ସଂକ୍ଷେପରେ ଆଜିର ତାଜା ଖବର - Tuesday, 13 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆହୁରି ୫ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର

ଉପକୂଳ ସିନା ଥଣ୍ଡା। ହେଲେ ପଶ୍ଚିମ ଓଡ଼ିଶା ଜଳୁଛି। ପ୍ରଚଣ୍ଡ ଖରା, ନିଆଁବର୍ଷା... ତାସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି। More

ପ୍ରକାଶ ପାଇଲା NEET-୨୦୨୩ ପରୀକ୍ଷା ଫଳ

ଟପ୍ ୨୦ ମହିଳା ତାଲିକାରେ ଓଡ଼ିଶାର ଅଭିପସା ଚୌଧୁରୀ ଅଛନ୍ତି। More

ବର ଯୌତୁକ ମାଗିଲା ବାଇକ୍, କନ୍ୟା ଫେରି ଆସିଲା ବାପ ଘର

ସଭା ମଝିରେ ନବବଧୂ ସିଧା ସିଧା ରଖିଲା ଯବାବ । କହିଲା, ଯାହାର ବାଇକରେ ଲୋଭ ତାକୁ ମୋର ବାହାହେବାର ନାହିଁ । More

ଶାସକ ଦଳର ଟାର୍ଗେଟରେ ବି ଟାଟା ପାୱାର: ସାଂସଦ ଅମରଙ୍କ ୟୁଟର୍ଣ୍ଣକୁ ନେଇ ଚର୍ଚ୍ଚା

ମୁଖ୍ୟଶାସନ ସଚିବଙ୍କ ପରେ ଶାସକ ଦଳର ସାଂସଦ ଅମର ପଟ୍ଟନାୟକ ବି ଝାଡିଥିଲେ ଅସନ୍ତୋଷ। ପ୍ରତିକ୍ରିୟା ଦେବାର କିଛି ସମୟ ପରେ ବଦଳି ଯାଇଥିଲା ଅମରଙ୍କ ସ୍ୱର। More

ସରକାରଙ୍କୁ ଏନଜିଟି ଛାଟ, ବନ୍ଦ ହେଲା ଶିଖରଚଣ୍ଡୀ ପାହାଡ଼ରେ ପ୍ରଶାସନର ଦମନଲୀଳା

ଏଠି ପ୍ରଶ୍ନ ଶିଖରଚଣ୍ଡୀ ପାହାଡ଼ରେ କାହା ଅନୁମତିରେହୋଇଥିଲା ଏଭଳି ବେଆଇନ୍ ନିର୍ମାଣ କାମ । ଗଛ କାଟିବା ଓ ବୁଲଡୋଜର ଲଗେଇ ପାହାଡ଼ ଭାଙ୍ଗିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? More

ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କ କାହାଣୀ...କଥା କହିପାରନ୍ତିନି ସିନା ମନ ଭିତରେ ଅଛି ଅସୁମାରୀ ସ୍ୱପ୍ନ

ପିଲାବେଳୁ ଶେଖର କିନ୍ତୁ ଖତଗଦାରେ ପଦ୍ମ ଫୁଟିଲା ଭଳି ଉଭୟ ପାଠ ଓ ଖେଳରେ ଚମତ୍କାର ପ୍ରଦର୍ଶନ କରିଛନ୍ତି.. ହେଲେ ଏବେ ପାଠ ପଢ଼ିବେ କିପରି, ଚିନ୍ତାରେ ପରିବାର.. More

ଟାଟା ଷ୍ଟିଲ ପ୍ଲାଣ୍ଟରେ ବଡ଼ ଅଘଟଣ : ଗ୍ୟାସ୍ ଲିକ୍ ହୋଇ ୧୯ ଗୁରୁତର

ଷ୍ଟିମ୍ ପାଇପ୍ ଲାଇନ୍ ଫାଟି ୧୯ କର୍ମଚାରୀ ଗୁରୁତର ଗୁରୁତର More

ବିଦ୍ୟୁତ ବିଭ୍ରାଟ : ଟାଟା ପାୱାରକୁ ଦୋଷ ଦେଲେ ବିଜେଡି ସାଂସଦ

ଟାଟା ପାୱାର ଉପରେ ବର୍ଷିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ More

ଓଡ଼ିଶା ସରକାରୀ କର୍ମଚାରୀଙ୍କୁ ରଜ ଭେଟି- ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ରଜ ଭେଟି। ୪% ବଢ଼ିଲା ମହଙ୍ଗା ଭତ୍ତା। More

ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆହତ ଯାତ୍ରୀ

ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଜଣେ ଆହତଙ୍କ କଟକ SCB ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । More

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୩ ଘଣ୍ଟା ପାଇଁ ୭ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ଆଲର୍ଟ କରାଯାଇଛି। More

ବଜ୍ରାଘାତରେ ୧୨ ମାଙ୍କଡ଼ପଲ ମୃତ

ଆଜି ସନ୍ଧ୍ୟାରେ ବାଲିଆପାଳ ଓ ଜଳେଶ୍ୱର ଅଂଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା। More

ଅସହ୍ୟ ତାତିରେ ଅତିଷ୍ଠ ଜୀବଜନ୍ତୁ; ବରଫରେ ଖେଳୁଛି ଭାଲୁ, ପାଣିରେ ବୁଡ଼ିଛି ବାଘ

କଲବଲ କରୁଛି ଟାଇଁ ଟାଇଁ ଖରା । ଜନଜୀବନ ପୁରା ଅସ୍ତବ୍ୟସ୍ତ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ବାଦ୍ ପଡ଼ିନାହାନ୍ତି ଜୀବଜନ୍ତୁ । ଭୁବନେଶ୍ୱର ନନ୍ଦନକାନନ ଚିଡ଼ିଆଖାନାରେ ଖରା ଦାଉରୁ ଟିକେ ଆଶ୍ୱସ୍ତି ପାଇଁ ବରଫ ଖଣ୍ଡ ସହ ଖେଳୁଛନ୍ତି ଭାଲୁପଲ । More

ଡ୍ରାଇଭରଙ୍କ ପାଇଁ ବଡ଼ ଘୋଷଣା, ଡ୍ୟୁଟି ବେଳେ ପ୍ରାଣ ହରାଇଲେ ମିଳିବ ୪ ଲକ୍ଷ

ଦୁର୍ଘଟଣା ଜନିତ ମୃତ୍ୟୁକ୍ଷେତ୍ରରେ ମୋଟର ଯାନ ଡ୍ରାଇଭର କର୍ମଚାରୀଙ୍କ ନିକଟତମ ଆତ୍ମୀୟଙ୍କୁ ଦିଆଯିବ ୪ଲକ୍ଷ ଟଙ୍କା। More

ନେତ୍ର ଉତ୍ସବକୁ ଆଉ ୬ ଦିନ; ଜଗାର ସେବା ପାଇଁ ଦିନରାତି ଏକ କରିଦେଇଛନ୍ତି ଦରଜୀ ସେବାୟତ

ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥରେ ସୌନ୍ଦର୍ଯ୍ୟ ଭରିବାରେ ବ୍ୟସ୍ତ ରୂପକାର ଓ ଚିତ୍ରକାର ସେବାୟତ । ଆଉ ଏପଟେ ଦରଜୀ ସେବାୟତଙ୍କୁ ବି ତର ନାହିଁ । କିଏ ମେସିନରେ କପଡ଼ା ସିଲେଇରେ ବ୍ୟସ୍ତ, ତ କିଏ ଲାଗିଛନ୍ତି ହାତ କାମରେ । More

ରେକର୍ଡ ତାତି ସହ ଆଷାଢ଼ରେ ଜଳୁଛି ଓଡ଼ିଶା, ସମ୍ବଲପୁର ୪୬ଂ

୪୬ ଡିଗ୍ରୀ ସହ ରେକର୍ଡ କଲା ସମ୍ବଲପୁର ସହରର ପାରଦ । ୪୪.୫ ଡିଗ୍ରୀରେ ଭାଜିହେଲା ରାଜଧାନୀ ଭୁବନେଶ୍ୱର । More