ସଂକ୍ଷେପରେ ଆଜିର ତାଜା ଖବର - Sunday, 28 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପ୍ରଚଣ୍ଡ ଖରାରେ ଲୁଚକାଳି ଖେଳୁଛି ବିଜୁଳି, ରାଜଧାନୀରେ ବି ୩ରୁ ୪ଘଣ୍ଟା ଗୁମ୍ ହୋଇଯାଉଛି କରେଣ୍ଟ

ପ୍ରଶ୍ନ ଉଠୁଛି, ଶକ୍ତି ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ଓଡ଼ିଶାରେ କାହିଁକି ହେଉଛି ପାୱାର କଟ୍ ? କ’ଣ ଏହା ପଛର ବାସ୍ତବ କାରଣ ? More

ସାଲେପୁର ନ୍ୟାୟ ସମାବେଶରୁ ରାହୁଲଙ୍କ ନିଶାନା; କହିଲେ, ଓଡ଼ିଶାକୁ ଚଳାଉଛନ୍ତି ପାଣ୍ଡିଆନ୍

ନିର୍ବାଚନ ଘୋଷଣା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସି ଗର୍ଜିଛନ୍ତି ରାହୁଲ। ସାଲେପୁର ନ୍ୟାୟ ସମାବେଶରୁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଓଡ଼ିଶାକୁ ପାଣ୍ଡିଆନ୍ ହିଁ ଚଳାଉଛନ୍ତି। More

ଆସିଲା କଂଗ୍ରେସର ନୂଆ ପ୍ରାର୍ଥୀ ତାଲିକା, କଟକ-ବାରବାଟୀରୁ ଲଢ଼ିବେ ସୋଫିଆ ଫିର୍ଦ୍ଦୋସ

ଏଥିସହ ୮ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଟକ-ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଚି କଂଗ୍ରେସ। More

ବିଜେପି ଫୋକସରେ ଦକ୍ଷିଣ ଓଡ଼ିଶା, ପ୍ରଚାର ପାଇଁ ଆସୁଛନ୍ତି ଦଳର ଟପ୍ ନେତା

ଦକ୍ଷିଣ ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି । ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ। ୨୦୧୪ ତୁଳନାରେ ୧୯ ସାଧାରଣ ନିର୍ବାଚନରେ ସବୁଠି ଆଶାତୀତ ଭାବେ ବଢ଼ିଥିଲା ଦଳର ଭୋଟ୍ ପ୍ରତିଶତ। More

ଶାହଙ୍କ ପରେ ଏବେ ନଡ୍ଡା ବି ବର୍ଷିଲେ; କହିଲେ, ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି, ସତର୍କ ରହନ୍ତୁ..

ବ୍ରହ୍ମପୁର ସମାବେଶରେ ଜେପି ନଡ୍ଡା ପ୍ରଥମେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଛନ୍ତି। ମଧୁ ବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଏଠାରେ ବିଜେପି ସରକାର ହେବା ଦରକାର ବୋଲି କହିଛନ୍ତି। More

ରାଜଧାନୀରେ ଗାଡ଼ି ଯାଞ୍ଚ ବେଳେ ୩ ଲକ୍ଷ ୬୦ ହଜାର ଜବତ

କଣ ପାଇଁ କାରରେ ଏତେ ପରିମାଣର ଟଙ୍କା ନିଆଯାଉଥିଲା ? ଟଙ୍କା ନେଇ ଯାଇଥିବା ବ୍ୟକ୍ତି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି। More

OSSC New Recruitment: ଓଡ଼ିଶାରେ ସରକାରୀ ଚାକିରି; ପୂରଣ ହେବ ୬୫୦ରୁ ଅଧିକ ପଦବୀ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂଆ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହା ଓଡ଼ିଶା ସରକାରରେ ଏକ ସ୍ଥାୟୀ ନିଯୁକ୍ତି। More

ରାହୁଲଙ୍କ ଗ୍ୟାରେଣ୍ଟି: ୨୦୦ ୟୁନିଟ ମାଗଣା ବିଜୁଳି, ୫ ଶହ ଟଙ୍କାରେ ଗ୍ୟାସ୍‌

କଂଗ୍ରେସ ସରକାର ଆସିଲେ ମିଳିବ ଏହି ସବୁ ସୁବିଧା। ରାହୁଲଙ୍କ ପ୍ରତିଶ୍ରୁତିର ପାହାଡ଼। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମନଲୋଭା ଅଫର୍‌। More

ଆରମ୍ଭରୁ ବର୍ଷିଲେ ରାହୁଲ ଗାନ୍ଧି; କହିଲେ, ଓଡ଼ିଶାକୁ ପାଣ୍ଡିଆନ ହିଁ ଚଳାଉଛନ୍ତି..

ସାଲେପୁର ସଭାରେ ଆରମ୍ଭରୁ ବର୍ଷିଲେ ରାହୁଲ ଗାନ୍ଧି। ସେ କହିଛନ୍ତି, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। More

ଦିନିକିଆ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ; କଂଗ୍ରେସ କର୍ମୀ ଓ ନେତାଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବରରେ ରାହୁଲ ଗାନ୍ଧୀ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ବର ବିଜୁ ଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। More

ଟ୍ୱିନ୍‌ସିଟିରେ ଖରା କର୍ଫ୍ୟୁ; ମେ' ପହିଲା ଯାଏ ହିଟ୍‌ୱେଭ୍ ଆଲର୍ଟ

ଆସନ୍ତା ମେ' ପହିଲା ଯାଏଁ ଏଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଟ୍ୱିନସିଟିବାସୀଙ୍କୁ ତ୍ରାହି ମିଳିବନି । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦେଖି ମେ ୧ ଯାଏଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି। More

ମନେପଡ଼ନ୍ତି ମଧୁବାବୁ; ଉତ୍କଳ ଗୌରବଙ୍କୁ ଝୁରୁଛି ଓଡ଼ିଆ ଜାତି

ଓକିଲାତି ପାଶ୍ କରିବା ପରେ ମଧୁବାବୁ ପ୍ରଥମେ କିଛି ବର୍ଷ ପାଇଁ କଲିକତା ହାଇକୋର୍ଟରେ ଓଡିଆ ଅନୁବାଦକ ଭାବେ କାର୍ଯ୍ୟ କରିଥିଲେ । ସେହି ସମୟରେ ପତ୍ନୀ ସୌଦାମିନୀଙ୍କର ବିୟୋଗ ଘଟିଥିଲା ଏବଂ ଏହା ତାଙ୍କୁ ଏତେ ବ୍ୟଥିତ କରିଥିଲା ଯେ, ସେ ଆଉ ପୁନର୍ବାର ବିବାହ କରି ନଥିଲେ । More

ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତାବିବାହ’କୁ ୮୮ ବର୍ଷ

କିନ୍ତୁ ବିଡମ୍ବନା ପୁରୀ ସହରରେ ଏବେ ଗୋଟିଏ ହେଲେ ସିନେମା ହଲ ନାହିଁ। ଯାହାକୁ ନେଇସାଧାରଣରେ ଦାବି ଉଠିଛି । ଅନ୍ନପୂର୍ଣ୍ଣା ଥଏଟର ହେବ ବା ତିନୋଟି ମାର୍କେଟ କମ୍ପ୍ଳେକସ ନିର୍ମାଣ ହେଲା ସେଠାରେ ସିନେମା ହଲ ଟିଏ ହେଉ। More

ସୁପର୍ ସଣ୍ଡେରେ ସୁପର୍ ସୋ; ଓଡ଼ିଶା ଆସୁଛନ୍ତି ନଡ୍ଡା ଓ ରାହୁଲ

ସୋନପୁର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ନବୀନ ସରକାରକୁ ସିଧାସଳଖ ନିଶାନା କରିଥିବାରୁ ଆଜି ନଡ୍ଡା କଣ କହୁଛନ୍ତି ତା ପରେ ସମସ୍ତଙ୍କ ନଜର ରହିଛି। More

କଟକ ପାଇଁ ମୋକିମଙ୍କ ଝିଅଙ୍କ ନାଁ ସୁପାରିସ୍ କଲା ପ୍ରଦେଶ କଂଗ୍ରେସ

କଟକରେ କଟକ-ବାରବାଟୀ କଂଗ୍ରେସ ପକ୍ଷରୁ ଅନୁଷ୍ଠିିତ ହୋଇଛି ବିଶାଳ ସମାବେଶ। କାର୍ଯ୍ୟକ୍ରମରେ ମହମ୍ମଦ ମୋକିମଙ୍କ ସମେତ ତାଙ୍କ ଝିଅ ଶୋଫିଆଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। More

ଟ୍ୱିନ୍‌ସିଟିରେ ଖଇ ଫୁଟୁଛି; ଦିନ ରାତି ଏଠି ସବୁ ଭୟଙ୍କର

୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଆଜି ସର୍ବାଧିକ ୪୪.୬ ଡିଗ୍ରୀ ସହ ଚଳିତ ଗ୍ରୀଷ୍ମୠତୁରେ ସର୍ବକାଳୀନ ରେକର୍ଡ କରିଛି ଭୁବନେଶ୍ୱରର ତାପମାତ୍ରା। More

ବିଜେପି ଦଖଲକୁ ଯିବ କି ଓଡ଼ିଶା, ତ୍ରିପୁରା ମଡେଲରେ ଗଢ଼ା ହେବ ସରକାର!

ଅମିତ୍ ଶାହାଙ୍କ ଓଡ଼ିଶାରେ ସରକାର ଗଢ଼ିବାର ଦମ୍ଭୋକ୍ତି ହଠାତ୍ ବଢ଼ାଇ ଦେଇଛି ଭାଜପା ନେତା ଓ କର୍ମୀଙ୍କ ମନୋବଳ । ଯଦି ତ୍ରିପୁରାରେ ଦଳ ମାତ୍ର ୧.୪ ପ୍ରତିଶତ ଭୋଟ୍ ପାଇ ସରକାର ଗଢି ପାରିଲା, ତାହାଲେ ଓଡିଶାରେ କାହିଁକି ସମ୍ଭବ ନୁହେଁ ବୋଲି କହିବା ପରେ ଆରମ୍ଭ ହୋଇଛି ରଣନୀତି । More

ସୁପର୍ ସଣ୍ଡେରେ ସୁପର୍ ସୋ; ଦୁଇ ହେଭିୱେଟ୍‌ ନେତାଙ୍କ ପ୍ରଚାରରେ କମ୍ପିବ ମୈଦାନ

ଫାଷ୍ଟ ଫେଜ୍ ଇଲେକ୍ସନ ପାଇଁ କାଲି ଓଡ଼ିଶାରେ ହାଇଭୋଲଟେଜ୍ ପ୍ରଚାର। ବ୍ରହ୍ମପୁର ଆମ୍ବପୁଆରେ ସଭା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା। ସାଲେପୁରରେ କଂଗ୍ରେସର ନ୍ୟାୟ ସମାବେଶକୁ ଆସିବେ ରାହୁଲ ଗାନ୍ଧୀ। More

ସରକାରୀ ଶିକ୍ଷାନୁଷ୍ଠାନରେ କାହିଁକି ନାହିଁ ସଫଳତା ? ରାଉରକେଲା NITରୁ ୫ ଛାତ୍ରଛାତ୍ରୀ IAS

ଏଥର ସିଭିଲ ସର୍ଭିସ ପରୀକ୍ଷାରେ ସମସ୍ତଙ୍କୁ ଚମକାଇ ଦେଇଛି ରାଉରକେଲା ନିଟ୍ । ପ୍ରଥମଥର ପାଇଁ ଏକାସଙ୍ଗେ ପାଂଚ ପାଂଚ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । More