ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ରଣବୀର-ଦୀପିକା
ବାସୁଦେବପୁର: ଧାମରା-କଟକ ରାସ୍ତାର କୁଆମରା ଛକରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ୨୦ ଆହତ, ସମସ୍ତ ଆହତ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି
ନୀଳଗିରି ଥାନା ଅଞ୍ଚଳରେ ପୁଣି ଝାଡ଼ଖଣ୍ଡୀ ହାତୀ ଭୟ: ଗୋପାଳପୁର ଜଙ୍ଗଲକୁ ପଶି ଆସିଛନ୍ତି ୪୦ରୁ ଊର୍ଦ୍ଧ୍ୱ ହାତୀ
ଭଞ୍ଜନଗର: ବୁଗୁଡ଼ା ଥାନା ଭିତରେ ଓକିଲ ହରପ୍ରସାଦ ଦାଶଙ୍କୁ ପୁଲିସର ମାଡ଼ ଅଭିଯୋଗ, ଗୁରୁତର ଅବସ୍ଥାରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ବାଲେଶ୍ୱର: ବୃଦ୍ଧଙ୍କୁ ଧକ୍କା ମାରି ଟଙ୍କା ବ୍ୟାଗ୍ ଝାମ୍ପି ନେଇ ୨ ଦୁର୍ବୃତ୍ତ, ବାଲିଆପାଳ SBI ରୁ ଟଙ୍କା ଉଠାଇ ଫେରିବା ବେଳେ ଲୁଟ୍
ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା: କାର୍ତ୍ତିକ ମାସ ପରେ ମହାପ୍ରସାଦ ରେଟ୍ ଚାର୍ଟ ବ୍ୟବସ୍ଥା ହେବ, ଚଳନ୍ତି ପ୍ରତିମା ଭାବେ ପୂଜିତ ଲକ୍ଷ୍ମୀ, ନାରାୟଣ, ମଦନ ମୋହନ ଓ ବାମନ ପ୍ରତିମା ବଦଳିବ
ନୂଆପଡ଼ା ଏସ୍ପିଙ୍କ ପାଖରେ ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ ଡାଲମତୀ ପହରିଆ, ତାଙ୍କୁ ଧରାଇ ଦେବା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା
କ୍ରାଇମବ୍ରାଞ୍ଚ୍ ମହଲତ ମାଗିବାରୁ ହାଇକୋର୍ଟରେ ପୁଲିସ୍-ଓକିଲ ବିବାଦ ଜନସ୍ୱାର୍ଥ ମାମଲାର ଶୁଣାଣି ପୁଣି ଗୁରୁବାରକୁ ଘୁଞ୍ଚିଲା, ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ହେବ ଶୁଣାଣି
ବାଲେଶ୍ୱର: ବିନା କାଗଜପତ୍ରରେ ଗାଡ଼ି ଚାଲିବା ଅଭିଯୋଗରେ ନୀଳଗିରିରେ ୨ଟି ସ୍କୁଲ୍ ଭ୍ୟାନ୍କୁ ଜବତ କଲା RTO, ୨ ଡ୍ରାଇଭର ଫେରାର
ହାଓ୍ୱଡ଼ାରୁ ପୁରୀ ଆସିବା ବାଟରେ ଭୋଗପୁର-ପାଂସକୁରା ମଧ୍ୟରେ ଧଉଳି ଏକ୍ସପ୍ରେସ୍ର ଗୋଟିଏ ବଗି ଲାଇନଚ୍ୟୁତ, ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା
ଭଞ୍ଜନଗର: ବୁଗୁଡ଼ା ଥାନା ରାମପାଦ ଜଙ୍ଗଲରେ ନୟାଗଡ଼ର କୁଖ୍ୟାତ ଡକାୟତ ବେଣୁ ବାରିକକୁ ଏନକାଉଣ୍ଟର
କଟକ: ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଅନେକ ଲୋକପ୍ରିୟ ସଙ୍ଗୀତ ଭେଟି ଦେଇଥିଲେ ଚିତ୍ତ ଜେନା
ଜଗତସିଂହପୁର: କଟକ-ପାରାଦୀପ ରାସ୍ତାର ଅଥଙ୍ଗା ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର, ୨ ଜଣ ବାଇକରେ କଟକରୁ ଫେରିବା ବାଟରେ ଦୁର୍ଘଟଣା ଘଟିଥିଲା
ଇଟାଲୀରେ ହେବ ଦୀପିକା-ରଣବୀରଙ୍କ ଡେଷ୍ଟିନେସନ୍ ୱେଡିଂ
ସୁଲତା ଦେଓ ସାଧାରଣ ସମ୍ପାଦକ ଓ ଏଲିନା ଦାଶ ହେଲେ ବିଜୁ ମହିଳା ଜନତା ଦଳର ସମ୍ପାଦକ
ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ ଓ ଗୀତାଞ୍ଜଳି ବସ୍ତିଆ ହେଲେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ
ମିଳା ମଲ୍ଲିକ୍ ହେଲେ ବିଜେଡି ଉପସଭାନେତ୍ରୀ ଓ ବିଜେଡି ମହିଳା ଶାଖାର ଉପଦେଷ୍ଠା, ଏଥିସହ ଜ୍ୟୋତି ପାଣିଗ୍ରାହୀ ଓ କସ୍ତୁରୀ ମହାପାତ୍ର ହେଲେ ସହଉପଦେଷ୍ଟା
ବିଜେଡି ମହିଳା ସଭାନେତ୍ରୀ ପଦରୁ ହଟିଲେ ପ୍ରମିଳା ମଲ୍ଲିକ: ମୀନତି ବେହେରା ହେଲେ ନୂଆ ସଭାନେତ୍ରୀ, ଆଜି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ଦେଇଥିଲେ ଇସ୍ତଫା
ସମତାକ୍ରାନ୍ତି ଦଳ ମୁଖ୍ୟ ବ୍ରଜ ତ୍ରିପାଠୀ କହିଲେ- ଦାମ ବାବୁଙ୍କ ପ୍ରତି ସହଯୋଗ ଓ ସମର୍ଥନ ରହିଛି, ଦଳର ନାମ ସଂଶୋଧନ ପ୍ରସ୍ତାବ ଆସିଛି, କାର୍ଯ୍ୟକାରୀ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହେବ
ଯାଜପୁର: କୁଆଖିଆ ଥାନା କୁରୁକୁରା ଗାଁରେ ପୋଖରୀରେ ବୁଡ଼ି ୨ ବାଳିକା ମୃତ; ପୋଖରୀକୁ ଗାଧୋଇବାକୁ ଯାଇଥିଲେ
ଭୁବନେଶ୍ୱର: ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ମୀନତି ବେହେରାଙ୍କ ଇସ୍ତଫା; କାର୍ଯ୍ୟକାଳ ଅବଧି ସରିବା ପୂର୍ବରୁ ଇସ୍ତଫା
ଉମରକୋଟ: ଚନ୍ଦାହାଣ୍ଡି ଘାଟିରେ ସ୍କୁଲ ବସ୍ ଓଲଟି ୩ ସ୍କୁଲ ଛାତ୍ର ମୃତ, ୫ ଗୁରୁତର, ଉମରକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବସ୍, ପିଲାଙ୍କୁ ଧରି ପାଠଚକ୍ର ଉଦ୍ଦେଶ୍ୟରେ ଚନ୍ଦାହାଣ୍ଡି ଯାଉଥିଲା
ବାଲେଶ୍ୱର ଜେଲ୍ରେ ଜଣେ ଆଜୀବନ କଏଦୀର ଆକ୍ରମଣରେ ବିଚାରାଧୀନ ବନ୍ଦୀ ମୃତ: ତାଙ୍କ ନାଁ ରାମଚନ୍ଦ୍ର ଦାସ, ୪ ଦିନ ତଳେ ରାମଚନ୍ଦ୍ର ବାଲେଶ୍ୱର ଜେଲ୍କୁ ଆସିଥିଲେ
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଇସ୍ତଫା: ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ପଠାଇଥିବା ସୂଚନା, କାର୍ଯ୍ୟକାଳ ଅବଧି ୩ବର୍ଷ ପୂରିବା ପୂର୍ବରୁ ଇସ୍ତଫା
ପ୍ରଶାସନ ବ୍ୟବସାୟୀ ସଂଘର ଦାବି ପୂରଣ କରିବା ପରେ କଟକ ବାଲିଯାତ୍ରା ବିବାଦ ତୁଟିଲା: ପ୍ଲଟ୍ ଆବଣ୍ଟନ ଆରମ୍ଭ
First
Prev
1665
1666
1667
1668
1669
1670
1671
1672
1673
1674
1675
Next
Last
© 2022 - Odisha Television Limited. All Rights Reserved.