ସଂକ୍ଷେପରେ ଆଜିର ତାଜା ଖବର - Wednesday, 01 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନବଙ୍କ ହତ୍ୟାକୁ ନେଇ ଚର୍ଚ୍ଚାରେ ନୂଆ ଥୀଓରି, ବିଜୟଙ୍କ ସଙ୍କେତ ୨ ଦିନ ପୂର୍ବରୁ ଗାଁରେ ହୋଇଥିଲା ଯୋଜନା

ବିଜେପି କହୁଛି ମର୍ଡର ପଛରେ ବିଜେଡି ଅନ୍ତର୍ଦ୍ୱନ୍ଦ୍ୱ । More

ଘନ ଘନ ହେଉଛି ତଦନ୍ତ, ହେଲେ ଏଯାଏଁ ଜଣାପଡ଼ିନି ହତ୍ୟା ପଛର କାରଣ ?

ଗୋପାଳଙ୍କ ହୋଟେଲ୍ ବ୍ୟବସାୟୀ ବଡ଼ଭାଇଙ୍କୁ ଗତକାଲି ଉଠାଇନେଇଥିବା କ୍ରାଇମବ୍ରାଞ୍ଚ ଆଜି ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି । More

ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ସିରିୟସ୍‌

ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପିଣ୍ଟୁଙ୍କ ଚିକିତ୍ସା ଚାଲିଛି। More

ମନ୍ତ୍ରୀ ନବ ଦାସଙ୍କ PSO ସସ୍‌ପେଣ୍ଡ୍‌

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ନବ ଦାସଙ୍କ ପିଏସ୍ଓଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି।  More

ଆଶ୍ଚର୍ଯ୍ୟ !!! ଆପେ ଆପେ ଜଳୁଛି ନିଆଁ, ଆତଙ୍କରେ ପୂରା ଗାଁ

ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ଜଳୁଛି। ପୁରା ଗାଁ ଆତଙ୍କିତ More

ମନ୍ତ୍ରୀଙ୍କୁ କୋପ କରିଥିଲେ କି ଗ୍ରହରାଜ ଶନି ? ଠିକ୍ ନଥିଲା ପୂଜା ପଦ୍ଧତି କହିଲେ ଜ୍ୟୋତିର୍ବିଦ୍ 

ସୁନାକଳସ ଦାନ ଓ ତୈଳମର୍ଦ୍ଦନ ସତ୍ତ୍ୱେ ଗୁଳିମାଡ଼କୁ ନେଇ ଚର୍ଚ୍ଚା । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହେଲା ପ୍ରାଣଘାତୀ ଗୁଳି ମାଡ଼ ? More

ଟପ୍ ଲେଭେଲ୍ ଷଡ଼ଯନ୍ତ୍ର ଅଭିଯୋଗ ପରେ ହଇଚଇ ! ଡ୍ରାମା କାହିଁକି ବୋଲି ପ୍ରଶ୍ନ କଲେ ଜୟନାରାୟଣ..

ମୁଖ୍ୟମନ୍ତ୍ରୀ, ଗୃହସଚିବ ଓ ଡିଜିପି କାହିଁକି ଚୁପ୍- ବିଜେପି । କଂଗ୍ରେସର ଦାବି SIT ତଦନ୍ତ । More

୫୬ ଘଣ୍ଟା ହେଲା କ୍ରାଇମବ୍ରାଞ୍ଚର ଖୋଳତାଡ଼, ଏଯାଏଁ ମିଳିପାରୁନି ନିଷ୍କର୍ସ !

କାହିଁକି ନବ ଦାସଙ୍କୁ ଗୁଳି କଲେ ASI ଗୋପାଳ ? ଗୋପାଳର ବଡ଼ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ । More

ନବ ଦାସଙ୍କ ହତ୍ୟା ଏକ ଷଡଯନ୍ତ୍ର କି ? ଜାଣନ୍ତୁ କିଏ କ’ଣ କହୁଛନ୍ତି...

ଫିଟିନି ନବ ଦାସଙ୍କ ହତ୍ୟା ରହସ୍ୟ। ୨ ଦିନ ପରେ ବି ଅନ୍ଧାରରେ ପୂରା ରାଜ୍ୟ। ପରିବାର ଲୋକେ ବିରୋଧିଙ୍କୁ ଦାୟୀ କରୁଛନ୍ତି। ତେବେ ଏହା ପଛରେ ରହିଛି କି ଏକ ବଡ ଧରଣର ଷଡଯନ୍ତ୍ର? ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି। More

‘ମୋତେ ଠେଲି ଗୋପାଳ ଆଗକୁ ଯାଇଥିଲେ, ପଚାରିବାରୁ କହିଲେ ମୁଁ ଆଜି କଥା ହେବି..’

ଗୋପାଳଙ୍କ ପ୍ରଥମ ଗୁଳିଟି ଜୀବନଙ୍କ ବେକରେ ଘସି ହୋଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । More