ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
୧୨୦+ ଆକଳନ କଲା ବେଳେ ବିଜେପି ନେତୃତ୍ୱ ଭୁଲ୍ କରିଥିଲେ, ଅନୌପଚାରିକ ଆଲୋଚନା ବେଳେ ବି ସମସ୍ତେ ସ୍ୱୀକାର କରନ୍ତି: ବିଜୟ ମହାପାତ୍ର
ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଅବା ରାଜ୍ୟ ସରକାର କାହାରି ଆନ୍ତରିକତା ନାହିଁ: ବିଜୟ ମହାପାତ୍ର
ବିଜେପି ଛାଡ଼ିଲେ ବିଜୟ ମହାପାତ୍ର; ସାମ୍ବାଦିକ ସମ୍ମିଳନୀ ଡାକି ଇସ୍ତଫା ସଂପର୍କରେ କଲେ ଘୋଷଣା
ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲୀପ ରାୟ; ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଲେ, ବିଜେପିରୁ ମଧ୍ୟ ଇସ୍ତଫା ଦେଇଥିବା ନେଇ ଟ୍ୱିଟ୍ କରି ଜଣାଇଲେ
ବିଜେପି ଛାଡ଼ିଲେ ବିଜୟ ମହାପାତ୍ର; ସାମ୍ବାଦିକ ସମ୍ମିଳନୀ ଡାକି ଇସ୍ତଫା ସଂପର୍କରେ କଲେ ଘୋଷଣା
ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲୀପ ରାୟ; ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଲେ
ଆଉ ଦୁଇ ଦିନ ପରେ ପ୍ରିୟଙ୍କା-ନିକ୍ଙ୍କ ବିବାହ
ବଲାଙ୍ଗିର: ପଶ୍ଚିମ ଓଡ଼ିଶା ବନ୍ଦ ପାଇଁ ବଲାଙ୍ଗିରରୁ ଛାଡ଼ିଥିବା ଇସ୍ପାତ ଏକ୍ସପ୍ରେସ ବରଗଡ଼ରୁ ଫେରିଲା; ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଟିଟିଆଇ ପ୍ରତିଶ୍ରୁତି ଦେବା ପରେ ଟ୍ରେନ ଫେରିଲା
ବ୍ରହ୍ମପୁର: ଏକ ଘରୋଇ ସ୍କୁଲର ପିଲାଙ୍କୁ ନେଇ ଫେରିଲା ବେଳେ ସ୍କୁଲ୍ ବସ୍ର ରେଡିଏଟର ଫାଟି ୪ ଛାତ୍ର ଆହତ; ଏମ୍କେସିଜିରେ ଚିକିତ୍ସା ପରେ ଘରକୁ ଫେରିଲେ ଆହତ ପିଲା
କୃଷକଙ୍କ ସମସ୍ୟାର ସମାଧାନ ପାଇଁ ମନ୍ତ୍ରିସ୍ତରୀୟ କମିଟି ବୈଠକ ଶେଷରେ କମିଟି ଅଧ୍ୟକ୍ଷ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସୂଚନା: କହିଲେ- ଆସନ୍ତା ୭ରେ ପୁଣି କୃଷକ ନେତାଙ୍କ ସହ ଆଲୋଚନା ହେବ, କୃଷକ ନେତାଙ୍କ ପରାମର୍ଶ ନିଆଯିବ, ପରାମର୍ଶ ମିଳିବା ପରେ ମନ୍ତ୍ରିସ୍ତରୀୟ କମିଟି ନିଷ୍ପତ୍ତି ନେବ
ପୁଣି ବିବାଦରେ ନଭଜୋତ୍ ସିଂହ ସିଦ୍ଧୁ
କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଚାଲିଛି ବୈଠକ: ଚାଷୀଙ୍କ ଦାବି ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ସମ୍ପର୍କରେ ଆଲୋଚନା
ମେଡିକାଲ ଶିକ୍ଷା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଖୁସି ଖବର: ଏଣିକି ୨୫ ବର୍ଷ ଟପିଲେ ବି ଦେଇହେବ ମେଡିକାଲ ଏଣ୍ଟ୍ରାନ୍ସ, ଅନ୍ତରୀଣ ଆଦେଶ ଜରିଆରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
କୋଲକାତାରେ ଅଭିନେତ୍ରୀ ଋତୁପର୍ଣ୍ଣ ସେନଗୁପ୍ତାଙ୍କ ଘରୁ ଲୁଟିଥିବା ଅଭିଯୁକ୍ତ ବୋଧିସତ୍ତ୍ୱ ଭଟ୍ଟାଚାର୍ଯ୍ୟକୁ ଭୁବନେଶ୍ୱରରୁ ଗିରଫ କଲା ପୁଲିସ୍
ଝାରସୁଗୁଡ଼ା: ବେଲପାହାଡ଼ ମିର୍ଦ୍ଧାରୋଡ୍ରେ ଥିବା ବାଣ କାରଖାନାରେ ବିସ୍ଫୋରଣ; ଜଣେ ମୃତ
ଭୁବନେଶ୍ୱର ପହଞ୍ଚିବା ପରେ ଅପରାଜିତା ଷଡ଼ଙ୍ଗୀ କହିଲେ- ନିଜ ଘରକୁ ଫେରିଥିବାରୁ ବହୁତ ଉତ୍ସାହିତ; ମୁଁ ନୁହେଁ ଆମେ ହୋଇ କାର୍ଯ୍ୟ କରିବୁ, ଓଡ଼ିଶାକୁ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ କାର୍ଯ୍ୟ କରିବି
ଜୟପୁର କୋର୍ଟ ପରିସରରୁ ୨ ବିଚାରାଧୀନ ବନ୍ଦୀ ଚମ୍ପଟ ଘଟଣା: ଡ୍ୟୁଟିରେ ଖିଲାପ ନେଇ ଜଣେ ହାବିଲ୍ଦାର ଓ ୨ କନେଷ୍ଟବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କଲେ କୋରାପୁଟ ଏସ୍ପି
ସୁପ୍ରିମକୋର୍ଟରେ ପୋଲାଭରମ୍ ବିବାଦ ମାମଲା: ଓଡ଼ିଶା ଏବଂ ଛତିଶଗଡ଼ରେ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ; ଶନିବାର ସୁଦ୍ଧା ଟର୍ମସ୍ ଆଣ୍ଡ କଣ୍ଡିସନ୍ସ ଦାଖଲ ପାଇଁ ନିର୍ଦ୍ଦେଶ, ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି
ରାଉରକେଲା: ୨ୟ ବ୍ରାହ୍ମଣୀ ସେତୁ ପାଇଁ ପାନପୋଷରୁ ପଟୋଲା ବସ୍ତିରେ ଜବରଦଖଲ ଉଚ୍ଛେଦ ଆରମ୍ଭ; ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ ଘର ଭାଙ୍ଗିଲା; ୪୬ ଘର ଭଙ୍ଗାଯିବ
ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୟାଣ୍ଡ ଅାନିମେସନ୍ ଭିଡିଓ
ପରଦାକୁ ଆସିଲା ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ଜବରଦସ୍ତ ଆକ୍ସନ ଫିଲ୍ମ 2.0
ନୟାଗଡ଼: ଖଣ୍ଡପଡ଼ା ମଙ୍ଗଳାସାହିରେ ଦମ୍ପତି ପୋଡ଼ିହୋଇ ଗୁରୁତର ଘଟଣା; କଟକରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ
ଆଜି ହକି ବିଶ୍ୱକପ୍ର ଦ୍ୱିତୀୟ ଦିନ
ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ୧୨ ଘଣ୍ଟିଆ ମୁରିବାହାଲ ବ୍ଲକ୍ ବନ୍ଦ
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ୪୮ ଘଣ୍ଟିଆ ମହାବନ୍ଦ ଆରମ୍ଭ: ସାମିଲ୍ ହେଲେ ବିଭିନ୍ନ ସଂଗଠନ, କ୍ଷେତରାଜପୁର ଷ୍ଟେସନରେ ଅଟକାଇଲେ ୨ଟି ଇଣ୍ଟରସିଟି
First
Prev
1657
1658
1659
1660
1661
1662
1663
1664
1665
1666
1667
Next
Last
© 2022 - Odisha Television Limited. All Rights Reserved.