Advertisment

ପତ୍ନୀକୁ ମାରିଦେଲେ ବନ୍ଧାହେଲା ସ୍ବାମୀ

ଭୁବନେଶ୍ବରରେ ନବବୋଧୂଙ୍କୁ ହତ୍ୟା ଅଭିଯୋଗ। ଭୁବନେଶ୍ବର ମଞ୍ଚେଶ୍ବର ଥାନା ଧିରୁକୁଟି ସାହିରେ ନବବଧୂ ତୁପ୍ତି ନାୟକଙ୍କ ସନ୍ଦେହଜନକ ମୃତ୍ୟୁ। ତୁପ୍ତିଙ୍କ ପରିବାରଲୋକଙ୍କ ଅଭିଯୋଗ ପରେ ବନ୍ଧା ହେଲେ ସ୍ବାମୀ ବିକ୍ରମ ନାୟକ।

author-image
Manasranjan Mohanty