ସଂକ୍ଷେପରେ ଆଜିର ତାଜା ଖବର - Monday, 20 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନବ ଦାସ ହତ୍ୟା : ଓଟିଭି ହାତରେ ଏକ୍ସକ୍ଲୁସିଭ୍‌ ଫଟୋ

ଯେଉଁ ଫଟୋରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡା ହୋଇଥିବା ଜଣାପଡିଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି ମାରୁଥିବା ଭଳି ଜଣାପଡୁଛି More

ଏଥର ବିଧାନସଭା ଅଧିବେଶନରେ ବିରୋଧୀଙ୍କ ହାତରେ ଗଣ୍ତା ଗଣ୍ଡା ଅସ୍ତ୍ର, ଜୋରଦାର ହେବ କି ଆକ୍ରମଣ ?

ଉଠିବ ମନ୍ତ୍ରୀ ନବ ଦାସ ହତ୍ୟାଠୁ ଆରମ୍ଭ କରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ । କାଉଣ୍ଟର ପାଇଁ କେନ୍ଦ୍ର ଅବହେଳାକୁ ଅସ୍ତ୍ର କରିବ ଶାସକ ଦଳ । More

ନବ ହତ୍ୟା ମାମଳା: ମୁହଁ ବୁଲାଇ ଚାଲିଗଲେ DGP, ମୋହନ ମାଝି କହିଲେ ତୃତୀୟ ମହଲାରେ ଅସଲି DGP

ମନ୍ତ୍ରୀ ନବ ଦାସ ହତ୍ୟା ପଛର ଉଦ୍ଦେଶ୍ୟ କଣ ? ଗୋପାଳର ମୋଟିଭ୍ ନେଇ ନାର୍କୋ ଟେଷ୍ଟରୁ ମିଳିଲା କି ଖିଅ ? More

ନୃଶଂସ ! ପ୍ରତିଶୋଧ ପରାୟଣ ଯୁବକର ଏସିଡ୍ ମାଡ଼, ଜଳିଗଲା ୭୫ ଭାଗ ଶରୀର...

ଗୁରୁତର ଯୁବତୀ କଟକ ବଡ଼ ମେଡିକାଲରେ ଭର୍ତ୍ତି । ଅନ୍ୟ ଜଣେ ମହିଳା ଓ ଦୁଇ ଛୁଆ ମଧ୍ୟ ଆହତ । ଅଭିଯୁକ୍ତ ଯୁବକ ଫେରାର୍, ଖୋଜୁଛି ପୋଲିସ । More

ବିଜେଡିକୁ ଚିନ୍ତା ୨୦୨୪ ନିର୍ବାଚନ ! ମିଶନ ଶକ୍ତିକୁ ଢାଲ କରୁଛି କି ସରକାରୀ ଦଳ ?

ଆନ୍ଦୋଳନ ଆଳରେ SHG ସଦସ୍ୟାଙ୍କୁ ଡକାଇ ସମାବେଶ ଚର୍ଚ୍ଚା । ନିର୍ବାଚନୀ କାମରେ ବ୍ୟବହାର ହେଉଥିବା ନେଇ ଖୋଲିଲେ ଗୁମର । More

ନବ ଦାସ ହତ୍ୟା ମାମଲା: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନରସିଂହ

ନବ ଦାସ ହତ୍ୟା ଘଟଣାରେ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବା ପ୍ରସଙ୍ଗରେ ନରସିଂହ କହିଛନ୍ତି ଓଡ଼ିଶାରେ ଡିଜି ନଥିବା ଭଳି ମନେ ହେଉଛି । More

ଘରେ ପଶି ପତ୍ନୀଙ୍କୁ ଏସ୍‌ଡ୍‌ ମାଡ଼ କଲା ସ୍ୱାମୀ !

ବାହାଘର ପରେ ସ୍ୱାମୀ ପୂର୍ବରୁ ବିବାହିତ ଥିବା ଜାଣି ମହିଳା ଜଣଙ୍କ ତାଙ୍କ ସହିତ ଆଉ ଯାଇନଥିଲେ । More

ନବ ଦାସ ହତ୍ୟାକାଣ୍ଡର ୨୩ ଦିନ ପରେ ବି ଡିଜିପି ଚୁପ୍‌

ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେନି ପୋଲିସ ଡିଜି। ହତ୍ୟାକାଣ୍ଡର ୨୩ ଦିନ ପରେ ବି ଏଯାଏ ନବଙ୍କୁ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ଆସିନି। More

ବ୍ୟାପୁଛି ମସ୍ତିଷ୍କ ଜ୍ୱର ! ଜାଣନ୍ତୁ, ଏହାର ଲକ୍ଷଣ ଓ କାହା ଦ୍ୱାରା ବ୍ୟାପି ଥାଏ...

ସୋର ପୁରୁବାଇ କନ୍ୟାଶ୍ରମର ଛାତ୍ରୀଙ୍କୁ ହୋଇଛି ମସ୍ତିଷ୍କ ପ୍ରଦାହ ଅର୍ଥାତ୍‌ ମସ୍ତିଷ୍କ ଜ୍ୱର। କନ୍ୟାଶ୍ରମର ୨୬ ଜଣ ଅନ୍ତେବାସିନୀଙ୍କ ମଧ୍ୟରୁ ୫ ଜଣଙ୍କ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।  More

ଦ୍ୱିତୀୟ ବିବାହ କରିବେ ସମ୍ବଲପୁର-ବଲାଙ୍ଗିର ଜିଲ୍ଲାପାଳ

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତକାଲି ଉଭୟ IASଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। More

ଓଡ଼ିଶା ପୋଲିସରେ ଆଉ କେତେ ଗୋପାଳ ? ଖୋଜିବା ଅଭିଯାନ ଆରମ୍ଭ..

ଡ୍ୟୁଟି ଚାପରେ ଥିବା ପୋଲିସକୁ ଫଳ ଦେବ ତ ଫିଟନେସ୍ ଫଣ୍ଡା ? ସବୁ କର୍ମଚାରୀଙ୍କ ସୁସ୍ଥ ମନ ଓ ଶରୀର ପାଇଁ ରାଜ୍ୟ ପୋଲିସର ଉଦ୍ୟମ । More

ଦିନେ ଅର୍ଥାଭାବରୁ ଦିପକ ପାଠ ପଢ଼ିପାରିନଥିଲେ, ଏବେ ପିଲାଙ୍କୁ ମାଗଣା ପଢ଼ାଉଛନ୍ତି

ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଥମେ ଘର ଘର ବୁଲି ବାପାମାଆଙ୍କୁ ବୁଝାଇ ଚାଟାଶାଳୀକୁ ପିଲା ଆଣୁଥିଲେ ଦୀପକ ଓ ସୀତାରାଣୀ । ହେଲେ ଏବେ ତାଙ୍କ ପାଠଶାଳାରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୨୦। More

ପରଂପରା ପାଲଟିଗଲାଣି ପରଂପରା ଭଙ୍ଗ ! କାହିଁକି ବିଳମ୍ବରେ ଉଠିଲା ମହାଦୀପ ?

ପ୍ରଶାସନର ନିରବତାକୁ ପ୍ରଶ୍ନ, ତେଜିଲା ରାଜନୈତିକ ବୟାନବାଜି । More

ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଟାର୍ଗେଟ ! ପାଲଟା ଜବାବ ଦେଲେ ଧର୍ମେନ୍ଦ୍ର

ପ୍ରତିଶ୍ରୁତିରେ ରହିଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ । ବରଗଡ଼ରେ ନିର୍ବାଚନୀ ସଭା ଭଳି ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ । More

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିରୋଧୀଙ୍କ ରଣହୁଙ୍କାର, ରାସ୍ତାକୁ ଓହ୍ଲାଇଲା ବିଜେପିର ୟଙ୍ଗ ବ୍ରିଗେଡ୍

ନବ ଦାସ ହତ୍ୟାରୁ ନଜର ହଟାଇବାକୁ ଉଦ୍ୟମ ଅଭିଯୋଗ । 'ବିଜେଡି ଜାଣିଶୁଣି ଜୟନରାୟଣଙ୍କୁ ବିବାଦକୁ ଟାଣୁଛି' More