ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ରାୟଗଡ଼ାର କାଶୀପୁରରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାରେ ପି. ଗୋବିନ୍ଦରାଓ ନାମକ ଆଉ ଜଣକୁ ଗିରଫ କଲା ପୁଲିସ୍, ଗିରଫଦାରୀ ସଂଖ୍ୟା ୨କୁ ବୃଦ୍ଧି, ପୂର୍ବରୁ ସୁମନ୍ତ ନାୟକ ଗିରଫ ହୋଇଛି, ଅନ୍ୟତମ ଅଭିଯୁକ୍ତ କୃଷ୍ଣ ନାୟକ ଏବେ ବି ଫେରାର୍ ଅଛି
ଶ୍ରୀମନ୍ଦିରକୁ ମିଳୁଥିବା ଦାନ ସୁନା ଗୋଲ୍ଡ ସ୍କିମ୍ରେ ବ୍ୟାଙ୍କରେ ରହିବ: ପ୍ରଦୀପ୍ତ ମହାପାତ୍ର
ଶ୍ରୀମନ୍ଦିର ଭିତରକାଠରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହେବ ଟିକେଟ ବ୍ୟବସ୍ଥା, ୬୦% ଟିକେଟ ଅନ୍ଲାଇନ୍ରେ, ୩୫% କାଉଣ୍ଟରରେ ମିଳିବ ଓ ବାକି ୫% ଦର୍ଶନୀ ଟିକେଟ ମୁଖ୍ୟ ପ୍ରଶାସକଙ୍କ ପାଖରେ ରହିବ, ଅବକାଶ, ବଲ୍ଲଭ, ମଧ୍ୟାହ୍ନ ଧୂପ ପରେ ଟିକେଟ ଦର୍ଶନ: ପ୍ରଦୀପ୍ତ ମହାପାତ୍ର
ଖାରବେଳଙ୍କୁ ମାଡ଼କୁ ନେଇ ବିଜେଡି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଟାର୍ଗେଟ ପ୍ରସଙ୍ଗରେ ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଲେ- ବିଜେଡି କେବଳ ଗଣମାଧ୍ୟମକୁ ନୁହେଁ, ଯିଏ ବିରୋଧ କରୁଛି ତାକୁ ମାରୁଛନ୍ତି, ଆମ ଗାଁ ଆମ ବିକାଶ ନୁହେଁ, ବିଜେଡି ଦଳର ବିକାଶ କାର୍ଯ୍ୟକ୍ରମ, ବିଜୁ ଯୁବ ବାହିନୀ ଗୁଣ୍ଡା ବାହିନୀ
ଯେଉଁ ଜିଲ୍ଲାରେ ଖାରବେଳ ସ୍ୱାଇଁ ମିଟିଂ କରିବେ, ସୁରକ୍ଷା ଦେବାକୁ ସବୁ ଏସ୍ପିମାନଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
ଜଣେ ତାମିଲ୍ ଅଫିସର ରାଜ୍ୟରେ ଶାସନ କରୁଛନ୍ତି, ଆଦିବାସୀଙ୍କ ଦାୟିତ୍ୱ ଜଣେ ତେଲୁଗୁଙ୍କୁ ଦିଆଯାଇଛି: ଦାମୋଦର ରାଉତ
ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସାଂସଦ ଭାସ୍କର ରାଓଙ୍କ ଧମକ ପ୍ରସଙ୍ଗ: ବରିଷ୍ଠ ନେତା ଦାମୋଦର ରାଉତ କହିଲେ- ମିଡିଆକୁ ଯେଭଳି ଧମକ ଦିଆଗଲା, ତାହା ଅଗଣତାନ୍ତ୍ରିକ, ସରକାର ଗୁଣ୍ଡା ରଖି ପାଟି ବନ୍ଦ କରାଇ କ୍ଷମତାକୁ ଆସିବାକୁ ଚାହୁଁଛନ୍ତି
ଟିଟିଲାଗଡ଼: ସଇଁତଳା ଥାନା ବାଗମରା ଗାଁରେ ଭାଇକୁ ମାରି ପରିତ୍ୟକ୍ତ କୂଅରେ ପକାଇ ଜେସିବି ସାହାଯ୍ୟରେ ପୋତିଦେଲା ଭାଇ, ମଦ ପିଇବାକୁ ପଇସା ମାଗି ଗଣ୍ଡଗୋଳ କରିବାରୁ ହତ୍ୟା, ଅଭିଯୁକ୍ତ ଗାଁରେ ବୁଲୁଛି, ପୁଲିସ୍ ପାଖରେ ଖବର ନଥିବା ସୂଚନା
ରାୟଗଡ଼ା: କାଶୀପୁରରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣା; ଅଭିଯୁକ୍ତ ସୁମନ୍ତ ନାୟକକୁ ୩ ଦିନ ରିମାଣ୍ଡରେ ନେଲା ପୁଲିସ୍
୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୦ ବର୍ଷ
ହକି ବିଶ୍ୱକପ କଟକ ଉଦଘାଟନୀ ଉତ୍ସବ ପାଇଁ ମୁତୟନ ହେବେ ୪୫ ପ୍ଲାଟୁନ ଫୋର୍ସ: ଦିନ ସାଢ଼େ ୨ଟାରେ ଖୋଲିବ ବାରବାଟୀ ଷ୍ଚାଡିୟମ ଗେଟ୍, କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା
ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ
ଧର୍ମଗଡ଼: କଳହାଣ୍ଡି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ଦାବି ଉଠିଲା; ସ୍ଥାୟୀ ବେଞ୍ଚ ଦାବିରେ ସମସ୍ତ କୋର୍ଟ ବର୍ଜନ କରିଛନ୍ତି ଓକିଲ ସଂଘ
ହକି ବିଶ୍ୱକପ ପାଇଁ ରାତି ସାଢେ ଗୋଟାଏ ଯାଏ ମଦ ବିକ୍ରି ପ୍ରସଙ୍ଗ: ସରକାରୀ ନିର୍ଦ୍ଦେଶକୁ ଜୋରଦାର ବିରୋଧ ପରେ ବଦଳିଲା ନିଷ୍ପତ୍ତି, ଅବକାରୀ ମନ୍ତ୍ରୀ ଶଶି ବେହେରାଙ୍କ ସୂଚନା-ଅନ୍ସପ୍ରେ ରାତି ୧.୩୦ ଯାଏ ମଦ ବିକ୍ରି ନିଷ୍ପତ୍ତି ଅନିଚ୍ଛାକୃତ ତ୍ରୁଟିଥିଲା, ରାତି ୧.୩୦ ଯାଏ କେବଳ ବାର୍ ଓ ରେଷ୍ଟୁରାଣ୍ଟରେ ମଦ ବିକ୍ରି ହେବ
ଭୁବନେଶ୍ୱର: ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସରକାରୀ ବାସଭବନ ଘେରାଉ; ରାତି ଦେଢ଼ଟା ଯାଏ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ଘେରାଉ
ଭୁବନେଶ୍ୱର: ରାଜଧାନୀରେ ‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ପ୍ରାଥମିକ ପର୍ଯ୍ୟାୟରେ ଯୋଜନାରେ ୧ ହଜାର ସାଇକେଲ ସାମିଲ
ବ୍ରହ୍ମଗିରି: ମହିଷା ଗାଁ ନିକଟ ଚିଲିକାରେ ଭାସୁଛି ମୃତ ଡଲଫିନ୍, ବନବିଭାଗର ତନାଘନା
ରାଉରକେଲା: ମଦ ବ୍ୟବସାୟୀଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ କଲୁଙ୍ଗା ଆରଆଇ ରଞ୍ଜନ ପଟେଲଙ୍କୁ ଗିରଫ କଲା ଭିଜିଲାନ୍ସ
ସମ୍ବଲପୁର: ଭିମସାର୍ ନିର୍ଦ୍ଦେଶକ-ଜୁନିୟର ଡାକ୍ତର ବିବାଦ ଘଟଣା; ତଦନ୍ତ ପାଇଁ ବୁର୍ଲା ମେଡିକାଲରେ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍
ବଲାଙ୍ଗୀର: ପୁଣି କାମ ଆରମ୍ଭ ପାଇଁ ମୁଖ୍ୟଯନ୍ତ୍ରୀଙ୍କ ସହ ଯାଇଥିବା ବେଳେ ଲୋୟର ସୁକତେଲ ପ୍ରକଳ୍ପ ସ୍ଥଳରେ ଜିଲ୍ଲାପାଳଙ୍କୁ ବିରୋଧ; ସଂପୂର୍ଣ୍ଣ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କ୍ଷତିଗ୍ରସ୍ତ
ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଆସନ୍ତା ୨୭ରେ କଂଗ୍ରେସର ଦଳିତ ସମାବେଶ; ଯୋଗଦେବେ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର, ଜିଗ୍ନେଶ ମେଓ୍ୱାନି, ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏସ୍ସି ସେଲ୍ ଅଧ୍ୟକ୍ଷ ବିଭୁ ତରାଇଙ୍କ ସୂଚନା
ଢେଙ୍କାନାଳ ବଳରାମପୁରରେ ମଦ ଫ୍ୟାକ୍ଟ୍ରି ପାଇଁ ଗଛକଟା ପ୍ରସଙ୍ଗରେ ବିଧାନସଭାରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ: କହିଲେ- ବଳରାମପୁରରେ ୬୨.୭୯ ଏକର ଜାଗାରେ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ କରାଯାଇଛି, plant ବସାଇବାକୁ ଇଡ୍କୋ ଅନୁମତି ଦେଇଛି, ୧୦.୫୯ ଏକର ଜମିରୁ ଗଛ କାଟିବାକୁ ଡିଏଫ୍ଓଙ୍କୁ ଅନୁମତି ଦେଇଥିଲେ
ଓଟିଭି ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ: ବିଶାଲ ଦେବଙ୍କ ପାଖକୁ ନୋଟିସ୍ ପଠାଇଲେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ଏବଂ ନରେନ୍ଦ୍ର ମହାନ୍ତି ; ଓଟିଭି ପ୍ରତିନିଧିଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ସେମାନେ ଦାବି କରିଛନ୍ତି
OTV ବିରୋଧରେ ତାରା ବାହିନୀପତିଙ୍କ ସ୍ୱାଧିକାରଭଙ୍ଗ ପ୍ରସ୍ତାବ ପ୍ରସଙ୍ଗ: ତାଙ୍କ ପଦକ୍ଷେପକୁ ଦଳ ଭିତରୁ ବିରୋଧ, ପିସିସି ସୂଚନା ଅଧିକାର ବିଭାଗ ଅଧ୍ୟକ୍ଷ ହେମନ୍ତ ପଣ୍ଡା ନିଜ ପଦରୁ ଇସ୍ତଫା ଦେଲେ
ବାଲେଶ୍ୱର: ନୀଳଗିରି ରାଜବରହମପୁର ଗାଁରେ ପ୍ରେମ ବ୍ୟାପାରକୁ ନେଇ ଝିଅର ବାପା ଭାଲୁଆ କବାଟଙ୍କକୁ ସଂଘବଦ୍ଧ ଆକ୍ରମଣ; ଭାଲୁଆଙ୍କ ଝିଅ ସହ ଜଗନ୍ନାଥ କବାଟଙ୍କ ପୁଅର ପ୍ରେମ ସଂପର୍କରୁ ବଚସା ହୋଇଥିଲା, କାଲି ରାତିରେ ଜଗନ୍ନାଥଙ୍କ ସହ କିଛି ଲୋକ ଭାଲୁଆଙ୍କୁ ଆକ୍ରମଣ କରିଥିଲେ
First
Prev
1659
1660
1661
1662
1663
1664
1665
1666
1667
1668
1669
Next
Last
© 2022 - Odisha Television Limited. All Rights Reserved.