• Astrospeak
  • Live TV
  • Read In English

କଟକ ବସ୍‌ ଦୁର୍ଘଟଣା: ଏସ୍‌ସିବିରେ ଆହତଙ୍କୁ ଭେଟିବା ପରେ ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଲେ- ଦୁର୍ଘଟଣା ପାଇଁ କେବଳ ପରିବହନ ବିଭାଗକୁ ଦାୟୀ କରାଯାଇପାରିବ ନାହିଁ, ସଡ଼କ ସୁରକ୍ଷା ପାଇଁ ସବୁ ବିଭାଗ ମଧ୍ୟରେ ସମନ୍ୱୟ ଦରକାର