ସଂକ୍ଷେପରେ ଆଜିର ତାଜା ଖବର - Saturday, 07 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମାଟି ଘରେ ବିଶ୍ୱକପ୍ ତାରକା: ମେଡାଲ, ଟ୍ରଫି ରଖିବାକୁ ଜାଗା ନାହିଁ

୨୦୧୬ ଅଣ୍ଡର-ଏଇଟିନ୍ ଏସିଆ କପ୍‌ରେ ସଞ୍ଜୀପ ସମ୍ଭାଳିଥିଲେ ଭାରତୀୟ ହକି ଟିମ୍‌ର ଅଧିନାୟକ ଦାୟିତ୍ୱ। More

'କାମ ନଥିଲେ ରାତି ଓ ସକାଳିଆ ପଦାକୁ ବାହାରନି'

ଜାଡ଼ ପାଇଁ ଆଜି ଓ କାଲି କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ବି ଜାରି ହୋଇଛି। More

ରାଉରକେଲାକୁ ଉଡ଼ିଲା ବିମାନ ! ସେବା ଆରମ୍ଭରୁ ତେଜିଲା ଶ୍ରେୟ ରାଜନୀତି

ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ବର୍ଷିଲା ବିଜେପି More

ଅନୁଗୁଳ ବନଖଣ୍ଡରେ ନରହନ୍ତା ହାତୀର ଆତଙ୍କ : ୪ଟି ଗାଁରେ ୪ ଜଣଙ୍କୁ ଦଳିଦେଲା ହାତୀ

କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ More

୪୭ ବର୍ଷ ପରେ ହକି ବିଶ୍ୱକପ୍ ମୁକୁଟ ଜିତିପାରିବ କି ଭାରତ

ଭାରତ ଶେଷଥର ୧୯୭୫ରେ ମାଲେସିଆର କୁଆଲାଲମ୍ପୁର ଠାରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍‌ରେ ଚାମ୍ପିଅନ୍ ହୋଇଥିଲା। ଏହା ପରଠାରୁ ଭାରତକୁ ଆଉ କେବେ ଏହି ସମ୍ମାନଜନକ ଟ୍ରଫି ଉଠାଇବାର ସୌଭାଗ୍ୟ ମିଳି ନାହିଁ। ୪୭ ବର୍ଷ ପରେ ବିଶ୍ୱକପ୍ ଟାଇଟଲ୍ ଜିତିପାରିବ କି ଭାରତ? ଆୟୋଜକ ଟିମ୍ ଏଥିପାଇଁ କେତେ ପ୍ରସ୍ତୁତ? More

କାହିଁକି ପାଳନ ହୁଏ ‘ଛେର୍‌ଛେରା’, କ’ଣ ଏହାର ଅର୍ଥ

ପଶ୍ଚିମ ଓଡ଼ିଶାର ଗଣପର୍ବ ପୁଷ୍‌ପୁନି। ଏହାର ଅନ୍ୟ ନାମ ‘ଛେରଛେରା’ପର୍ବ। ଏହି ପର୍ବରେ କୌଣସି ଇଷ୍ଟ ଦେବତା ବା ଦେବୀଙ୍କୁ ପୂଜା କରାଯାଏ ନାହିଁ କି ଧର୍ମ, ଓଷା ପୂଜାର ବ୍ରତ ଘଟିତ କଥା ବା ଉପାଖ୍ୟାନ ଏଥିରେ ନାହିଁ। ମଉଜ ମଜଲିସ୍‌ରେ ଏହି ପର୍ବ ପାଳନ କରାଯାଏ। ଆସନ୍ତୁ ଜାଣିବା କାହିଁକି ଏମିତି ନାଁ… More

BCCI ସିନିୟର ଚୟନ କମିଟିର ଚୟନକର୍ତ୍ତା ଭାବେ ଶିବସୁନ୍ଦର ଦାସଙ୍କୁ ନିଯୁକ୍ତି

ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା। More

ମାତ୍ର ୧ ଘଣ୍ଟାରେ ଭୁବନେଶ୍ୱରରୁ ବିମାନରେ ପହଞ୍ଚିବେ ଏହି ସ୍ଥାନକୁ...ଜାଣନ୍ତୁ, ଟିକେଟ୍‌ ଦାମ୍‌ କେତେ ରହିଛି

ଦିଲ୍ଲୀରୁ ଭର୍ଚୁଆଲ୍‌ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାର ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱର-ରାଉରକେଲା ରୁଟିନ୍ ଉଡ଼ାଣ ଆରମ୍ଭ ହେବ। More

ଚାକିରିରୁ ବିଦା ହେଲେ ୨ ଶିକ୍ଷକ, ୮ ଜଣଙ୍କୁ ନୋଟିସ୍‌...

୨ ଶିକ୍ଷକ ବହିଷ୍କୃତ, ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍।  ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। More

ଡରାଉଛି ନୂଆ ଭାରିଆଣ୍ଟ, ରୁହନ୍ତୁ ସତର୍କ: ଏହି ସବୁ ଦେଶରୁ ଭାରତ ଆସିଲେ RT–PCR ରିପୋର୍ଟ ବାଧ୍ୟତାମୂଳକ...

ଦେଶବାସୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଲେ, ଭାଇରସ୍‌କୁ ଭୟର କରିବାର କିଛି କାରଣ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟ ଏଭଳି କହିଛନ୍ତି। More

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଗତ ୧୧ ଦିନ ଧରି ବରଗଡ଼ରେ ଚାଲିଥିବା ଯାତ୍ରାର ପଡ଼ିଛି ଯବନିକା। More

ନନ୍ଦନକାନନରେ ଆସିଲେ ନୂଆ ଅତିଥି: 'ରୂପା' ଜନ୍ମ ଦେଲା ୩ ଶାବକ

ମାଆ ଓ ଶାବକଙ୍କ ଗତିବିଧିକୁ ସିସିଟିଭି ଜରିଆରେ ନଜରରେ ରଖାଯାଇଛି। More

ହୋଇପାରିଲାନି ଦିଲ୍ଲୀ ମେୟର୍ ନିର୍ବାଚନ: ଆପ୍‌ର ପ୍ରବଳ ବିରୋଧରୁ ବିଜେପି ସହ ମୁହାଁମୁହିଁ

ବିଜେପି ପଚାରିଛି ଯେ, ସଂଖ୍ୟା ଯଦି ଆପ୍ ସପକ୍ଷରେ ଅଛି, ତେବେ ସେମାନେ ଭୟଭୀତ କାହିଁକି? More

ବିର୍ସା ଷ୍ଟାଡିୟମ୍ ନିର୍ମାଣରେ ଖର୍ଚ୍ଚ ହୋଇଛି କେତେ ଟଙ୍କା ?

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର କେବଳ ନିର୍ମାଣ ଖର୍ଚ୍ଚ ନୁହେଁ, ଏହାର ଆୟତନକୁ ନେଇ ମଧ୍ୟ କାଲିଠୁ ଆରମ୍ଭ ହୋଇଛି ବିବାଦ। More

ଚାଷୀଙ୍କୁ ହତାଶ କଲା ସାଟେଲାଇଟ୍ ସର୍ଭେ !

ଚାଷୀଙ୍କ ଧାନ ସଂଗ୍ରହ ପରିମାଣ କମିବାରୁ ତେଜୁଛି ଅସନ୍ତୋଷ। More