ସଂକ୍ଷେପରେ ଆଜିର ତାଜା ଖବର - Saturday, 04 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚିରନିଦ୍ରାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ

ସେ ରମାଦେବୀଙ୍କ ନିର୍ଦ୍ଦେଶରେ ଗାଁ ଗାଁ ବୁଲି  ଚରଖା ଚଲାଇବା ଓ ସୂତା କଟାଇବା ଶିଖାଇଥିଲେ। More

ବିଳମ୍ବରେ ମେଡିକାଲ ଯାଉଥିବାରୁ ବଞ୍ଚିପାରୁନି ରୋଗୀଙ୍କ ଜୀବନ: କ୍ୟାନସର ବିଶେଷଜ୍ଞ

ସାରା ରାଜ୍ୟରେ ହଜାର ହଜାର ରୋଗୀ କ୍ୟାନସରରେ ପୀଡ଼ିତ ହୋଇ ମରଣ ସହିତ ଲଢ଼େଇ କରୁଛନ୍ତି। More

ନବ ଦାସଙ୍କ ଜୀବନ ଯିବା ପରଠୁ ନେତାଙ୍କୁ ଘାରୁଛି ଖାକି ଡର

ପ୍ରଶ୍ନ ଉଠୁଛି ଏ ସମୟରେ ପିଏସ୍ଓଙ୍କ ଭୂମିକା କଣ ରହିବା ଦରକାର? More

ମନ୍ତ୍ରୀ ନବଙ୍କ ହତ୍ୟା ପଛରେ ରହିଛି କି କୋଇଲା ସିଣ୍ଡିକେଟର ଷଡ଼ଯନ୍ତ୍ର ?

କୋଇଲା ମାଫିଆ, ଗୋପାଳଙ୍କୁ ଅସ୍ତ୍ର କରି ନବଙ୍କୁ ରାସ୍ତାରୁ ହଟାଇ ନାହାନ୍ତି ତ ? More

ଟି-୨୦ ଟିମ୍‌ର ନେତୃତ୍ୱ ପାଇଁ କେତେ ଫିଟ୍ ହାର୍ଦ୍ଦିକ ପାଣ୍ଡ୍ୟା

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଟିମ୍‌ର ଅଧିନାୟକ ଦାୟିତ୍ୱ ଦେଇ ବିସିସିଆଇ ଏକ ଉଚିତ ନିଷ୍ପତ୍ତି ନେଇଛି। ହାର୍ଦ୍ଦିକଙ୍କ ନେତୃତ୍ୱକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା। ତେବେ ଅଧିନାୟକ ଭାବେ ସେ ବେଶୀ ଦୂର ଯାଇ ନାହାନ୍ତି। ଆଗକୁ ସେ ଅନେକ ପରୀକ୍ଷାର ସମ୍ମୁଖୀନ ହେବେ। More

ଓଡିଆ ଜାତିର ପ୍ରାଣ ପ୍ରତିଷ୍ଠାତାଙ୍କ ସ୍ମୃତିକୁ ଅବହେଳା କାହିଁକି…

ଆଜି ମଧୁବାବୁଙ୍କ ତିରୋଧାନ ଦିବସ। ଓଡିଆ ଜାତି ପ୍ରତି ତାଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ। ଓଡିଆ ପାଇଁ ସେ ଯାହା କରିଛନ୍ତି ସେସବୁକୁ ପ୍ରତି ଓଡିଆ ଗର୍ବର ସହ କହିପାରେ। ହେଲେ ଆଜି ଓଡିଆର ସେହି ପ୍ରାଣ ପ୍ରତିଷ୍ଠାତାଙ୍କ ସ୍ମୃତିକୁ ଅଣଦେଖା କରାଯାଉଛି… More

ପାଇପଲାଇନ କାମ ବେଳେ ବିସ୍ଫୋରଣ, ୨ ମୃତ

ଇଟାମାଟି ଥାନା ସୁନାଲଟିରେ ପାଇପଲାଇନ କାମ ବେଳେ ବିସ୍ଫୋରଣ More

‘ଦୈନିକ ନୂଆ ନୂଆ କାହାଣୀ ଶୁଣାଉଛନ୍ତି, ଆଉ ଶୁଣାଅନି’

ଓଡ଼ିଶା ପୋଲିସ ଆଇ ମା’ କାହାଣୀ ଶୁଣାଉଛି କହିଲେ ଜୟନାରାୟଣ More

ଲକ୍ଷେ ଟଙ୍କାରେ କାର୍ କିଣିଥିଲା ଗୋପାଳ !

କାର୍ ବିକିଥିବା ମାଲିକ ଅରୁଣ ମୁନ୍ଦ୍ରା ଏନେଇ ସୂଚନା ଦେଲେ, ‘ଗତ ନଭେମ୍ବର ୨୫ରେ ଗୋପାଳ ୫୦ ହଜାର ଟଙ୍କା ଦେଇଥିଲା’ More

‘ମୋତେ ଡର ଲାଗୁଛି, ମୋ PSO ଆଉ ଗୋପାଳ ଦାସ ହୋଇଯିବନି ତ ? ’

ମଝିରେ ମଝିରେ ସରକାର ଓ ପ୍ରଶାସନ ଉପରେ ରୋଚକ ମନ୍ତବ୍ୟ ଦେଇ ସରକାରଙ୍କୁ ଅଡୁଆରେ ପକାଉଥିବା ସୌମ୍ୟଙ୍କ ଆଜିର ଗୁଗଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। More

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳ ? ଡାଏରୀ ଖୋଲିବ ମୃତ୍ୟୁ ରହସ୍ୟ !

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍‌ ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା। More

'ମୃତଦେହର ଅପରେସନ କରିବା ପୃଥିବୀର ପ୍ରଥମ ଘଟଣା'

ନବ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ନମସ୍କାର ମୁଦ୍ରାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି। More

ଓଡ଼ିଶା ରାଜନୀତିରେ ଚହଳ: ରବି ନନ୍ଦଙ୍କୁ ମଞ୍ଚରୁ ଓହ୍ଲାଇ ଦେଲେ ବବି ଦାସ

କାର୍ଯ୍ୟକ୍ରମ ସରକାରୀ ଥିବାରୁ ଅନ୍ୟ ଅତିଥି ବୃନ୍ଦଙ୍କ ଭଳି ସ୍ଥାନୀୟ କଂଗ୍ରେସ ବିଧାୟକ ତାରା ବାହିନୀପତି ବି ଯୋଗ ଦେଇଥିଲେ। More

ଏଭଳି ଘଟଣା କେମିତି ଘଟିଲା ପ୍ରଭୁ ଜଗନ୍ନାଥଙ୍କୁ ଜଣା: ଡିଜିପି

ନାନା ଚର୍ଚ୍ଚା ଭିତରେ ଆଜି ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ଛାନଭିନ୍ କରିଛି। More

ଈଶ୍ୱରଙ୍କ ଚମତ୍କାର; ମୃତ ମହିଳାଙ୍କ ଫେରିଲା ଜୀବନ

ଚିକିତ୍ସା ହେବା ସମୟରେ ତାଙ୍କର ଜାନୁଆରୀ ୫ ତାରିଖରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଥିଲା। More

ସ୍ୱର୍ଣ୍ଣ ଜିତିଲା ଓଡ଼ିଶା ମହିଳା ଖୋ ଖୋ ଟିମ୍

ରାଜ୍ୟ ସରକାର ବିଜୟୀ ଟିମ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। More