ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଭୁବନେଶ୍ୱରରେ ପହଞ୍ଚିଲା ଆର୍ଜେଣ୍ଟିନା ଟିମ୍
ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ସିଟ୍ ସଂରକ୍ଷଣ ସଂକଳ୍ପ ପ୍ରସଙ୍ଗରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଲେ- ରାଜ୍ୟରେ ନାରୀ ଅସୁରକ୍ଷିତ, ଦିନକୁ ଦିନ ଦୁଷ୍କର୍ମ ବଢ଼ୁଛି, ଓଡ଼ିଶା ମହିଳା ହିଂସାରେ ୩ ନଂ, ଦୁଷ୍କର୍ମରେ ୬ ନଂ ସ୍ଥାନରେ; ମହିଳା ବିମୁଖ ହେଲେଣି, ମହିଳା ଭୋଟ ହାତେଇବାକୁ ଛଳନା କରୁଛନ୍ତି
ଢେଙ୍କାନାଳ: ବଳରାମପୁର ଝିଙ୍କରଗଡ଼ିରେ କଟା ଗଛ ମୂଳରେ ଚାରା ଲଗାଇଲେ ବିଧାୟକ ଦାମୋଦର ରାଉତ; କହିଲେ- ଉପରିସ୍ଥ ଅଧିକାରୀଙ୍କ ଚାପରେ ଜମି କିସମ ପରିବର୍ତ୍ତନ ହୋଇଛି, ଏ ସରକାର ଅନ୍ଧ
ଓଟିଭି ନାଁରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ପ୍ରସଙ୍ଗ: ପିସିସି କାର୍ଯ୍ୟକାରୀ ସଭାପତି ନବ ଦାସ କହିଲେ- ଏହା ଦଳୀୟ ନିଷ୍ପତ୍ତି ନୁହେଁ, ଦଳୀୟ ନିଷ୍ପତ୍ତି ହୋଇଥିବା ନେଇ ମୋ ପାଖରେ ଖବର ନାହିଁ, ବିଧାନସଭାରେ ଯାହା ଦେଖାଗଲା, ସେସବୁ ଦୁର୍ଭାଗ୍ୟଜନକ, ଭବିଷ୍ୟତରେ ଯେମିତି ପୁନରାବୃତ୍ତି ନହେବ ସେ ନେଇ ବାଚସ୍ପତିଙ୍କୁ ଅନୁରୋଧ କରିବୁ
ପାଇକ ବିଦ୍ରୋହ ସ୍ମାରକୀ ଜାଗା ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ପରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଲେ- ଧର୍ମେନ୍ଦ୍ର ପ୍ରଧାନ ବିଭ୍ରାନ୍ତିକର କଥା କହୁଛନ୍ତି, ବର୍ଷେ ହେଲାଣି DPR ପ୍ରସ୍ତୁତ କରି ଦିଆ ସରିଲାଣି, ଏ କଥା ଲୋୟର ପିଏମ୍ଜିରେ ନୁହେଁ ଦିଲ୍ଲୀରେ କୁହନ୍ତୁ
ଜୟପୁର: ରାଜ୍ୟ ସରକାରଙ୍କ ଅପାରଗତା, ମୋଦିଙ୍କ ଜନକଲ୍ୟାଣ କାର୍ଯ୍ୟର ପ୍ରଚାର ଲକ୍ଷ୍ୟରେ ନଭେମ୍ବର ୨୩ରୁ ୧୫ ଦିନ ଧରି ବିଭିନ୍ନ ଜିଲ୍ଲାରେ ପଦଯାତ୍ରା କରିବ ବିଜେପି
ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବକୁ ନିନ୍ଦା କଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା: କହିଲେ- ଗଣମାଧ୍ୟମର କଣ୍ଠରୋଧ କରାଯାଉଛି, ଏହା ଉଚିତ ନୁହେଁ, ଗଣମାଧ୍ୟମ ଯାହା ଦେଖୁଛି ତାହା ଦେଖାଉଛି, ସରକାରୀ ଦଳ ଓ କଂଗ୍ରେସ ମଧ୍ୟରେ ସଲାସୁତରା ଚାଲିଛି
ଜଗତସିଂହପୁର: କଟକ-ମାଛଗାଁ ରାସ୍ତାର ଚାରିପୋଲିଆ ନିକଟରେ ସ୍କୁଟିକୁ ଧକ୍କା ଦେଲା ସ୍କର୍ପିଓ, ଜଣେ ମୃତ, ୨ ଗୁରୁତର
କଟକ: SCB ହେପାଟୋଲୋଜି ବିଭାଗରେ ଏସି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ରୋଗୀଙ୍କୁ ବାହାରକୁ ଅଣାଗଲା, କାହାର କିଛି କ୍ଷତି ହୋଇନି
ମହାନଦୀ ପୋଲ ଉପରୁ ବସ୍ ଖସି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଡ୍ରାଇଭରଙ୍କ ବିରୋଧରେ ଜଗତପୁର ଥାନାରେ ନିଜ ଆଡୁ ମାମଲା ରୁଜୁ କଲା ପୁଲିସ୍, ଗୁରୁତର ଡ୍ରାଇଭର ICU ରେ ଅଛନ୍ତି
ଅନୁଗୋଳ: ବନ୍ତଳା ଥାନା ଚନ୍ଦନପୁର ନିକଟ କୁକୁଡ଼ା ଫାର୍ମରେ କାମ କରୁଥିବା ୨ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ମଦ ପିଇ ଉଭୟଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ
ଓଟିଭିକୁ ସରକାରୀ ଖବର ନଜଣାଇବାକୁ ପ୍ରୟାସ: ପ୍ରେସ୍ମିଟ୍ ବେଳେ ନିଜ ଚାମ୍ବରରୁ ବାହାରି ଯିବାକୁ ଓଟିଭି ପ୍ରତିନିଧିଙ୍କୁ କହିବା ସହ ବୁମ୍ ଠେଲିଦେଲେ କ୍ରୀଡ଼ା ସଚିବ ବିଶାଳ ଦେବ; କହିଲେ- ଏହା ପାର୍କ ନୁହେଁ କି ପବ୍ଲିକ ପ୍ଲେସ୍ ନୁହେଁ, ମୁଁ ତୁମକୁ ଡାକି ନାହିଁ, ଚାମ୍ବରକୁ କାହିଁକି ଆସିଛ, ବାହାରି ଯାଅ
କଟକ ବସ୍ ଦୁର୍ଘଟଣା: ଏସ୍ସିବିରେ ଆହତଙ୍କୁ ଭେଟିବା ପରେ ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଲେ- ଦୁର୍ଘଟଣା ପାଇଁ କେବଳ ପରିବହନ ବିଭାଗକୁ ଦାୟୀ କରାଯାଇପାରିବ ନାହିଁ, ସଡ଼କ ସୁରକ୍ଷା ପାଇଁ ସବୁ ବିଭାଗ ମଧ୍ୟରେ ସମନ୍ୱୟ ଦରକାର
ବ୍ରହ୍ମପୁର: କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଚୋରି କରିବାକୁ ଆସି ୮ ବର୍ଷର ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୩ ଗିରଫ
ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜାଗା ଦେବା ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ- ମଦ ଫ୍ୟାକ୍ଟ୍ରି ପାଇଁ ଜମି ଯୋଗାଉଛନ୍ତି, ବରୁଣେଇରେ ସ୍ମାରକୀ ପାଇଁ ଜମି ନାହିଁ, ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗୁ, ବରୁଣେଇରେ ସ୍ମାରକୀ ପାଇଁ ଜାଗା ମିଳୁ
ଭୁବନେଶ୍ୱର: ବରମୁଣ୍ଡା ଓ ଆଇଡି ମାର୍କେଟରୁ ୨୭ ଗ୍ରାମ ବ୍ରାଉନସୁଗାର ଓ ୨୦ ହଜାର ଟଙ୍କା ଜବତ, ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା, ବାଇକ୍ରେ ବୁଲି ବିକୁଥିଲେ ୨ ବ୍ୟବସାୟୀ, ଉଭୟ ଗିରଫ
ବଳରାମପୁରରେ ପ୍ରସ୍ତାବିତ ମଦ କାରଖାନା ବାତିଲ ପ୍ରସଙ୍ଗକୁ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଶ୍ନ: ଏହି ନିଷ୍ପତ୍ତିଗୁଡ଼ିକ କିଏ ନେଇଥିଲେ ? ଯେବେ ଗଛ କାଟିବାର ଅଛି ସିଏଏମପିଏ ନିୟମକୁ ପାଳନ କରାଯିବା ଉଚିତ, ଜଙ୍ଗଲ ଜମିକୁ ଅଦରକାରୀ ଜମି ଘୋଷଣା କରିବା ଠିକ୍ ନୁହେଁ
ହକି ବିଶ୍ୱକପ ଟିକେଟ୍ ପାଇଁ ଖୋଲୁନି ୱେବସାଇଟ୍, ୧୨ଟାରେ ଖୋଲିବାକୁ ଘୋଷଣା ହୋଇଥିଲେ ବି ପେଜ୍ ଖୋଲୁନି, ୱେବସାଇଟ୍ ଖୋଲୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ
ବିଜେଡି-କଂଗ୍ରେସ ଭିତିରି ସମ୍ପର୍କ ନେଇ ବିଜେପିର ନାରାବାଜି, ଗୃହ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଅନୁଗୁଳରେ ମାଆ ଓ ୨ ପୁଅ ନିଆଁରେ ପୋଡ଼ି ଗୁରୁତର ଘଟଣା: କଟକ ବଡ଼ ମେଡିକାଲରେ ଆଖି ବୁଜିଲେ ଦୁଇ ପୁଅ, SCB ରେ ଜୀବନ ସହ ସଂଗ୍ରାମ କରୁଛନ୍ତି ମାଆ
କୋରାପୁଟ: ମାଓବାଦୀଙ୍କ ବନ୍ଦ ଡାକରାକୁ ବିରୋଧ କରି ପୋଷ୍ଟର, ମାଓବାଦୀଙ୍କ ବନ୍ଦ ଡାକରା ଯୋଗୁ ସରକାରୀ ବସ୍ ଚଳାଚଳ ବନ୍ଦ
ନୂଆପଡ଼ା ରୋଡ୍ ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣୀ ଦାବିରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ରେଳରୋକ, ଅଧାରେ ଅଟକିଲା ରାୟପୁର-ଭବାନୀପାଟଣା ଏକ୍ସପ୍ରେସ୍
କୃଷ୍ଣ ସଗରିଆ ପ୍ରସଙ୍ଗରେ ହେମାନନ୍ଦ ବିଶ୍ୱାଳ କହିଲେ- ଦଳ ଭିତରେ ରହି ବିଭିନ୍ନ ପ୍ରକାର ମନ୍ତବ୍ୟ ଦେବା ଠିକ୍ ନୁହେଁ, ଏନେଇ ଅନୁଧ୍ୟାନ ହେବ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ
ବାତ୍ୟା ତିତଲିରେ ମୃତକଙ୍କ ସଂଖ୍ୟା କମାଇଦେଲେ ସରକାର: ପୂର୍ବରୁ ସରକାର ମୃତ୍ୟୁ ସଂଖ୍ୟା ୭୭ କହିଥିଲେ, ଏବେ କହିଲେ ୬୫
ସଚିବାଳୟରେ ସିବିଆଇ ପଶିବା ନେଇ ବିରୋଧୀଦଳ ମୁଖ୍ୟ ସଚେତକ ତାରା ବାହିନୀପତି କହିଲେ- ସଚିବାଳୟରେ ସିବିଆଇ ଚିଟଫଣ୍ଡ ନା ଖଣି ପାଇଁ ପଶିଲା ସ୍ପଷ୍ଟ କର
First
Prev
1661
1662
1663
1664
1665
1666
1667
1668
1669
1670
1671
Next
Last
© 2022 - Odisha Television Limited. All Rights Reserved.