ସଂକ୍ଷେପରେ ଆଜିର ତାଜା ଖବର - Sunday, 30 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

‘ସୁଭଦ୍ରା ଯୋଜନାଠୁ ଧାନ MSP ବଢ଼ାଇବା ଯାଏଁ ପୂରଣ କରିବୁ ସବୁ ପ୍ରତିଶ୍ରୁତି’

ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ। ଗରିବ କଲ୍ୟାଣ ହେବ ବିଜେପି ସରକାରର ପ୍ରାଥମିକତା। ୧୦୦ ଦିନର ରୋଡ୍ ମ୍ୟାପ୍ ଚୂଡ଼ାନ୍ତ। More

ଦିଲ୍ଲୀରେ ବିଜେଡିର ବିରୋଧୀ ଭୂମିକାକୁ ନେଇ ରାଜନୀତି, ଅସ୍ତିତ୍ବ ବଞ୍ଚାଇବାର ପ୍ରୟାସ କହି ବର୍ଷିଲା ବିଜେପି

ଦିଲ୍ଲୀ ଦରବାରରେ ବିଜେଡିର ବିରୋଧୀ ଭୂମିକାକୁ ନେଇ ସରଗରମ ରାଜ୍ୟ ରାଜନୀତି । ନିଟ୍ ପ୍ରସଙ୍ଗରେ ରାଜ୍ୟରେ ଦଳର ସାଂସଦଙ୍କ ହଙ୍ଗାମାକୁ ବିଜେପି କଡ଼ା ସମାଲୋଚନା କରି ଦିଲ୍ଲୀରେ ଇଏ ବିଜେଡିର ଅସ୍ତିତ୍ବ ବଞ୍ଚାଇବାର ପ୍ରୟାସ ବୋଲି କହିଛି । More

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ମନୋଜ ଆହୁଜା

ପ୍ରଦୀପ ଜେନାଙ୍କ ପରେ ମୁଖ୍ୟ ଶାସନ ସଚିବ ଭାବେ ୧୯୯୦ ବ୍ୟାଚର ମନୋଜ ଆହୁଜା ଅଧିକାରୀଙ୍କ ନାଁ ଉପରେ ମୋହର ମାରିଥିଲେ ରାଜ୍ୟ ସରକାର । More

'ଆଉ ବଞ୍ଚିବାକୁ ଚାହୁଁନି, ମରିବାକୁ ଅନୁମତି ମିଳୁ’..ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହିଲେ ମହିଳା, ଜାଣନ୍ତୁ କାରଣ

ବିବାହ ପରେ ଦୀର୍ଘ ୩୫ ବର୍ଷ ହେଲା ସେ ଜଳେଶ୍ବରରେ ରହୁଛନ୍ତି। ଏକାକୀ ଜୀବନ ଅତିବାହିତ କରୁଛନ୍ତି। ନା କେହି ଦାୟିତ୍ୱ ନେବାକୁ ଅଛି ନା ଆହା ପଦେ କହିବାକୁ। More

ଓଡ଼ିଶାରେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଜି ନେବେ ଦାୟିତ୍ୱ

୧୯୯୦ ବ୍ୟାଚର ଏହି ଆଇଏଏସ୍ ଅଧିକାରୀଙ୍କ ନାଁ ଉପରେ ମୋହର ମାରିଥିଲେ ରାଜ୍ୟ ସରକାର । ଓଡ଼ିଶା ଆସିବା ପୂର୍ବରୁ ଆହୁଜା କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ନିର୍ଦ୍ଦେଶକ ତଥା ସଚିବ ଭାବେ କାର୍ଯ୍ୟ କରୁଥିଲେ। More

ସଂକଳ୍ପ ପତ୍ରର ପ୍ରତି କଥାକୁ ପାଳନ କରିବୁ: ମନମୋହନ ସାମଲ

ରାଜ୍ୟର ନବ ନିର୍ବାଚିତ ସମସ୍ତ ବିଜେପି ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛି ବିଜେପି । More

ଆଜି ବି ଜାରି ରହିବ ବର୍ଷା! ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ...

ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । More

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମୋଦିଙ୍କ ଜନ୍ମଦିନରେ ରିଲିଜ ହେବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । More

ହଟିଲା ୨ ବର୍ଷର ପ୍ରତିବନ୍ଧକ, ପୁଣି ଆରମ୍ଭ ହେଲା ଆପାର୍ଟମେଣ୍ଟ ପଞ୍ଜିକରଣ

ହଟିଲା ୨ ବର୍ଷର ପ୍ରତିବନ୍ଧକ, ପୁଣି ଆରମ୍ଭ ହେଲା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ ଆସିବାର ୪ ମାସ ପରେ ଆରମ୍ଭ ହୋଇଛି ଆପାର୍ଟମେଣ୍ଟ ପଞ୍ଜୀକରଣ। More

ପାତ୍ରପଡ଼ା ଜମି ହଡପରେ ୪ ଆଇପିଏସ୍; ୨୫୦ କୋଟି ମୂଲ୍ୟର ସରକାରୀ ଜମି ଚଞ୍ଚକତା

ପାତ୍ରପଡ଼ା ଜମି ହଡପ୍ ଘଟଣାରେ ୪ ଆଇପିଏସ୍‌ଙ୍କ ସଂପୃକ୍ତିକୁ ନେଇ ହଇଚଇ । ଗଣମାଧ୍ୟମରେ ନାଗେଶ୍ବର ରାଓ-ସଞ୍ଜିବ ମାରିକ ଦୋଷ ଲଦାଲଦି, ଗୋହି ଖାଳାଖୋଳି । More

ଓଡ଼ିଶା ପ୍ରଶାସନ କେମିତି ପାଇବ ନୂଆ ପରିଚୟ ? କେମିତି ସୁଧୁରିବ ବ୍ୟୁରୋକ୍ରେସିର ଭାବମୂର୍ତ୍ତି ?

ସୋମବାରରୁ ଓଡିଶା ପ୍ରଶାସନର ମଙ୍ଗ ଧରିବାକୁ ଯାଉଥିବା ମନୋଜ ଆହୁଜାଙ୍କ ଆଗରେ ଭରପୂର ଚାଲେଞ୍ଜ । କେମିତି ସୁଧୁରିବ ବ୍ୟୁରୋକ୍ରେସିର ଭାବମୂର୍ତ୍ତି ? କିଭଳି ରହିବ ଓଡିଆ-ଅଣଓଡିଆ ଅଧିକାରୀଙ୍କ ଭିତରେ ବାଲାନ୍ସ ? More

ବଲ୍ଲେ ବଲ୍ଲେ ଢାବାର ଫିଟୁଛି ଗୁମର, ପ୍ରଣବ ବଳବନ୍ତରାୟଙ୍କ ଛତ୍ରଛାୟାରେ ଚଳାଉଥିଲେ ଏଲିନା !

ନାଁକୁ ଥିଲା ଢାବା...କିନ୍ତୁ ବିଜେଡି ନେତାଙ୍କ ସାଜିଥିଲା ମଉଜର ଠିକଣା...କିଏ କହିଲେଣି ଚାଲିଥିଲା ରଙ୍ଗଶାଳା...ଜମୁଥିଲା ମଦମାଂସର ଆସର ତ ଆଉ କିଏ କହୁଛନ୍ତି ହେଉଥିଲା ବେଆଇନ ଆର୍ଥିକ କାରବାର । More