ସଂକ୍ଷେପରେ ଆଜିର ତାଜା ଖବର - Monday, 18 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସ୍ୱାଧୀନତାର ୭୫ ବର୍ଷ ପରେ ବି ପହଞ୍ଚିପାରିନି ପାଣି-ରାସ୍ତା, ପ୍ରତି ଘରେ ଜରିପାଲ

ସାମାନ୍ୟତମ ମୌଳିକ ସୁବିଧା ବି ଅପହଂଚ । ସରକାରୀ ଯୋଜନା ପହଁଚିବା ସାତ ସପନ । More

ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା କରି ଟିକେଟ୍ ଦେବ କି ବିଜେଡି ? 

ନବୀନ ନିବାସରେ ପୁରୀ ନେତାଙ୍କୁ ଡାକି ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ । ପୁରୀ ନେତାଙ୍କୁ ଡାକି ଟାସ୍କ ଦେଇଛି ବିଜେଡି ।  More

ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ବିଜେପିର ଏକାକୀ ନିର୍ବାଚନ କସରତ

ବଡ଼ ମିଶ୍ରଣ ପର୍ବ ଓ କୋର କମିଟି ବୈଠକ ପରେ ଦିଲ୍ଲୀରେ ମନମୋହନ । More

ସାମାଜିକ ବ୍ୟବସ୍ଥାର କରୁଣ ପରିଣତି, ୧୦ କେଜି ମାଂସ ପାଇଁ ଶବକୁ ଦେଲେନି କାନ୍ଧ

ମେଣ୍ଢା ମାଂସ ଖାଇବାକୁ ଦେଲେ ଶବ ଉଠିବ, ସାହି ଭାଇ କେହି ଶବ ଉଠାଇବା ପାଇଁ ମନା କରିଦେଲେ । More

'ବେଆଇନ୍ ଅସ୍ତ୍ରଶସ୍ତ୍ର-ନିଶା ଦ୍ରବ୍ୟ ଚାଲାଣ-ଟଙ୍କା କାରବାର ରୋକିବାକୁ ଗୁରୁତ୍ୱ'

ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ବୈଠକ । ବରିଷ୍ଠ ଅଧିକାରୀଙ୍କ ସହ ମିଟିଂ ପରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା । More

ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? କେଉଁଠି ଖସିଗଲେଣି ବନ୍ଦୀ ତ କେଉଁଠି ମିଳୁଛି ମାଳ ମାଳ ନିଶା ଦ୍ରବ୍ୟ

ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? କେଉଁଠି ଖସିଗଲେଣି ବିଚାରାଧିନ ବନ୍ଦୀ ତ କେଉଁଠି ମିଳୁଛି ମାଳ ମାଳ ମାଦକ ଦ୍ରବ୍ୟ। ତ ଆଉ କେଉଁଠି ମୋବାଇଲ୍ ଫୋନ୍ ଜବତ ହେଉଛି। More

ଲୁଚିଛି ନା ଗୋଡ଼ ଦିଟା ଦିଶୁଛି; ସରକାରୀ ଦପ୍ତରରୁ ଛକ ବଜାର, ସବୁଠି ଝୁଲୁଛି ସରକାରୀ ସ୍କିମ୍

ଭୋଟ୍ ବିଗୁଲା ବାଜିଲା, ଆଚରଣ ବିଧି ଲାଗିଲା। ତିନି ଦିନ ବିତିଲାଣି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ରାସ୍ତାକଡ଼ ହେଉ କି ସରକାରୀ ଦପ୍ତର, ସବୁଠି ଖୋଲାମେଲାରେ ଝୁଲୁଛି ମାଳ ମାଳ ସରକାରୀ ବିଜ୍ଞାପନ ହୋର୍ଡିଂ। More

ନିଜ ବିବାହରେ ରକ୍ତ ଓ ଗଛ ଦାନ କରି ଚର୍ଚ୍ଚାରେ ନବ ଦମ୍ପତି

ଲୋକଙ୍କଠୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର। ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ। More

ପଥର ଉପରେ ବିରାଟ ପାଦ ଚିହ୍ନ, କାହାର ? ଲୋକେ କୁହନ୍ତି ଭୀମ ଆସିଥିଲେ...

ନଦୀ ଶଯ୍ୟାରେ ପଥର ଉପରେ ଥିବା ଏକ ପାଦଚିହ୍ନକୁ ସ୍ଥାନୀୟ ବାସିନ୍ଦା ଭୀମାଖୋଜ ବା ଭୀମାରାଣୀଙ୍କ ପାଦ ଭାବେ ମାନ୍ୟତା ଦେଇ ପୂଜାର୍ଚ୍ଚନା କରୁଛନ୍ତି । More

ଆଉ ନାହିଁ କିଚେନ୍‌ ଗାର୍ଡେନ୍‌ର ଚିହ୍ନ ବର୍ଣ୍ଣ ! କୁଆଡ଼େ ଗଲା ଯୋଜନା...

ବାଲେଶ୍ୱର ଜିଲ୍ଲାରେ କିଛି ସ୍କୁଲରେ ଗାର୍ଡେନ ଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ଆଉ କିଛି ସ୍କୁଲକୁ ସହାୟତା ରାଶି ମିଳିନି । ସ୍କୁଲ୍‌ରେ କିଚେନ୍ ଗାର୍ଡେନର ଅସ୍ତିତ୍ୱ ନଥିବା ବେଳେ ନିଜସ୍ୱ ଚେଷ୍ଟାରେ ଗଛ ଲଗାଇବାକୁ ଉଦ୍ୟମ କରୁଛନ୍ତି ଅନେକ ସ୍କୁଲ୍ । More

ବସ୍ ଷ୍ଟାଣ୍ଡକୁ ଯାଉନି ବସ୍‌, ଯାତ୍ରୀ ହନ୍ତସନ୍ତ ଲୋକେ ବି ହନ୍ତସନ୍ତ

୧୨ ତାରିଖରୁ ନୂଆ ବସଷ୍ଟାଣ୍ଡ ଉଦଘାଟନ ସରିଲାଣି ହେଲେ ଘରୋଇ ବସ୍ ମାଲିକ ସଂଘ ପାଖରେ ଖବର ନାହିଁ । ପାର୍କିଂ ଫି ସହିତ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଜାଣିନଥିବା ଅଭିଯୋଗ ମଧ୍ୟ କରିଛନ୍ତି ବସ୍‌ ମାଲିକ । More

ମୋକିମ୍‌ଙ୍କୁ ସୁପ୍ରିମ ଆଶ୍ୱସ୍ତି; ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ

୨୦୧୯ରେ ମୋକିମଙ୍କ ପ୍ରତିପକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ଉପରେ ଶୁଣାଣି କରି ରାୟ ଶୁଣାଇଥିଲେ ଉଚ୍ଚ ଅଦାଲତ। ସେହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ ମହମ୍ମଦ ମୋକିମ। More

ମହଙ୍ଗା ପଡ଼ିଲା ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବିବାହ; ଅଧାବାଟରୁ ବରକୁ ଉଠାଇନେଲା ପୋଲିସ

ଧରୁଆଡିହି ବସ୍ତିର ତାଙ୍କ ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲେ ବିଷ୍ଣୁ। କୌଣସି ସୂତ୍ରରୁ ତାଙ୍କ ପ୍ରେମିକା ଏହି ଖବର ପାଇ ପ୍ରଥମେ ଗୋବିନ୍ଦପୁର ଓ ପରେ ଧରୁଆଡିହି ଥାନାରେ ଅଭିଯୋଗ କରିଥିଲେ। More

ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା ! ଶ୍ରୀମନ୍ଦିର ଏସି ଟନେଲର ୨ ମାସର ବିଦ୍ୟୁତ୍ ବିଲ୍ ୧୪ ଲକ୍ଷ

ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା.... ଦୁଇ ମାସରେ ଶ୍ରୀମନ୍ଦିର ଏସି ବ୍ୟାରିକେଡ୍‌ର ବିଦ୍ୟୁତ୍ ବାବାଦକୁ ବିଲ୍ ଆସିଛି ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା । More

Weather Update: ୧୯ ଓ ୨୦ରେ କାଳବୈଶାଖୀ; ୪୦ରୁ ୫୦ କିମି ବେଗରେ ବହିପାରେ ପବନ !

Weather Update Odisha: ଆସନ୍ତା ୧୯ ଏବଂ ୨୦ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ୪୦ରୁ ୫୦ କିମି ବେଗରେ ବହିପାରେ ପବନ । More

ଖସୁଛି ରାଜ୍ୟର ଭୂତଳ ଜଳସ୍ତର; ସଂକଟମୁହାଁ ଭୁବନେଶ୍ବର !

ଦ୍ରୁତ ଗତିରେ ଖସୁଛି ରାଜ୍ୟର ଭୂତଳ ଜଳସ୍ତର ।  ମାଟି ଯେତିକି ଶୋଷୁଛି ତାର ୮୬% ହେଉଛି ଉତ୍ତୋଳନ । ଭୂତଳ ଜଳ ସଂକଟମୁହାଁ ରାଜଧାନୀ ଭୁବନେଶ୍ବର ! More

ନିର୍ବାଚନ ପାଇଁ ଆକ୍ସନ ମୋଡରେ ପ୍ରଶାସନ, ହଟୁଛି ସରକାରୀ ବିଜ୍ଞାପନ ଥିବା ବ୍ୟାନର ଓ ପୋଷ୍ଟର୍

ଗଣତନ୍ତ୍ରର ମହାପର୍ବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଜିଲ୍ଲାସ୍ତରରେ ପ୍ରଶାସନିକ ତତ୍ପରତା । ଆଦର୍ଶ ଆଚରଣ ବିଧିର ସୁରକ୍ଷା ପାଇଁ ଆକ୍ସନ ମୋଡରେ ପ୍ରଶାସନ। More

ଦାମ ପରିବାରର ପକ୍ଷ ଛେଦନ ପାଇଁ ରଣନୀତି ! ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ବାପି ସର୍ଖେଲଙ୍କ ପତ୍ନୀ

ଭୁବନେଶ୍ୱରରେ ମିଶ୍ରଣ, ପାରାଦୀପରେ ହଲଚଲ ! ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ମିସେସ୍ ସର୍ଖେଲ୍। ବନ୍ଦରନଗରୀରେ ତେଜିଲା ବିଜେଡି ଟିକେଟ୍ ରେସ୍ ଚର୍ଚ୍ଚା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡି ଶିବିରରେ ଯୋଗ ଦେଇଛନ୍ତି। More