ସଂକ୍ଷେପରେ ଆଜିର ତାଜା ଖବର - Wednesday, 03 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର

ଦଳରେ ଆଉ ଗୁରୁତ୍ୱ ନ ଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି ଦେବେନ୍ଦ୍ର କହଁର । ୨୦୦୯ରୁ ୨୦୧୪ ଯାଏଁ ଫୁଲବାଣୀ ଆସନରୁ ବିଜେଡି ବିଧାୟକ ଥିଲେ ଦେବେନ୍ଦ୍ର । More

ବିଜେଡି ଛାଡ଼ିଲେ ପର୍ଶୁରାମ ଧଡ଼ା, ଟିକେଟ ନ ଦେବାରୁ ଦେଲେ ଇସ୍ତଫା

ତେବେ ବିଜେଡିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା। ସେ ଆଗାମୀ ନିର୍ବାଚନ ନିଶ୍ଚିତ ଲଢ଼ିବି ବୋଲି କହିଛନ୍ତି। More

ରାଜଧାନୀରେ ଛିଡ଼ୁନି ବିଜେଡିର ଟିକଟ ଅଙ୍କ, ଅନନ୍ତଙ୍କୁ ଅମରେଶଙ୍କ ଜୋରଦାର ବିରୋଧ

ଅନନ୍ତ କିନ୍ତୁ ଟିକେଟ ଲବି ନେଇ ପୁରା ଚୁପ୍। ଧନ୍ୟବାଦ୍ ଜଣାଇବାକୁ ଆସିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି। More

ନିର୍ବାଚନୀ ମୈଦାନରେ ଖେଳିବେ ନ୍ୟୁ ଜେନେରେସନ, ପୁଅଙ୍କ ପାଇଁ ବାଟ ଛାଡ଼ିଲେ ଏକାଧିକ ନେତା

ବର୍ଷ ବର୍ଷ ଧରି ବାପା ଲଢୁଥିଲେ ନିର୍ବାଚନୀ ମୈଦାନରେ। ଏଣିକି ବାପାଙ୍କ ବଦଳରେ ଲଢ଼ିବେ ପୁଅ । ଏଥର ନିର୍ବାଚନୀ ରଣଭୂମିରେ ପଶ୍ଚିମ ଓଡ଼ିଶାର ଏକାଧିକ ଭେଟେରାନଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳିବ ନାହିଁ । More

ବିଜେଡିର ୨ୟ ପର୍ଯ୍ୟାୟ ତାଲିକା ଘୋଷଣା, ଜାଣନ୍ତୁ କିଏ କେଉଁଠୁ ହେଲେ ପ୍ରାର୍ଥୀ...

ବଣାଇରୁ ଭୀମସେନ ଚୌଧୁରୀ । ବାରିପଦା- ସାନନ୍ଦ ମାରାଣ୍ଡି । More

ନିର୍ବାଚନ ପୂର୍ବରୁ ପଟ୍ଟ ପରିବର୍ତ୍ତନ: ବିଜେଡିରେ ମିଶିଲେ ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା

ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା।ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ଭୃଗୁ । More

ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର; ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ବିଜେପିର ରାଜ୍ୟ ଉପସଭାପତି ଥିଲେ ଭୃଗୁ ବକ୍ସିପାତ୍ର। ଗତଥର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ । ୨୦୧୯ରେ ବିଜେପି ଟିକେଟରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ । More

ରାଜ୍ୟରେ ନିଆଁ ବର୍ଷା; ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ଦିଆଯାଉଛି ତରଭୁଜ, ଆଖୁ ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ। More

Panchang Today 3rd April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

 ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୯ମୀ ସନ୍ଧ୍ୟା ୦୬.୨୯ ଗତେ ୧୦ମୀ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ରାତ୍ରି ୦୯.୪୬ ପର୍ଯ୍ୟନ୍ତ ।  More

BJPର ୧୧୨ ବିଧାନସଭା ଯୋଦ୍ଧା ଘୋଷଣା, ପୁରୁଖାଙ୍କୁ ପ୍ରାଧାନ୍ୟ-ନୂଆ ଚେହେରାଙ୍କୁ ସୁଯୋଗ

ପ୍ରଥମ ଦଫା ତାଲିକାରେ ୧୭ ବିଧାୟକ ରିପିଟ୍ । ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ । More

୫ ଲୋକସଭା ଆସନରେ ହେବ ଜୋରଦାର ଲଢ଼େଇ...

ସୁନ୍ଦରଗଡ଼ରେ ଜୁଏଲଙ୍କୁ ଟକ୍କର ଦେବେ ଦିଲ୍ଲୀପ ଓ ଜନାର୍ଦ୍ଦନ । କୋରାପୁଟରେ ସପ୍ତଗିରି, କାଳୀରାମ ଓ କୌଶଲ୍ୟାଙ୍କ ଭିତରେ ଲଢ଼େଇ । More

କଂଗ୍ରେସ ଜାରି କଲା ପ୍ରାର୍ଥୀ ତାଲିକା... କେଉଁଠି ବାପା-ପୁଅ, ତ ଆଉ କେଉଁଠି ବାପା-ଝିଅଙ୍କୁ ଟିକେଟ୍

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ୪୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ୨ଟି ଆସନ ଛାଡ଼ିଛି ଇଣ୍ଡି ସହଯୋଗୀଙ୍କୁ। More

ପୁଣି ECIଙ୍କ ବଦଳି ଛାଟ...୨ ଜିଲ୍ଲାପାଳ, ୫ ଏସପି ଓ କେନ୍ଦ୍ରାଞ୍ଚଳ IGଙ୍କୁ ଟ୍ରାନସଫର୍ ଅର୍ଡର

ଭୋଟ୍ ଆଗରୁ ଭାରତୀୟ ନିର୍ବାଚନ କମିଶନଙ୍କ ପୁଣି ଏକ ବଡ଼ ଆକ୍ସନ । ଓଡ଼ିଶାର ଦୁଇ ଜିଲ୍ଲାପାଳ ଓ ପାଞ୍ଚ ଏସପିଙ୍କ ସହ କେନ୍ଦ୍ରାଞ୍ଜଳ ପୋଲିସ ଆଇଜିଙ୍କୁ ଦେଇଛନ୍ତି ବଦଳି ଆଦେଶ । More

କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ ଦୁଇ ହେଭିୱେଟ୍ ନେତା ନିରାଶ !

ଜୟରାମ ପାଙ୍ଗୀ ଓ ଗିରିଧର ଗମାଙ୍ଗ ନିରାଶ ! କଂଗ୍ରେସରେ ଯୋଗ ଦେଇଥିଲେ ଜୟରାମ ପାଙ୍ଗୀ ଓ ଗିରିଧର ଗମାଙ୍ଗ । More