ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ବାଲିଗୁଡ଼ା: କୋଟଗଡ଼ ଥାନା ଦୁର୍ଗାପଙ୍ଗାରେ ମାଓ ପୋଷ୍ଟର; ପୁଲିସ୍ ଇନ୍ଫର୍ମର ନ ହେବାକୁ ପୋଷ୍ଟରରେ ଉଲ୍ଲେଖ
ଭୁବନେଶ୍ୱର: ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରିଥିବା ଅଭିଯୋଗ; ନନ୍ଦନକାନନ ଥାନା ଅନ୍ତର୍ଗତ ଗୋକନପୁର ଗାଁରୁ ମୃତଦେହ ଜବତ, ସ୍ୱାମୀ, ଶାଶୂ ଓ ଶ୍ୱଶୁର ଅଟକ
ଏନ୍କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ
ଭଞ୍ଜନଗର: ବୁଲା ବିକାଳୀକୁ ହତ୍ୟା ଘଟଣାରେ ଜଣେ ଓକିଲଙ୍କୁ ଗିରଫ କଲା ପୁଲିସ୍; ତାଙ୍କ ନାଁ ଗୋଲକ ବେହେରା, ନୟାଗଡ଼ରେ ଓକିଲାତି କରନ୍ତି, ଗତ ୫ରେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ହତ୍ୟା କରାଯାଇଥିଲା
ଆଠଗଡ଼: ଖୁଣ୍ଟୁଣି ରେଞ୍ଜ୍ ବଉଳ-ସାରକୋଳିରେ ସୋଲାର ବାଡ଼ ଭାଙ୍ଗି ରାସ୍ତାରେ ବୁଲୁଛନ୍ତି ହାତୀପଲ ; ଯାତାୟାତ ବାଧାପ୍ରାପ୍ତ; ଲୋକେ ଆତଙ୍କିତ, ହାତୀପଲଙ୍କୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ
ସୋର: ସିମୁଳିଆ ଥାନା କୋପୁରା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୫ ଗୁରୁତର, ଜମିରେ ବାଡ଼ ପକାଇବାକୁ ନେଇ ପରସ୍ପରକୁ ଆକ୍ରମଣ
ଭୁବନେଶ୍ୱର: ବାପୁଜୀ ନଗର SBI ବ୍ରାଞ୍ଚର ଦ୍ୱିତୀୟ ମହଲାରେ ଲାଗିଛି ନିଆଁ; ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ବାହିନୀ ନିୟୋଜିତ
ବିମୁଦ୍ରାକରଣ ନେଇ କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ୍
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍: ଆପଣ ପୁଞ୍ଜି ନିବେଶପ୍ରେମୀ ବୋଲି କାଗଜ ପତ୍ରରେ ଦେଖାଇଲେ ଚଳିବ ନାହିଁ, ବାସ୍ତବରେ ଏହାକୁ କାର୍ଯ୍ୟକାରୀ କରିବା ଉଚିତ
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍: ରାଜ୍ୟ ସରକାର ଶିଳ୍ପ କାରଖାନା ପ୍ରତି ପ୍ରତିଶୋଧ ପରାୟଣ ହେଉଛନ୍ତି,ଆମେ ବାହାର କମ୍ପାନୀ ଆସିବା କଥା ଆଶା କରିବା ଉଚିତ ନୁହେଁ
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍: ହୀନ ରାଜନୈତିକ ଲକ୍ଷ୍ୟ ସିଦ୍ଧି ପାଇଁ ରାଜ୍ୟ ସରକାର ଶିଳ୍ପ କାରଖାନା ପ୍ରତି ପ୍ରତିଶୋଧ ପରାୟଣ ହେଉଛନ୍ତି
ଓଡ଼ିଶାରୁ ପ୍ରାୟ ୪୦ ଲକ୍ଷ ଲୋକ ରାଜ୍ୟ, ଦେଶ ବାହାରେ କାମ କରୁଛନ୍ତି; ବାହାରେ ଚାକିରି କରିବାକୁ ଯାଇ ଅନେକ ଅକାଳରେ ମୃତ୍ୟୁବରଣ କରୁଛନ୍ତି: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା
ଚାକିରି ପାଇଁ ବାହାର ଦେଶକୁ ଯାଇ ଭାରତୀୟଙ୍କ ମୃତ୍ୟୁ ଖବର ପ୍ରସଙ୍ଗ: ଟ୍ୱିଟର ଯୋଗେ ମତ ପ୍ରକାଶ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, କହିଲେ- ବାହାରେ ଚାକିରି କରିବାକୁ ଯାଇ ଅନେକ ଅକାଳରେ ମୃତ୍ୟୁବରଣ କରୁଛନ୍ତି, ମୋର ଗୋଟିଏ ସ୍ୱପ୍ନ ଆମ ଯୁବକମାନଙ୍କୁ ଏଇଠି ଚାକିରି ମିଳୁ
ବେଗୁନିଆ ଥାନାରେ ଅଟକ ଯୁବକ ମାଓବାଦୀ ନୁହନ୍ତି, ଯୁବକଙ୍କ ନାଁ ସୁରେଶ ପହଁରିଆ, ଘର ନୂଆପଡ଼ା ବୋଡେନ୍ ଅଞ୍ଚଳରେ,ଆନ୍ଧ୍ରରେ ଇଟାଭାଟିରେ କାମ କରୁଥିଲେ ସୁରେଶ: ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ
ସତ୍ୟାଗ୍ରହ ଓ ଧାରଣା ପାଇଁ ନବ ନିର୍ମାଣ କୃଷକ ସଂଗଠନର ଘୋଷଣା, ଆଭିମୁଖ୍ୟ ସ୍ପଷ୍ଟ କଲେ ସଂଘର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର
ପାଲଲହଡ଼ା: ଖମାର ରେଞ୍ଜ ବଡ଼ଗୁଣ୍ଡୁରି ଜଙ୍ଗଲରେ ଦନ୍ତା ମୃତଦେହ ଉଦ୍ଧାର,ଦାନ୍ତ ପାଇଁ ଦୃର୍ବୃତ୍ତମାନେ ଦନ୍ତାହାତୀକୁ ଶିକାର କରିଥିବା ସୂଚନା
ପୁଲିସ-ଓକିଲ ବିବାଦ ମାମଲାର ହାଇକୋର୍ଟରେ ଶୁଣାଣି ଆଜି,ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଦାଖଲ କରିପାରନ୍ତି କ୍ରାଇମବ୍ରାଞ୍ଚ୍ ଆଇଜି
ଜଳେଶ୍ୱର: ପୁଲିସ୍ ହାତରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଗିରଫ, ଭୋଗରାଇ କଖଡ଼ାରୁ ସଂପର୍କୀୟଙ୍କ ଘରୁ ଗିରଫ କଲା ପୁଲିସ୍
ବ୍ରହ୍ମଗିରି: ଚିଲିକା କୂଳରେ ଡଙ୍ଗା ତିଆରି କରିବା ବେଳେ ବିସ୍ଫୋରଣ; ୪ ଗୁରୁତର
ଖୋର୍ଦ୍ଧା: ବିଳମ୍ବିତ ରାତିରେ ଦେଉଳିର ଗଜମୁଣ୍ଡିଆ ଜଙ୍ଗଲରେ ଏସ୍ଓଜି ଓ ପୁଲିସର ମିଳିତ ସର୍ଚ୍ଚ ଅପରେସନ, ଜଙ୍ଗଲରୁ ରୋଷେଇ ସାମଗ୍ରୀ ମିଳିଥିବା ସୂଚନା
ଆଠଗଡ଼: ମହିଳା ପୁଲିସ୍ ଅଫିସରଙ୍କୁ ମାଡ଼ ମାରିଲେ ବିଜେପି କର୍ମୀ; ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ଘେରାଉ ବେଳେ ଚାପୁଡ଼ା, ବିଧା ମାରିଲେ
୨୪ ଘଣ୍ଟାରେ ୨ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ
ଭାରତରେ ୭୫ହଜାର କୋଟି ଟଙ୍କା ନିବେଶ କରିବ ଗୁଗଲ୍
ଧାର୍ଯ୍ୟ ସମୟ ବାହାରେ ବାଣ ଫୁଟାଇ ଫସିଗଲେ ଶତାଧିକ ଲୋକ, ଟ୍ୱିନ୍ ସିଟିର ମୋଟ ୩୭୦ ଜଣଙ୍କ ନାଁରେ ମାମଲା
କମିଲା ଫାବି ଫ୍ଲୁ ମେଡିସିନ୍ ଦର
First
Prev
1666
1667
1668
1669
1670
1671
1672
1673
1674
1675
1676
Next
Last
© 2022 - Odisha Television Limited. All Rights Reserved.