ସଂକ୍ଷେପରେ ଆଜିର ତାଜା ଖବର - Friday, 10 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନବଙ୍କ ହତ୍ୟା ସସପେନ୍ସ: ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସମର୍ଥକ

ସରବାହାଲ ଶେଷ କାର୍ଯ୍ୟକ୍ରମରେ ରାମ-ରାବଣ ଆଉ କୃଷ୍ଣ-କଂସ ଉପାଖ୍ୟାନ କଥା କହିଥିଲେ ନବ। More

ବିଜେଡି ବଦଳରେ ବିଜୟ କାହିଁକି ବାଛିଲେ କଂଗ୍ରେସକୁ ?

ମିଡ୍ ନାଇଟ୍ ଅପରେସନ୍ ପରଠୁ ବିଜୟଙ୍କ ଉପରେ ବଢ଼ିଥିଲା ନବୀନଙ୍କ ଭରସା। More

ଯେଉଁଠି ପାଠପଢ଼ିଥିଲେ ସେଇଠି ଆଜି ମୁଖ୍ୟ ଅତିଥି

ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ ଥର ପାଇଁ ରମାଦେବୀ ବିଶ୍ବବିଦ୍ୟାଳୟରେ ଅତିଥୀ ବନିଥିଲେ ଦ୍ରୌପଦୀ। More

ପୁରୁଣା ସ୍ମୃତି ମନେପକାଇ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ବର୍ତ୍ତମାନର ନାରୀଶକ୍ତିକୁ ସଶକ୍ତ ହେବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି। More

ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବଖାଣିଲେ ଅନୁଭୂତି, ଶୁଣନ୍ତୁ...

ବ୍ୟକ୍ତିର ଉନ୍ନତି ପାଇଁ ସାମାଜିକ, ଆର୍ଥିକ ଉନ୍ନତି ସହ ଆଧ୍ୟାତ୍ମିକ ବିକାଶ ଜରୁରୀ । More

କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ପୂର୍ବରୁ କିଛି କଂଗ୍ରେସ କର୍ମୀଙ୍କ ସହ ତାଙ୍କ ବସା ଉଠା କରିବା ନେଇ ଦେଖାଯିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । More

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ କଲେ ସ୍ୱାଗତ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । More

ଭୁବନେଶ୍ୱରରେ ଚାଞ୍ଚଲ୍ୟ ! ଅପହରଣ କରି ନେବାବେଳେ, ଚଳନ୍ତା କାର୍‌ରୁ ଡେଇଁ ପଡ଼ିଲେ ଯୁବକ...

ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେବାବେଳେ, ଚଳନ୍ତା କାର୍‌ରୁ ଯୁବକ ଜଣକ ଡେଇଁ ପଡ଼ିଥିଲେ। ତେବେ ଥାନାରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଛି।  More

ଦୁର୍ଘଟଣାରେ ପୁରା ପରିବାର ଛାରଖାର: ହସ୍ପିଟାଲ୍‌ ବେଡ୍‌ରେ ଏକାକୀ ଜୀବନ ସହ ସଂଘର୍ଷ କରୁଛି ୧୫ ମାସର ଶିଶୁ

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ପୁରା ଛାରଖାର ହୋଇଯାଇଛି। ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୧୫ ମାସର ଶିଶୁପୁତ୍ର ହସ୍ପିଟାଲ୍‌ ବେଡ୍‌ରେ ଏକାକୀ ଜୀବନ ସହ ସଂଘର୍ଷ କରୁଛି।  More

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ୱିନ୍‌ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋଟ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। More

ଦାଦାବଟି ନଦେବାରୁ ୨ ଛାତ୍ରଙ୍କ ତଣ୍ଟି କାଟିଲା ଅଣଛାତ୍ର

ଜଣେ ଛାତ୍ରଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା ଅଣଛାତ୍ର। More

କେମିତି ହୁଏ ନାର୍କୋ ଟେଷ୍ଟ ?

ହତ୍ୟା ପଛର ମୋଟିଭ୍ ବି ରହସ୍ୟ ହୋଇରହିଛି। More

ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ: ଗତଥର ପଚାରିଥିଲେ ଚୁନି କୋଉଠି, ଏଥର ଭେଟିବେ

ଯେଉଁ କଲେଜରେ ଦିନେ ପାଠପଢୁଥିଲେ, ସେହି ଶିକ୍ଷାନୁଷ୍ଠାନରେ ଏବେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । More

ଏସସିବିରେ ଲିଭର ପ୍ରତିରୋପଣ ପାଇଁ ଆଉ କେତେ ବର୍ଷ ?

୧୦ ବର୍ଷ ତଳୁ ଯୋଜନା ହେଲାଣି, କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଖତ ଖାଇଲାଣି। More

ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଏମିତିକା ପୋଷ୍ଟର ମାରିଲା କିଏ ?

ପୋଷ୍ଟର ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି । More