ସଂକ୍ଷେପରେ ଆଜିର ତାଜା ଖବର - Saturday, 04 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁରୀ ସଂସଦୀୟ କ୍ଷେତ୍ର ପାଇଁ ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ପ୍ରାର୍ଥୀ

ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପୁରୀ ପାଇଁ ନୂଆ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଛନ୍ତି। More

ନବରଙ୍ଗପୁରକୁ ତିନି ଦଳର ଫୋକସ: ଭୋଟ ପାଇଁ ପ୍ରତିଶୃତି ବର୍ଷା, ବିଶ୍ୱାସ କାହାକୁ କରିବେ ଜନତା?

ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକସଭା କ୍ଷେତ୍ର ନବରଙ୍ଗପୁରରେ କାହା ଭାଗ୍ୟ ବଦଳାଇବେ ବଙ୍ଗୀୟ ଭୋଟର ? କାହା ମୁଣ୍ଡରେ ସୁନା କଳସ ଢାଳିବେ ଏହି ଅଣ ଓଡ଼ିଆ ମତଦାତା ? ଦକ୍ଷିଣ ଓଡ଼ିଶାରେ ବଙ୍ଗୀୟ ମତଦାତାଙ୍କ ହଟସ୍ପଟ୍ ସାଜିଥିବା ଏହି ଆଦିବାସୀ ବହୁଳ ସଂସଦୀୟ କ୍ଷେତ୍ର ଏବେ ପ୍ରତ୍ୟେକ ଦଳର ଫୋକସରେ। More

ଆକ୍ସନ ମୋଡରେ ନିର୍ଵାଚନ କମିଶନ: ଅଫସର ଥରହର, ନେତାଙ୍କ ଛାତି ଧକଧକ

ଆକ୍ସନ ମୋଡରେ ନିର୍ବାଚନ କମିଶନ୍। ବିଜେଡି ପାଇଁ କାମ କରୁଥିବା ଅଧିକାରୀଙ୍କ ବଢିଲାଣି ଟେନସନ୍! ଗୁରୁବାର ମିଶନ ଶକ୍ତିରୁ IAS ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ। More

ମୋଦିଙ୍କ ଓଡ଼ିଶା ଗସ୍ତ, ବିଜେଡିରେ ଛନକା: ରୋଡ୍‌ ସୋ' କରିବେ, ବିଜୟର ଗୁରୁମନ୍ତ୍ର ଦେବେ

ସୁପର୍ ସଣ୍ଡେରେ ଭୁବନେଶ୍ୱରରେ ବିଜେପିର ସୁପର ସୋ'। ଅପରାହ୍ଣରେ ସଭାପତି ନଡ୍ଡା, ରାତିରେ ପିଏମ୍ ମୋଦି। ଗ୍ରୀଷ୍ମ ତାତିକୁ ବଳି ବଢ଼ିବ ନିର୍ବାଚନୀ ପାରା, ଜୋରରେ ତେଜିବ ପ୍ରଚାର ଅଭିଯାନ। ବିଜେପିର ମିଶନ୍ ଓଡ଼ିଶା ଲକ୍ଷ୍ୟରେ କାଲିଠୁ ଓଡ଼ିଶାରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। More

ପାଣ୍ତିଆନଙ୍କୁ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ତେରଚ୍ଛା ବାଣ, ୨୫ବର୍ଷ ଶାସନ ଉପରେ ଉଠିଲା ପ୍ରଶ୍ନ

ଓଡ଼ିଶା ବାହାର ଲୋକ ଦ୍ୱାରା ରାଜ୍ୟ ଚଳାଇବା ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । ୨ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ଏହା କହିଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାୟାରବ୍ରାଣ୍ଡ୍ ନେତା ବିପ୍ଳବ କୁମାର ଦେବ । More

ନିମାପଡ଼ା ବିଜେଡିରେ କମ୍ପନ, ସମୀରଙ୍କ ପ୍ରାର୍ଥୀତ୍ୱ ପୁନର୍ବିଚାର ପ୍ରତିବାଦରେ ସମୂହ ଇସ୍ତଫା

ବିଧାୟକ ସମୀର ଦାଶଙ୍କୁ ନେଇ ନିମାପଡା ବିଜେଡିରେ କମ୍ପନ । ସମୀର ଦାଶଙ୍କ ପ୍ରାର୍ଥୀତ୍ୱର ପୁନର୍ବିଚାର କରାନଯିବା ପ୍ରତିବାଦରେ ଆୟୋଜିତ ହୋଇଥିଲା ପ୍ରତିବାଦ ସଭା । ଯେଉଁଠି ଦଳୀୟ ନେତୃତ୍ୱଙ୍କୁ ଖୋଲା ସମାଲୋଚନା କରିଛନ୍ତି ସମୀରଙ୍କ ସମର୍ଥକ । More

'ଅସ୍ତ୍ରୋପଚାର କରିନଥିଲେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ଥିଲା'

‘ମୋର ପ୍ରିୟ କେନ୍ଦ୍ରାପଡ଼ାର ଭାଇ ଭଉଣୀମାନେ, ଆପଣମାନଙ୍କ ଶୁଭକାମନା ପାଇଁ ହୃଦୟରୁ ଧନ୍ୟବାଦ..ମୁଁ ପ୍ରଭୁ ବଳଦେବଜୀଉଙ୍କୁ ପ୍ରାର୍ଥନା କରୁଛି ମୋତେ ଆଶୀର୍ବାଦ ଦେବେ କି ଯେତେ ଶୀଘ୍ର ସମ୍ଭବ ମୁଁ ପୁଣିଥରେ ମଇଦାନକୁ ଓହ୍ଲେଇକି ମୋ କେନ୍ଦ୍ରାପଡ଼ାର ଜନସାଧାରଣଙ୍କ ସହ ମିଶିପାରିବି’। More

ନିର୍ବାଚନ ଲଢ଼ିବାକୁ ନାହିଁ ଟଙ୍କା, ଲଢ଼େଇକୁ ଡରୁଛନ୍ତି କଂଗ୍ରେସ ପ୍ରାର୍ଥୀ

କଂଗ୍ରେସର ଟିକଟ୍ ରିଟର୍ଣ୍ଣ ଟ୍ରେଣ୍ଡ୍ । କାରଣ ହେଲା ପ୍ରାର୍ଥୀଙ୍କୁ ପାର୍ଟି ଫଣ୍ଡିଂ ନକରିବା । ଜଣକ ପରେ ଜଣେ ପ୍ରାର୍ଥୀ ଟିକେଟ ଫେରାଉଛନ୍ତି । ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ପାର୍ଟିଂ ପଣ୍ଡିଂ କରୁନଥିବାରୁ ନିର୍ବାଚନ ଲଢିବା ସମ୍ଭବ ନୁହେଁ ବୋଲି ରୋକ୍ ଠୋକ୍ ଶୁଣାଇ ଟିକେଟ ଫେରାଇଛନ୍ତି । More

ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ: ଜୟଶଙ୍କର

କଳା ଓ ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ। ଏଭଳି ସମୃଦ୍ଧ ରାଜ୍ୟକୁ ତା’ ମାଟିର ନେତା ପରିଚାଳନା କରିବା ଉଚିତ। ଓଡ଼ିଆ ଅସ୍ମିତା ସମ୍ପର୍କିତ ପ୍ରଶ୍ନରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆଜି ଏପରି ଢ଼ଙ୍ଗରେ ଉତ୍ତର ରଖିଛନ୍ତି। More

ଅତ୍ୟଧିକ ଟାଣଖରା ଯୋଗୁ ଅଂଶୁଘାତରେ ଶିକାର ବିଜୟ ପଟ୍ଟନାୟକ

କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରବଳ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା। More

କ’ଣ ପାଇଁ ବାଦ ପଡ଼ିଲେ ରିଙ୍କୁ-ରାହୁଲ; ଦ୍ୱନ୍ଦ୍ୱ ଦୂର କଲେ ରୋହିତ-ଅଗରକର

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଦଳ ଘୋଷଣା ହେବା ପରେ ଏବେ ଫ୍ୟାନ୍ସଙ୍କ ମନରେ ଅସନ୍ତୋଷ ତେଜିବାରେ ଲାଗିଛି। ଦଳରେ ରିଙ୍କୁ ସିଂ ଓ କେ ଏଲ୍‌ ରାହୁଲଙ୍କ ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠିଛି। More

ଘରେ ବନାନ୍ତୁ ଚଟ୍‌ପଟା ‘ସୋୟା ମଞ୍ଚୁରିଆନ’

ଘରେ ନିରାମିଷ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ସୋୟା ମଞ୍ଚୁରିଆନ’। More

ରାତି ୯.୩୦ରେ ଓଡ଼ିଶାରେ ପହଞ୍ଚିବେ ନରେନ୍ଦ୍ର ମୋଦି

ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । More

ଗୁମ୍ଫାରେ ପୂଜା ପାଉଛନ୍ତି ମାଆ ନାଗେଶ୍ୱରୀ,ଏଠି ଭକ୍ତର ସମସ୍ତ ମନସ୍କାମନା ପୂରଣ ହୁଏ

ଆଦିବାସୀ ଲୋକଙ୍କ ପୂଜାପର୍ବ ବେଶ ନିଆରା । ନୂଆ ଢଙ୍ଗରେ ଆଉ ଭିନ୍ନ ଭିନ୍ନ ଉପାୟରେ ପାଳନ ହେଉଛି ଅନେକ ପର୍ବପର୍ବାଣୀ । କେଉଁଠି ଗୁମ୍ଫା ମଧ୍ୟରେ ନୃତ୍ୟ ପରିବେଷଣ କରି ପୂଜା କରାଯାଉଛି ତ ଆଉ କେଉଁଠି ଜେସିବିରେ ଚଢି ପୌରାଣିକ ଶୈଳୀରେ ଯୁଦ୍ଧ କରାଯାଉଛି । More

ପୁଣି ତାତିଲା, ଘରୁ ବାହାରିଲେ ଦେହ ମୁଣ୍ଡ ପୋଡ଼ିଯାଉଛି

ଆଗାମୀ ଦିନେ କି ୨ଦିନ ପରେ ଉପକୂଳ ଓଡିଶାରୁ ହିଟ-ୱେଭ ଉପରେ ଲାଗିପାରେ ବ୍ରେକ । ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ସମ୍ଭାବନା ରହିଛି ।  More

ପ୍ରଚାର ପାଇଁ ଟଙ୍କା ଦେଲାନି କଂଗ୍ରେସ, ଟିକେଟ ଫେରାଇଦେଲେ ପୁରୀ ସାଂସଦ ପ୍ରାର୍ଥୀ

ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ପୁରୀରେ ହେବ ନିର୍ବାଚନ। ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ ୬ ତାରିଖ ରହିଛି। ଏହି ସମୟରେ ପୁରୀ ସାଂସଦ ପ୍ରାର୍ଥୀ ଟିକେଟ୍ ଫେରାଇଦେବା ନିହାତି ଭାବେ କଂଗ୍ରେସ ପାଇଁ ଶକ୍ତ ଧକ୍କା। More

ନବୀନଙ୍କ ନିର୍ବାଚନୀ ପ୍ରଚାର, ଆଜି ୪ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଆଜି ନିର୍ବାଚନ ପ୍ରଚାର ପାଇଁ ୪ଟି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଯିବେ । More

ଆକ୍ସନ ମୋଡ୍‌ରେ ECI, ଅଭିଯୋଗ ଆସିଲା ମାତ୍ର କାର୍ଯ୍ୟାନୁଷ୍ଠାନ

କଟକ ଚୌଦ୍ୱାର ଥାନା IIC ବିଶ୍ୱରଂଜନ ସାହୁ ଏବଂ SI ସରସ୍ୱତୀ ସାହୁଙ୍କୁ ବଦଳି ପାଇଁ ଟୁଇନସିଟି ପୋଲିସ କମିଶନର ଏବଂ ପୋଲିସ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। More

ଆଜି ଓଡ଼ିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର,କର୍ମୀଙ୍କୁ କଣ ଦେବେ ଗୁରୁ ମନ୍ତ୍ର

ଆଜି ଓଡ଼ିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ଭୁବନେଶ୍ବରରେ ବ୍ୟପକ କାର୍ଯ୍ୟକ୍ରମ । କଟକରେ ଦଳୀୟ କାର୍ଯ୍ୟକ୍ରମ ଓ ସନ୍ଧ୍ୟାରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ ଏସ୍.ଜୟଶଙ୍କର । More

ନାମାଙ୍କନ ଦାଖଲରେ କମ୍ପିଲା ଟ୍ଵିନସିଟି: ଆରମ୍ଭ ହେଲା ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା, ଜୁନ୍ ୪କୁ ଅପେକ୍ଷା

ଭୁବନେଶ୍ୱରରୁ ସମ୍ବଲପୁର, କଟକରୁ କେଉଁଝର। ୩ ପ୍ରମୁଖ ଦଳର ଯୋଦ୍ଧା ନିଜର କର୍ମୀ, ସମର୍ଥକ ଏବଂ ଦଳୀୟ ନେତାଙ୍କୁ ସାଙ୍ଗରେ ନେଇ ନାମାଙ୍କନ ଭରିଛନ୍ତି। More

ଓଡ଼ିଶା ମୁହାଁ ବିଜେପି ହେଭିୱେଟ୍‌; ୫ରେ ନଡ୍ଡା, ୬ରେ ଆସିବେ PM ମୋଦି

ପ୍ରଥମ କରି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସଭା । More

ଖଣ୍ଡପଡ଼ା କେଁ ! ଦେବା ଲୋକକୁ ଦେଲେନି, ଏବେ ସ୍ଥିତି ସଙ୍ଗୀନ, ବିଜୟ ସ୍ଵପ୍ନ..

ଯେଉଁ ଦଳ ପାଇଁ ଦିନେ ଓକିଲାତି କରୁଥିଲେ ଏବେ ସେଇ ଦଳ ତାଙ୍କୁ ଟିକେଟ ଖଣ୍ଡିଏ ଦେଲାନି। ଶେଷରେ ଖଣ୍ଡପଡାରୁ ବିଜେଡି ଟିକେଟ ନମିଳିବା ପରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ। More

ଶଙ୍ଖକୁ ଶକ୍ତ ଝଟକା; ସରକାରୀ ପଦର ଅପବ୍ୟବହାର, ରାତାରାତି ଆକ୍ସନ !

ବିଜେଡିର ବଡ ଭୋଟ୍ ବ୍ୟାଙ୍କ ଉପରେ ଜୋରଦାର ମାଡ଼। ଶାସକ ଦଳର ଏସ୍ଏଚ୍‌ଜି ସିଷ୍ଟମ୍‌କୁ ଇସିଆଇ ଝଟକା। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ। ଆକ୍ସନ ମୋଡରେ ନିର୍ବାଚନ କମିଶନ୍। More

ବୈଜୟନ୍ତଙ୍କ ଗୁରୁତର ଆଖି ସର୍ଜରୀ; ନିର୍ବାଚନୀ ପ୍ରଚାର କିଛିଦିନ ସ୍ଥଗିତ

ଆଖିରେ ସର୍ଜରି ହୋଇଥିବା ହେତୁ ସେ ମେଡିକାଲ ଅବଜର୍ଭେସନରେ ରହିଛନ୍ତି। ଆଜି ତାଙ୍କ ଆଖିରେ ସର୍ଜରୀ ହୋଇଛି। More