ସଂକ୍ଷେପରେ ଆଜିର ତାଜା ଖବର - Friday, 17 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଡ୍ରିମଗାର୍ଲ ଦେଖାଇଲେ ପଦ୍ମ ଡ୍ରିମ୍ : ବିଜେଡିକୁ ଟାର୍ଗେଟ୍ କଲେ, ସରକାର ବଦଳାଇବାକୁ ଆହ୍ଵାନ ଦେଲେ

ଭୁବନେଶ୍ୱରର ସାଲିଆ ସାହି, କଟକର କିଶୋରନଗର ଏବଂ ପୁରୀର ପିପିଲି। ରାଜ୍ୟର ତିନି ଜିଲ୍ଲାର ୩ଟି ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ଡ୍ରିମ୍ ଗାର୍ଲ ହେମାମାଳିନୀ। More

ବିଜେଡି ଦେଇଛି ଫଲ୍ସ ପଟ୍ଟା ! ଭୋଟ୍ ନେବାକୁ ବିଜେଡି ପ୍ଲାନ ଏବେ ପୂରା ଫେଲ୍

ଜାଗା ମିଶନ ନାଁରେ ନିର୍ବାଚନ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଭୂମି ପ୍ରମାଣପତ୍ର ବାଣ୍ଟିଥିଲା ସରକାର। ହେଲେ ବଣ୍ଟା ହେଉ ହେଉ ଦେଖିବାକୁ ମିଳିଥିଲା ଅସନ୍ତୋଷ। More

ରତ୍ନଭଣ୍ଡାର ଚାବି ଲୁଚେଇଛି କିଏ ? ବିଜେ଼ପି ନେତାଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

ପ୍ରଥମେ ମୋଦିଙ୍କ ଡୁପ୍ଲିକେଟ୍ ଚାବି ବାଣ। ତା ପରେ ରତ୍ନଭଣ୍ଡାର ଖୋଲିବାକୁ ଶାହାଙ୍କ ଗ୍ୟାରେଣ୍ଟି। ଆଉ ଭଣ୍ଡାର ଘରର ଢିଲା ସୁରକ୍ଷାକୁ ନେଇ ନଡ୍ଡାଙ୍କ ନନଷ୍ଟପ୍ ନିଶାନା। More

ପାଣ୍ଡିଆନଙ୍କ ଭୁଲ୍ ସମ୍ବୋଧନ, ତେଜିଲା ରାଜନୀତି; ଗର୍ହିତ ଅପରାଧ କହିଲା ବିଜେପି

ଶାସକ ବିଜେଡିର ମଂଚରେ ଖୋଦ୍ ପ୍ରଭାବଶାଳୀ ନେତାଙ୍କ ମୁହଁରେ ଓଡ଼ିଶାର ବରପୁତ୍ରଙ୍କ ଅପମାନ । ସମ୍ବଲପୁର ସଭାରେ ମାଟିର ପୁଅ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ବିଜେଡିର ନେତା ଭିକେ ପାଣ୍ଡିଆନ୍ ସନ୍ଥ କବି କହି ସମ୍ବୋଧିତ କରିବା ପରେ ତେଜିଛି ରାଜନୀତି । More

୪୮ ଘଣ୍ଟା ପୁରିଲା, SIT ଗଠନ ହେଲା; ତଥାପି ପ୍ରଶ୍ନ, ପରିବାରକୁ ନ୍ୟାୟ ମିଳିବ ତ?

ନିର୍ବାଚନୀ ହିଂସାର ହବ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ଏଥର ଖଲ୍ଲିକୋଟ କାଣ୍ଡକୁ ନେଇ ହଇଚଇ । ୪୮ ଘଣ୍ଟା ପୁରିଲା । ବିଜେପି କର୍ମୀଙ୍କୁ ହତ୍ୟାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ନା ପହଞ୍ଚି ପାରିଲା ପୋଲିସ, ନା ଶୋକସନ୍ତପ୍ତ ପରିବାରକୁ ଦେଇଛି ନ୍ୟାୟ । More

ମହାକାଳପଡାରେ ବିଜେପିର ରୋଡ୍ ସୋ', ରାଲିରେ ବୈଜୟନ୍ତ ପଣ୍ଡା ସାମିଲ

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ମହାକାଳପଡା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଶାଳ ଜନ ସମ୍ପର୍କ ଯାତ୍ରା । ବାଲିସୁଆଁ ଛକଠାରୁ ଆରମ୍ଭ ହୋଇଛି ବିରାଟ ମୋଟର ସାଇକେଲ୍ ରୋଡ୍ ସୋ । More

୩ ରାଜ୍ୟରେ ଭାରି ବର୍ଷା, ୬ ରାଜ୍ୟକୁ ଗ୍ରୀଷ୍ଣପ୍ରବାହ ସତର୍କତା

ଆଗାମୀ ୪ ଦିନ ଲାଗି ଦେଶର ୬ଟି ରାଜ୍ୟକୁ ଗ୍ରୀଷ୍ଣପ୍ରବାହ ଏବଂ ୩ଟି ରାଜ୍ୟରେ ଭାରି ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । More

ବିଜେପିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବିଜୟ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ବିଜୟ। More

୧୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୦ରେ ପୁରୀରେ କରିବେ ରୋଡ୍‌ ସୋ’

ଭୁବନେଶ୍ୱରରେ ପହଞ୍ଚିବା ପରେ ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବୈଠକରେ ସମୀକ୍ଷା କରିବେ । More

ଅପରାଜିତାଙ୍କ ଗର୍ଜନ, କହିଲେ ୫୪ ପଇସାରେ ବିଜେଡି ଭୋଟ୍

ସାଲିଆ ସାହିରେ ଗର୍ଜିଲେ ଅପରାଜିତା । କହିଲେ, ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ କିଣିବାକୁ ବସିଛି ବିଜେଡି । ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ବା ଆଗକୁ ବାଣ୍ଟିବ । ହିସାବ ଦେଖିଲେ ୫ ବର୍ଷରେ ୧୮୨୬ ଦିନ ପାଇଁ ଦେଉଛି ୧ ହଜାର ଟଙ୍କା । More

ଭୁବନେଶ୍ୱରରେ ଡ୍ରିମ୍‌ଗାର୍ଲ ହେମାମାଳନୀ, ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ । More

ବାରିପଦା ସହରରେ ବୁଲୁଛି ବାଘ, ଲୋକେ ଭୟଭୀତ

ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ବାଘଟି ସହର ଭିତରକୁ ପଶି ଆସିଥିବା କୁହାଯାଉଛି। More

ଅଶାନ୍ତ ବଲାଙ୍ଗିର; ୨ବିଜେପି କର୍ମୀଙ୍କୁ ଅପହରଣ ଅଭିଯୋଗ

କିଛି ସମୟ ପରେ ଆହତ ଅବସ୍ଥାରେ ୨ କର୍ମୀ ଉଦ୍ଧାର ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ। More

ଚିଙ୍ଗୁଡ଼ି ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌ ଲୁଚାଇବାକୁ ପ୍ରୟାସ, ଶ୍ରମ ଅଧିକାରୀଙ୍କ ତଦନ୍ତ

ଗତକାଲି ରାତିରେ ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ ହୋଇ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ । ସେଥିରୁ ୧୮ ଜଣ ମହିଳା ଓ ଯୁବତୀ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । More

ହିମନ୍ତଙ୍କ ବଡ଼ ବୟାନ; 'ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ୍'

୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା। More

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍; ୧୫ ଅସୁସ୍ଥ

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ବ୍ୟବହୃତ ବିଷାକ୍ତ ଗ୍ୟାସ ଲିକରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। More

ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲା କି ଶଙ୍ଖ ଦଳ ? ପ୍ରଦାପଙ୍କ ପାୱାର ଦେଖି ଭେଲକା BJD !

ପ୍ରଦୀପଙ୍କ ଆକ୍ରମଣକାରୀ ଶିବଶଙ୍କର ଦାସ- ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ବିଜେଡି ମେୟର ଓ ଏବେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ, ତେଣୁ ତାଙ୍କର ଏଭଳି ହିଂସାତ୍ମକ ଆଚରଣ ପଛରେ ଏକ ବିରାଟ ଷଡ଼ଯନ୍ତ୍ରର ଗନ୍ଧ ବାରିଛି ବିଜେପି। More

ୱାର୍ଣ୍ଣିଂ ଦେଲେ, ଚାକିରି ଯିବାର ଭୟ ବି ଦେଖାଇଲେ; ନଡ୍ଡାଙ୍କ ଭାଷଣ, ଚିନ୍ତାରେ ନବୀନ

ବିଜେଡିକୁ ସହଯୋଗ କରୁଥିବା ସରକାରୀ ବାବୁଙ୍କୁ ନଡ୍ଡାଙ୍କ ଚେତାବନୀ। ନିର୍ବାଚନୀ ମୈଦାନରୁ ବିଜେଡିର ହାତବାରିସୀ ସାଜିଥିବା ଅଧିକାରୀଙ୍କୁ କଲେ ସତର୍କ। ସୁଧୁରି ଯାଅ, ନହେଲେ ବିଜେପି ସରକାର ଆସିଲେ କଡ଼ାଗଣ୍ଡା ହିସାବ ହେବ। More

ରକ୍ତରଂଜିତ ହେଲା ନିର୍ବାଚନୀ ରାଜନୀତି, ଖଲ୍ଲିକୋଟରେ ଗଡ଼ିଲା ବିଜେପି କର୍ମୀଙ୍କ ମୁଣ୍ଡ

ଭୋଟ୍ ପୂର୍ବରୁ ରକ୍ତରଞ୍ଜିତ ହେଲା ଗଞ୍ଜାମ । ଖଲ୍ଲିକୋଟରେ ଗଡ଼ିଛି ବିଜେପି କର୍ମୀଙ୍କ ମୁଣ୍ଡ । ବ୍ୟାନର ମରାକୁ କେନ୍ଦ୍ର କରି ଜଣେ ବିଜେପି କର୍ମୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । More