ମଣ୍ଡି ଚାଲ ଅଭିଯାନ: ସବୁ ମଣ୍ଡି ଆଗରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବ, କୃଷି ଋଣ ଛାଡ଼ ଦାବିରେ ୮ରେ ସଚିବାଳୟ ଘେରାଉ କରାଯିବ ବୋଲି କହିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା
ବାତ୍ୟା ପେତାଇ ପ୍ରଭାବରେ ବର୍ଷା ଜନିତ ଧାନ ଫସଲ ନଷ୍ଟକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଲେ- ଫସଲ କ୍ଷତିଗ୍ରସ୍ତ ହୋଇଥିଲେ ସହାୟତା ମିଳିବ, ବୀମା ଅନୁସାରେ ସହାୟତା ସହ SDRF ରୁ ସହାୟତା ଦିଆଯିବ
ଫିଲିପାଇନ୍ସ ଏସିଆନ୍ ମହିଳା ଚେସ୍ ଚାମ୍ପଅନ୍ସିପ୍ରେ ପଦ୍ମିନୀ ରାଉତ ଚାମ୍ପିୟନ, ୯ ରାଉଣ୍ଡରୁ ୭ ପଏଣ୍ଟ ପାଇ ଶୀର୍ଷରେ ରହିଲେ, ମହିଳା ବିଶ୍ୱକପ ଚେସ୍ ପାଇଁ ଯୋଗ୍ୟତା ଅର୍ଜନ
ବାଲିଗୁଡ଼ା: କାମେରି ଗାଁରେ ଜମି ପାଇଁ ସଂପର୍କୀୟ ଭାଇକୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର
ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ଛାତ୍ର ନିଖୋଜ, ନିଖୋଜ ଛାତ୍ର ଝାଡ଼ଖଣ୍ଡ ରାଞ୍ଚିର କ୍ରୀଷ୍ଣା କୁମାର
ଜିଲ୍ଲାରେ ଖାଲିଥିବା ଡାକ୍ତରୀ ପଦବୀ ପୂରଣ ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ
ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ କୋରାପୁଟ ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଠପ୍; ଦୋକାନ, ବଜାର ବି ବନ୍ଦ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରଟ ଗସ୍ତ ନେଇ କଟାକ୍ଷ କଲେ ଶ୍ରୀକାନ୍ତ ଜେନା,କହିଲେ- ଓଡ଼ିଶାରେ କାମଧନ୍ଦା ନପାଇ ଲକ୍ଷ ଲକ୍ଷ ଯୁବକ ଦାଦନ ଯାଉଛନ୍ତି, ନବୀନ ବି ଦାଦନରେ ନାଁ ଲେଖାଇଛନ୍ତି, ବାହାରକୁ ଯାଇଛନ୍ତି,ନବୀନ ଭୋଟ ଭିକ ମାଗିବାକୁ ସୁରଟ ଯାଇଛନ୍ତି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟରେ ସୀମିତ, ପ୍ରବାସୀଙ୍କୁ ଲାଭ ମିଳୁନି, ନବୀନ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରନ୍ତୁ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରଟ ଗସ୍ତକୁ କଟାକ୍ଷ କଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି, କହିଲେ- ୧୯ ବର୍ଷ ପରେ ପ୍ରବାସୀ ଓଡ଼ିଆଙ୍କ କଥା ମନେପଡ଼ିଲା, ନବୀନ ପ୍ରଥମ ଥର ପାଇଁ ସୁରଟ ଯାଉଛନ୍ତି, ମୁଁ ତାଙ୍କୁ ସ୍ୱାଗତ କରୁଛି
ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଶୋକ ଗେହଲଟ୍
ରାଫେଲ କିଣା ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି, କହିଲେ- ରାହୁଲ ଗାନ୍ଧି ଦେଶବାସୀଙ୍କୁ ମିଛ କହି ଭ୍ରମରେ ପକାଇଛନ୍ତି, ମିଛ କହିଥିବାରୁ ଦେଶବାସୀ ଏବଂ ସେନା ନିକଟରେ କ୍ଷମା ମାଗନ୍ତୁ
ସମୁଦ୍ରରେ ଦୁର୍ବଳ ହୋଇ ଆନ୍ଧ୍ର ପ୍ରଦେଶର କାଟ୍ରେନିକୋଣା ନିକଟରେ ବାତ୍ୟା ‘ପେତାଇ’ ସ୍ଥଳଭାଗ ଛୁଇଁଲା, ‘ପେତାଇ’ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ଜାରି
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ୮ ତାରିଖରେ ଦିଲ୍ଲୀରେ ସଂସଦ ଭବନ ଆଗରେ ବିକ୍ଷୋଭ କରିବ ବିଜେଡି, ୬ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଦିଲ୍ଲୀ ଯାତ୍ରା କରିବେ ବିଜେଡି ନେତା, କର୍ମୀ
ବ୍ରହ୍ମପୁର: ପିତଳ ଗାଁରେ ମଦ ଭାଟି ବନ୍ଦ ଦାବିରେ ତାତିଲେ ମହିଳା, ମଦ ଭାଟିରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଲେ ଶତାଧିକ ମହିଳା
ବ୍ରହ୍ମପୁର: ଦିଗପହଣ୍ଡି ଥାନା ବାଗଡ଼ା ଗାଁରେ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା
‘ପେତାଇ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ: ବଲାଙ୍ଗିରରେ ୩୧ମି.ମି, ସମ୍ବଲପୁରରେ ୨୧ ମି.ମି. ବର୍ଷା ରେକର୍ଡ, ଭବାନୀପାଟଣାରେ ସର୍ବାଧିକ ୩୭ ମି.ମି. ବର୍ଷା ରେକର୍ଡ
First
Prev
1650
1651
1652
1653
1654
1655
1656
1657
1658
1659
1660
Next
Last
© 2022 - Odisha Television Limited. All Rights Reserved.