ସଂକ୍ଷେପରେ ଆଜିର ତାଜା ଖବର - Thursday, 20 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦୁଇ ସ୍ୱୟଂସିଦ୍ଧାଙ୍କ କାହାଣୀ; ନିଜ ହାତରେ ଗଢ଼ୁଛନ୍ତି ନିଜର ଭାଗ୍ୟ

ଜଣଙ୍କ ହାତରେ ପାୱାର ଟିଲର..ଅନ୍ୟ ଜଣଙ୍କ ହାତରେ ପେଟ୍ରୋଲ ପଂପର ନୋଜଲ। ଦୁଇଜଣ ପଢୁଛନ୍ତି, ଘରର ଜାବତୀୟ କାମ କରୁଛନ୍ତି। ତା ସାଙ୍ଗକୁ ନିଜ ହାତରେ ଲେଖୁଛନ୍ତି ନିଜ ନିଜର ଭାଗ୍ୟ। More

ନୀଳାଦ୍ରୀ ବିଜେର ୧୯ ଦିନ ପରେ ବି କାହିଁକି ହୋଇପାରୁନି ଶ୍ରୀମୁଖ ଶିଙ୍ଗାର ?

ଶ୍ରୀମନ୍ଦିର ପ୍ରଶାସନ କହୁଛି ବୁଧବାର । ଦତ୍ତ ମହାପାତ୍ର ସେବକଙ୍କ ଜିଦ୍ ଗୁରୁବାର । ବାରକୁ ନେଇ କେଁ ତୁଟୁନି କି ବନକଲାଗି ହୋଇପାରୁନି । More

ବିଶ୍ୱବିଦ୍ୟାଳୟ ମାଳମାଳ ହେଲେ ଅଧ୍ୟାପକ ମରୁଡ଼ି; ଚୁକ୍ତିଭିତ୍ତିକ ଷ୍ଟାଫଙ୍କ ହାତରେ ପାଠପଢ଼ା ଭାର

ବିଶ୍ୱବିଦ୍ୟାଳୟ ମାଳମାଳ, ହେଲେ ସବୁଠି ଚୁକ୍ତିଭତ୍ତିକ ଷ୍ଟାଫଙ୍କ ହାତରେ ପାଠପଢା ଭାର । ରାଜ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ରର ଗୁମର ଖୋଲିଛି RTI ତଥ୍ୟ। More

ପ୍ରଥମେ ଛାତରୁ ପ୍ଲାଷ୍ଟର ଗଳି ଶିକ୍ଷୟିତ୍ରୀ ଆହତ, କାଲି ପିଲାଙ୍କ ଉପରେ ପଡ଼ିବନି ତ ?

ବାହାରୁ ଚକାଚକ୍, ଭିତରୁ ଫମ୍ପା ରାଜ୍ୟ ସରକାରଙ୍କ 5T ସ୍କୁଲ । ଦିନ୍ ଖୋଲୁଛି 5T ନାଁରେ ସ୍କୁଲ ରୂପାନ୍ତୀକରଣର ପୋଲ୍ । More

ଗାଁ ଭୋଟ ହାତେଇବାକୁ ବିଜେଡିର 'ନବୀନ ଓଡ଼ିଶା' ଥୋପ !

ଭୋଟରଙ୍କୁ ହାତରେ ରଖିବା ପାଇଁ ବିଜେଡିର ବଡ଼ ପ୍ଲାନ୍ । ନବୀନ ଓଡ଼ିଶା ସ୍କିମ୍ ମାଧ୍ୟମରେ ଗାଁ ଲୋକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ପ୍ରଶାସନ ବଦଳରେ ବିଜେଡି ନେତା ଆଣୁଛନ୍ତି ପ୍ରସ୍ତାବ! ପ୍ରକଳ୍ପ ଚୟନ ନାଁରେ ହେଉଛି ଦଳୀୟ ସଭା ସମିତି, ପ୍ରସ୍ତୁତ ହେଉଛି ଗାଁ ଭୋଟ୍ ପ୍ଲାନ । More

ଏକାଥରକେ ଦୁଇଟି ଲଘୁଚାପ ! ୨ ଦିନ ଯାଏଁ ପ୍ରବଳ ବର୍ଷିବ

ଆସନ୍ତା ୨୪ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା । ଲଘୁଚାପ ପ୍ରଭାବରେ ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । More

ବାର୍‌ରେ ରହିବେନି ବାଉନସର; ନିୟମ ଭାଙ୍ଗିଲେ ବାନ୍ଧିବ ପୋଲିସ

କିଛିଦିନ ଧରି ବାରରେ ନିୟୋଜିତ ବାଉନସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । More

ଅଙ୍ଗନବାଡ଼ି ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଛାତ୍ର

ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀକୁ କୁନି ପିଲାମାନେ ଆସିଥିଲେ । More

ଆସନ୍ତା ୨୩ରେ ଖୋଲିବ ହୀରାକୁଦ

ବନ୍ୟାଜଳ ଛାଡ଼ିବା ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି । ଏଥିଯୋଗୁଁ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ । More

ନାବାଳିକା ନାତୁଣୀ ବାହାଘର ରୋକିଲେ ଅଜା; ଉତ୍ତରପ୍ରଦେଶର ବର ଫେରାର୍, ୨ ଦଲାଲ ଅଟକ

ନାବାଳିକାଙ୍କ ଅଜା ଚାଇଲ୍ଡଲାଇନକୁ ଖବର ଦେଇଥିଲେ । ହେଲେ ପୋଲିସ ପହଞ୍ଚିବା ବେଳକୁ ବର ଫେରାର୍ ହୋଇଯାଇଥିଲା । ୨ଜଣ ଦଲାଲଙ୍କ ସହ ପରିବାର ଲୋକଙ୍କୁ ଥାନାକୁ ଆଣିଥିଲା ପୋଲିସ । More

ଭଦ୍ରକରେ ବସ୍‌ ଦୁର୍ଘଟଣା; ୨୫ ଆହତ, ୫ ଗୁରୁତର

ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ ଓଲଟି ପଡ଼ିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାୟୀ ତୀର୍ଥଯାତ୍ରୀ ବସ୍‌ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା । More

Today Panchang 20th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଆପଣଙ୍କ ଶୁଭ-ଅଶୁଭ ସମୟ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର ।ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ୩ୟା ଅହୋରାତ୍ର । ଜାଣନ୍ତୁ ଆପଣଙ୍କ ଶୁଭ-ଅଶୁଭ ସମୟ । More

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଦକ୍ଷିଣ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି

ଆଗାମୀ ୨ ଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ More

ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୪ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା!

ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ । କୋରାପୁଟ, ମାଲକାନଗିରି, ଗଂଜାମ, ଗଜପତିକୁ ବର୍ଷା ୱାର୍ଣ୍ଣିଂ । More

କୋଡ୍ ୱାଡ୍‌ରେ ଚାଲୁଥିଲା 'ବାବା ସିଗାରେଟ୍' ବେପାର: ଗ୍ରାହକ ସାଜି ବେପାରୀଙ୍କୁ ଧରିଲା ଅବକାରୀ ଟିମ୍

କୋଡ୍ ୱାଡ୍ ବାବାରେ ଚାଲୁଥିଲା ବେଧଡକ୍ ନିଶା ସିଗାରେଟ୍ ବେପାର। ରାସ୍ତା କଡ଼ରେ ଦୋକାନ ଖୋଲି ବିକୁଥିଲେ ବି ଧରାପଡୁନଥିଲେ। ଆଉ ଆଜି ଅବକାରୀ ବିଭାଗ ପଞ୍ଝାରେ ପଡ଼ିବା ପରେ ଖୋଲାଖୋଲି କହୁଛନ୍ତି ତାଙ୍କ ବସ୍ତି ସାରା ଅନେକ ଏଇ ବେପାରରେ ମାତିଛନ୍ତି। More

ଓଟିଭି AI ଆଙ୍କର ଲିସାର ଗ୍ଲୋବାଲ୍ କ୍ରେଜ୍: ଜନ୍ମର ୧୫ ଦିନ ଭିତରେ ଫୁଲ୍ ଭାଇରାଲ୍

ଓଡ଼ିଶାରେ ଜନ୍ମ, ସାରା ବିଶ୍ୱରେ ଚର୍ଚ୍ଚା। ଖାଲି ଓଡ଼ିଆ, ହିନ୍ଦୀ, ବେଙ୍ଗଲୀ କି ଦକ୍ଷିଣ ଭାରତୀୟ ଗଣମାଧ୍ୟମ ନୁହେଁ; ଆମେରିକା, ବ୍ରିଟେନ୍, ଗ୍ରୀସ, ବାଂଲାଦେଶଠୁ ନେଇ ପାକିସ୍ତାନ ପର୍ଯ୍ୟନ୍ତ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ପାଲଟିଛି ଓଟିଭିର AI ନ୍ୟୁଜ ଆଙ୍କର 'ଲିସା'। ସୋସିଆଲ ମିଡିଆକୁ ବି ଘାରିଛି 'ଲିସା' କ୍ରେଜ୍। More

ଦକ୍ଷିଣ ଓଡିଶାରେ ବର୍ଷା ବିତ୍ପାତ: ଉବୁଟୁବୁ ଉପାନ୍ତ ମାଲକାନଗିରି

ଉବୁଟୁବୁ ଉପାନ୍ତ ମାଲକାନଗିରି। ତିନି ଦିନ ହେଲାଣି ନନଷ୍ଟପ ବର୍ଷା କାଚୁଛି। ଗତ ୨୪ ଘଣ୍ଟାରେ ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ କୋରୁକୁଣ୍ଡାରେ ୧୮୫ ଓ ମାଲକାନଗିରିରେ ୧୮୩ ମିମି ବର୍ଷା ହୋଇଛି। More

BJD ନେତାଙ୍କ ଗ୍ୟାଙ୍ଗଷ୍ଟର ଲିଙ୍କ, ଦଳରେ ଆରମ୍ଭ ହେଲା ଦୋଷ ଲଦାଲଦି

ଜ୍ୟୋତିଙ୍କୁ ନେଇ ଏବେ ବିଜେଡି ଦଳରେ କମ୍ପନ । ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କଲେ ବିଧାୟକ ସମ୍ବିତ ରାଉତରାୟ । More

ପାର୍ଲାମେଣ୍ଟରେ ବି ଉଠିବ 5T ପ୍ରସଙ୍ଗ, ସର୍ଭିସ୍ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ନେଇ ପ୍ରଶ୍ନ କରିବ କଂଗ୍ରେସ

ବିଜେପି ବି ଉଠାଇବ ସଚିବଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ବିଜେଡି କହିଲା ଫାଇଭ୍-ଟି ମଡେଲ୍‌ର ହେବ ପ୍ରଚାର । More