ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଶ୍ରୀମନ୍ଦିରରେ ପୁଲିସ୍ ଜୋତା ପିନ୍ଧି ପ୍ରବେଶ ମାମଲା: ଆବେଦନକୁ ଗ୍ରହଣ କଲେନାହିଁ ସୁପ୍ରିମକୋର୍ଟ, ପୁରୀ ବନ୍ଦ ବେଳେ ପୁଲିସ୍ ଜୋତା ପିନ୍ଧି ପଶିଥିବା ଅଭିଯୋଗ ଥିଲା
ବାଲେଶ୍ୱର: ଜାତୀୟ ରାଜପଥ-୬୦ର ମିରିଗିମୁଣ୍ଡି ନିକଟରେ ରାସ୍ତାରେ ଯାଉଥିବା ବୃଦ୍ଧଙ୍କୁ ଧକ୍କା ଦେଲା ବସ୍ତା ଥାନା ପୁଲିସ ଭ୍ୟାନ୍, ବୃଦ୍ଧଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ଉତ୍ତେଜନା
ଝାରସୁଗୁଡ଼ା: ରେଙ୍ଗାଲିରେ ଫ୍ୟୁଜ୍ ବାନ୍ଧିବା ବେଳେ ଟ୍ରାନ୍ସଫର୍ମର ସହ ଜଳିଗଲେ ବିଦ୍ୟୁତ୍ କର୍ମଚାରୀ
କେନ୍ଦ୍ରାପଡ଼ା: ବାଲିସୁଆଁ ଗାଁରେ ଶାଶୂ ଘର ଲୋକେ ବୋହୂର ହାତ ଗୋଡ଼ ବାନ୍ଧି କିରୋସିନ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ, ଗୁରୁତର ଅବସ୍ଥାରେ ବୋହୂ କଟକ ସ୍ଥାନାନ୍ତର, ଶାଶୂ ଓ ୩ ନଣନ୍ଦ ଅଟକ
ପଶ୍ଟିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଆଜି ୨୪ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି
ଢେଙ୍କାନାଳ ବେଲଟିକିରି ସେଲ୍ଟର୍ ହୋମ୍ରେ ନିର୍ଯାତନା ମାମଲା: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ- ଏହା ବେଆଇନ ଭାବେ ଚାଲିଥିଲା, ଆମକୁ ଅନୁମତି ମାଗିଥିଲେ, କିନ୍ତୁ ଆମେ ଅନୁମତି ଦେଇ ନଥିଲୁ
ଆମ ଦଳରେ ବଡ଼ ପିଏମ୍- ପ୍ରାଇମିନିଷ୍ଟର, ପ୍ରାଇମେରୀ ମେମ୍ବର: ବସନ୍ତ ପଣ୍ଡା
ଦିଲୀପ ଓ ବିଜୟ ବିଜେପି ଛାଡ଼ିବା ଲସ୍ ନୁହେଁ ପ୍ଲସ୍ ହେବ: ବସନ୍ତ ପଣ୍ଡା
ଦିଲୀପ ଓ ବିଜୟ ବିଜେପି ଛାଡ଼ିବା ନେଇ ସଭାପତି ବସନ୍ତ ପଣ୍ଡା କହିଲେ- ଚାଲିଯିବା ଦୁଃଖ କ୍ଷଣିକ, ଆସିବାର ସୁଖ ଲମ୍ବା ସମୟର; ଦଳ ବ୍ୟକ୍ତି କୈନ୍ଦ୍ରିକ ନୁହେଁ, ବ୍ୟକ୍ତିତ୍ୱ ଉପରେ ବିଶ୍ୱାସ କରେ
ଢେଙ୍କାନାଳ: ବେଲଟିକିରି ସେଲ୍ଟର ହୋମ୍ରେ ନିର୍ଯାତନା ଘଟଣା; ଅନ୍ତେବାସିନୀଙ୍କୁ ଉପଜିଲ୍ଲାପାଳଙ୍କ ପଚରାଉଚରା, ସେଲ୍ଟର ହୋମ୍ ସମ୍ମୁଖରେ ବିକ୍ଷୋଭ
ସୁନ୍ଦରଗଡ଼: ଜିଲ୍ଲା ପୁଲିସ୍ ଅସ୍ତ୍ରାଗାରରୁ ୬୦ ରାଉଣ୍ଡ ଗୁଳି ଚୋରି ଘଟଣା; ଅଟକ କନଷ୍ଟେବଲ୍ ଗୁଲସନ କିରୋ ଗିରଫ ସହ କାର୍ଯ୍ୟରୁ ନିଲମ୍ବିତ, ୬୦ ରାଉଣ୍ଡ୍ ଗୁଳି ଜବତ, ଗୁଲସନକୁ ସହଯୋଗ କରିଥିବା ଜଣେ ସହଯୋଗୀ ଅଟକ
ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେଡିରେ ମିଶିବା ଚର୍ଚ୍ଚା ନେଇ ବରିଷ୍ଠ ନେତା ଦାମ ରାଉତ କହିଲେ- ଯାହାଙ୍କୁ ନିନ୍ଦିତ କରି ବିଦା କରିଥିଲେ, ତାଙ୍କୁ ପୁଣି ଆଣିବାକୁ ଉଦ୍ୟମ କରାଯାଉଛି, ମୁଁ ବିଶ୍ୱାସ କରି ପାରୁନି ସେମାନେ ସେଠାକୁ ଫେରିବେ ବୋଲି, ବିଜୟ ଚାଲାକ, ଚତୁର ଓ ଅଭିଜ୍ଞ ରାଜନେତା, ସେ ଠିକ୍ ନିଷ୍ପତ୍ତି ନେବେ
ଦିଲୀପ ରାୟ ଓ ବିଜୟ ମହାପାତ୍ର ବିଜେପି ଛାଡ଼ିବା ପରେ ବରିଷ୍ଠ ନେତା ଦାମ ରାଉତ କହିଲେ- ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ଚାହୁଁଛି, ମୋ ସହ ମିଶ, କ୍ଷମତା ପାଇଁ ସ୍ୱାଭିମାନକୁ ଜଳାଞ୍ଜଳି ଦେବା ଠିକ୍ ନୁହେଁ
କଟକ: ରଣଜୀରେ ତ୍ରିପୁରାକୁ ୫ ୱିକେଟରେ ହରାଇଲା ଓଡ଼ିଶା; ପଏଣ୍ଟ ଟେବୁଲ୍ରେ ଓଡ଼ିଶା ୧୩ ପଏଣ୍ଟ ସହ ୪ର୍ଥ ସ୍ଥାନକୁ ଉନ୍ନୀତ
ଜଳେଶ୍ୱର: ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କୁ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ; ଭୋଗରାଇ ଅଞ୍ଚଳରୁ ପୀଡ଼ିତାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ
ବିନିକା: ବିନିକା ବ୍ଲକ ସିଂହିଯୁବା ଗାଁର ଚାଷୀ ଭୁତୁଲୁ କର୍ଣ୍ଣ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପତ୍ନୀ ଓ ପୁତ୍ର; ଚାଷ ଜମିରେ ଚକଡ଼ା ପୋକ ଲାଗିଥିବାରୁ ଚିନ୍ତାରେ ଥିଲେ
ଭୁବନେଶ୍ୱର: ୩ଟି ଛିନତାଇ ଗ୍ୟାଙ୍ଗର ୯ ଲୁଟେରା ଗିରଫ; ୪ଟି ବାଇକ ଓ ୩୫ଟି ମୋବାଇଲ ଜବତ କଲା କମିଶନରେଟ ପୁଲିସ୍
ମୋହନା: ଆର.ଉଦୟଗିରି ଥାନା ବିଲେଇକୂଅଁ ଘାଟିରୁ ଖସିଲା ୧୦ ଚକିଆ ଟ୍ରକ, ୩ ମୃତ
ନୂଆଦିଲ୍ଲୀ: କୋଣାର୍କ ମନ୍ଦିର ସୁରକ୍ଷା ନେଇ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟିଲେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ସମୀର ଦାଶ, ସଂସ୍କୃତି ନିର୍ଦ୍ଦେଶକ, ASI ଡିଜି ମଧ୍ୟ ଉପସ୍ଥିତ
ସମ୍ବଲପୁର ଓ ହୀରାକୁଦରେ ରେଳ ରୋକ ଯୋଗୁ ଆଜି ୧୨ଟି ଟ୍ରେନ୍ ବାତିଲ: ରେଲୱେ ପକ୍ଷରୁ ଉଭୟ ପଟୁ ଟ୍ରେନ୍ ବାତିଲ୍
ବିଧାୟକ ଓ ବିଜେପିରୁ ଇସ୍ତଫା ଦେବା ନେଇ ୩ ପୃଷ୍ଠିଆ କାରଣ ଦର୍ଶାଇଲେ ଦିଲୀପ: କହିଲେ- ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ୨୦୧୯ରେ ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବି ନାହିଁ
ପାରାଦୀପ: ପାରାଦୀପ ଇଫ୍କୋ ଛକ ନିକଟରେ ଏକ ବାଇକରେ ଆସି ୩ ଦୁର୍ବୃତ୍ତ ଗୁଳି କରି ୭ ଲକ୍ଷ ଟଙ୍କା ଲୁଟିଲେ, ଟଙ୍କା ଚାଲାଣ କରୁଥିବା ଗାଡ଼ି ଉପରକୁ ଗୁଳି କଲେ ଦୁର୍ବୃତ୍ତ, ଜଣଙ୍କ ଗୋଡ଼ରେ ବାଜିଛି ଗୁଳି
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି: ଗୋପାଳ ସୁବ୍ରମଣ୍ୟମଙ୍କ ଅବ୍ୟାହତି ଆବେଦନକୁ ଗ୍ରହଣ କଲେ କୋର୍ଟ, ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ନୂଆ ଆମିକସକ୍ୟୁରି ନିଯୁକ୍ତି ସମ୍ଭାବନା, ଜାନୁଆରୀ ଦ୍ୱିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି
ଦିଲୀପ, ବିଜୟଙ୍କ ଇସ୍ତଫା ନେଇ ମନ୍ତ୍ରୀ ପ୍ରତାପ ଜେନା କହିଲେ- ଏଥିରୁ ସ୍ପଷ୍ଟ ବିଜେପି ସରକାର କଥାକୁହା ଓ ଜୁମଲା ସରକାର, ଦିଲୀପ ବାବୁ ଆସିଲେ ଭଲ, ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ
ବିଜେପିରୁ ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କ ଇସ୍ତଫା ଦ୍ୱାରା ଦଳ ଉପରେ କିଛି ଫରକ ପଡ଼ିବ ନାହିଁ: ଗୋଲକ ମହାପାତ୍ର
First
Prev
1656
1657
1658
1659
1660
1661
1662
1663
1664
1665
1666
Next
Last
© 2022 - Odisha Television Limited. All Rights Reserved.