ସଂକ୍ଷେପରେ ଆଜିର ତାଜା ଖବର - Friday, 10 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୋଦି ମୋଦି ନାରାରେ କମ୍ପିଲା ଜନପଥ

ଆଉ ରାତି ଠିକ୍ ୮ଟା ୪୦ ମିନିଟରେ ମେଗା ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ମାତାର ଜୟଧ୍ୱନି ଦେଇ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର। ମୋଦି ମୋଦି ନାରାରେ ପ୍ରକଂପିତ ହୋଇଥିଲା ପରିବେଶ। More

‘ଓଡ଼ିଶାରେ ଆସୁଛି ବଡ଼ ଟର୍ଣ୍ଣିଂ ପଏଣ୍ଟ, ଏଥର ପଦ୍ମ ନିଶ୍ଚିତ ଫୁଟିବ’

ଏହି ରୋଡ୍‌ ସୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପିର ୨ ବରିଷ୍ଠ ନେତା ସାମିଲ ହୋଇଥିଲେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ସୋ’ ରେ ସାମିଲ୍‌ ହୋଇଥିଲେ। More

ମୋଦିଙ୍କ ବିଶାଳ ରୋଡ୍‌ ସୋ’, ଜନପଥରେ ଜନ ସମୁଦ୍ର ! ଦେଖନ୍ତୁ ଭିଡିଓ...

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ରୋଡ୍‌ ଶୋ’’ରେ ସାମିଲ୍‌ ହୋଇଛନ୍ତି। More

୨୪ ମହାସଂଗ୍ରାମର ନାମାଙ୍କନର ପର୍ବ, ବିଶାଳ ରୋଡ୍ ସୋ’ରେ ନାମାଙ୍କନ ଭରିଲେ ହେଭିୱେଟ୍

ନାମାଙ୍କନ ଭରିଲେ କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ । ଚାନ୍ଦବାଲି ଆସନରୁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ । More

ଅକ୍ଷୟ ତୃତୀୟା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର; ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ

ଆଜିଠୁ ୨୧ ଦିନ ଧରି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ହେବ। ସେହିପରି ଉତ୍କଳୀୟ ପରମ୍ପରା ଅନୁଯାୟୀ ଗାଁ ଗହଳିରେ ଆଜି ଅକ୍ଷିମୁଠି ଅନୁକୁଳ କରାଯିବାର ବିଧି ରହିଛି। More

ପଦ୍ମ ପୁରସ୍କାର ପାଇଲେ ଏହି ଦୁଇ ଓଡ଼ିଆ; ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପଟ୍ଟଚିତ୍ର କାରୁକାର୍ଯ୍ୟ ଏବଂ ତାଳପତ୍ରରେ ଖୋଦେଇ କରିବା ପାଇଁ ଆଗାମୀ ପିଢି ଲାଗି ଆର୍ଟିଷ୍ଟ ତିଆରି କରୁଛନ୍ତି ବିନୋଦ ମହାରଣା। ସେହିପରି ବିଶିଷ୍ଟ ନୃତ୍ୟଶିଳ୍ପୀ ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। More

ଆଜି ନାମାଙ୍କନ ଭରିବେ ବୈଜୟନ୍ତ ପଣ୍ଡା; କେନ୍ଦ୍ର ଓ ରାଜ୍ୟର ପ୍ରମୁଖ ନେତା ହେବେ ସାମିଲ

କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସକାଳ ୯ଟାରେ ତିନି ମୁହାଣ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବେ। More

ବିଜେପି ଫୋକସ୍‌ରେ ଓଡ଼ିଶା; ଆସୁଛନ୍ତି ରାଜନାଥ-ଭୂପେନ୍ଦ୍ର

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ନିର୍ବାଚନମଣ୍ଡଳୀ ଯାଇ ନିର୍ବାଚନ ପ୍ରଚାର କରିବେ। ଅପରାହ୍ନ ୫ଟାରେ ରଣପୁର ଥାନା ସମ୍ମୁଖ ପଞ୍ଚୁଦୋଳ ପଡିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ରାଜନାଥ। More

ଆଜି ମୋଦିଙ୍କ ମେଗା ରୋଡ୍ ଶୋ'; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ଣ ୨ଟାରୁ ରୋଡ୍ ଶୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ। More

Panchang Today 10th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର ଚନ୍ଦ୍ର- ବୃଷ ରାତ୍ରି ୧୦.୨୭ ଗତେ ମିଥୁନ ତିଥି- ୩ୟା ରାତ୍ରି ୦୨.୫୦ ଗତେ ୪ର୍ଥୀ ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୧୦.୨୭ ଗତେ କନ୍ୟା ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି More

ରୋଚକ ସ୍ଥିତିରେ ବାଲେଶ୍ୱର ସଦର ରାଜନୀତି, କାହାର ମୁଦ୍ଦା ବଦଳାଇବ ଲୋକଙ୍କ ମୁଡ୍ ?

ରାଜନୀତିର ଛକାପଞ୍ଝା ଭିତରେ ସରଗରମ ପ୍ରଚାର। କାହାକୁ ନେତା ବାଛିବେ ଜନତା ? କାହାର ମୁଦ୍ଦା ବଦାଳାଇବ ଲୋକଙ୍କ ମୁଡ୍ ? ରୋଚକ ସ୍ଥିତିରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ରାଜନୀତି । More

ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହର, ୧୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି

ଆଗାମୀ ନିର୍ବାଚନ ପାର୍‌ ହେବା ପାଇଁ ଇସ୍ତାହରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି ବିଜେଡି । ବିଶେଷ କରି ଯୁବ ଭୋଟର ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଫୋକସ୍‌ରେ ରଖିଛି ଦଳ । More

ଓଡ଼ିଶା ପାଇଁ ଗଡ଼କରୀଙ୍କ ବଡ଼ ଘୋଷଣା... ପାରାଦୀପରେ ହେବ ଏୟାରପୋର୍ଟ, ଭୁବନେଶ୍ୱର ରିଂ ରୋଡ୍

ପୁରୀ କୃଷ୍ଣପ୍ରସାଦ ନିର୍ବାଚନୀ ସଭାମଞ୍ଚରୁ ଓଡ଼ିଶା ପାଇଁ ବ୍ୟାପକ ଉନ୍ନୟନମୂଳକ କାର୍ଯ୍ୟର ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଗଡ଼କରୀ କହିଛନ୍ତି- ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ । More

କାଲି ପୁଣି ଆସିବେ ମୋଦି, ଭୁବନେଶ୍ୱରରେ କରିବେ ବିଶାଳ ରୋଡ୍‌ ସୋ’

ବ୍ରହ୍ମପୁର ଓ ନବରଙ୍ଗପୁର ଗସ୍ତର ୩ ଦିନ ପରେ ପୁଣି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପିଏମ୍ ମୋଦି। ସଂଧ୍ୟାରେ ଭୁବନେଶ୍ୱରରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ। More

ଦାଣ୍ଡରୁ ପଡ଼ି ହାଟରେ ଗଡ଼ିଲା ରାଜାଘର କଳି, ବର୍ଷିଲେ ଏୟୁଙ୍କ ସାନବୋହୂ

ବିଜେଡି ହେଭିୱେଟ୍ A.U. ସିଂଦେଓଙ୍କ ସାନବୋହୂ ତଥା ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ ପୁଣି ଥରେ ଶ୍ୱଶୂର ଘର ନିର୍ଯାତନା ପ୍ରସଙ୍ଗରେ ବର୍ଷିବା ସହ, ଏକଥା ଜାଣିବା ସତ୍ତ୍ୱେ କଳିକେଶଙ୍କୁ କିପରି ଟିକେଟ୍ ଦିଆଗଲା ବୋଲି, ବିଜେଡି ସୁପ୍ରିମୋ ନବୀନଙ୍କୁ କ୍ଷୋଭର ସହ ପଚାରିଛନ୍ତି । More