ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ବାତ୍ୟା ‘ତିତ୍ଲି’ ପ୍ରଭାବରେ ଅାଠଗଡ ବ୍ଲକରେ କ୍ଷୟକ୍ଷତି
ବାଲେଶ୍ୱର: ଧାମରା ଅବଦୁଲ କଲାମ ଦ୍ୱୀପରୁ ୮.୩୦ ମିନିଟ୍ରେ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ୪ର ସଫଳ ଉତ୍କ୍ଷେପଣ; ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ରହିଛି
ପ୍ରବଳ ଶୀତରେ ଥରୁଛି ପୂରା କନ୍ଧମାଳ ଜିଲ୍ଲା: ଦାରିଙ୍ଗବାଡ଼ିରେ ତାପମାତ୍ରା ୭.୫ ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ ରହିଛି
ବାତ୍ୟା ‘ତିତ୍ଲି’ ପ୍ରଭାବ : ପୂର୍ବତଟ ରେଳପଥ ପକ୍ଷରୁ ୬ଟି ଟ୍ରେନ୍ ବାତିଲ
କଟକ: ନିଆଳି ପରେ କଟକରେ ଅଜଣା ଜନ୍ତୁ ଆତଙ୍କ; ନରାଜ ପଞ୍ଚାୟତରେ ଅଜଣା ଜନ୍ତୁ ଆକ୍ରମଣରେ ୧୭ ମେଣ୍ଢା ମୃତ, ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସା ବିଭାଗ ଟିମ୍ର ଛାନ୍ଭିନ୍
ବାଲେଶ୍ୱର: ଗୁଳିମାଡ଼ରେ ନାବାଳିକାଙ୍କ ମୃତ୍ୟୁ ଘଟଣା; ପ୍ରେମଜନିତ କାରଣରୁ ହତ୍ୟା ସନ୍ଦେହ, ପ୍ରେମିକ ଓ ବାପା ଅଟକ, କାଲି ସହଦେବଖୁଣ୍ଟା ଅରଡ଼ ବଜାରରେ ଗୁଳିମାଡ଼ ହୋଇଥିଲା
ରୋଗୀ ମୃତ୍ୟୁକୁ ନେଇ ବାଲେଶ୍ୱର ମେଡିକାଲ କଲେଜରେ ଉତ୍ତେଜନା: ଭୁଲ୍ ଇଞ୍ଜେକସନ୍ ଯୋଗୁ ମୃତ୍ୟୁ ଅଭିଯୋଗ କଲେ ପରିବାର ଲୋକେ, ଛାତି ଯନ୍ତ୍ରଣା ପାଇଁ ସହଦେବଖୁଣ୍ଟା ଦହପଡ଼ା ଗାଁରୁ ଭର୍ତ୍ତି ହୋଇଥିଲେ ରୋଗୀ
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ କଳ୍ପନାଜଳ୍ପନା ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଲେ- ବିଜେପିକୁ ଯେତେବେଳେ ଯିଏ ଆସିବ, ଆପଣଙ୍କ ସାମ୍ନାରେ ଛିଡ଼ା କରିବୁ, ବର୍ତ୍ତମାନ ବିଜେପିରେ ସେଭଳି ମିଶ୍ରଣ ପର୍ବ ନାହିଁ
ଧର୍ମଗଡ଼: ୧.୨୩ କୋଟି ହେରଫେର ମାମଲାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜର ପ୍ରବୀନ୍ ଠାକୁର ଓ କ୍ୟାସିୟର ଲଳିତ ଶବର ଗିରଫ
ପୁଣି ଜାନୁଆରୀରେ ଦୁଇ ଥର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାନୁଆରୀ ୫ରେ ବାରିପଦା ଓ ୧୬ରେ ପଶ୍ଚିମ ଓଡ଼ିଶା ଆସିପାରନ୍ତି; ଡିସେମ୍ବର ୨୪ରେ ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି
ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା
ଜିନ୍ନା ହାଉସ୍ ହେବ ଇଣ୍ଟରନ୍ୟାସନାଲ୍ ସେଣ୍ଟ୍ରାଲ୍ ହାଉସ୍
୧୩ ବର୍ଷ ପରେ ଆସିଲା ସୋହରାବୁଦ୍ଦିନ୍ ଏନ୍କାଉଣ୍ଟର୍ ମାମଲାର ରାୟ
ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା
ଜାନୁଆରୀ ପହିଲାରେ ମୋ ଲିଖିତ ଏକ ପୁସ୍ତକର ଲୋକାର୍ପଣ ହେବ, ଓଡ଼ିଶା ରାଜନୀତି ଓ ଇତିହାସକୁ ନେଇ ମୋ ମନର କଥା ଲେଖିଛି: ବୈଜୟନ୍ତ ପଣ୍ଡା
ନିଜର ରାଜନୈତିକ ଭବିଷ୍ୟତ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଲେ- ଏଯାଏଁ କିଛି ନିଷ୍ପତ୍ତି ନେଇନି, ଭାବିଚିନ୍ତି ନିଷ୍ପତ୍ତି ନେବି; ୨୦୧୯ରେ ଲୋକେ ଚାହିଁଲେ ଲଢିବି, ନଚେତ ଲଢିବି ନାହିଁ
ରାଜ୍ୟରେ କଂଗ୍ରେସ ସରକାର ଗଢିଲେ କୃଷି ଋଣ ଛାଡ଼ କରିବ, ୫ ବର୍ଷ ଯାଏଁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବ, ଓଡ଼ିଶା ସରକାର ଛତିଶଗଡ଼ ସରକାରଙ୍କ ଠାରୁ ଶିଖନ୍ତୁ,ଚାଷୀଙ୍କୁ ବୋନସ୍ ଦିଅନ୍ତୁ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକଙ୍କ ଚିଠି: ବାଲେଶ୍ୱରରେ ପ୍ରସ୍ତାବିତ ଆୟୁଷ ହସ୍ପିଟାଲ୍ ପ୍ରତିଷ୍ଠାରେ ସମସ୍ୟାକୁ ନେଇ ଲେଖିଲେ ଚିଠି, ରାଜ୍ୟ ସରକାରଙ୍କୁ ଦେଲେ ଦୋଷ
ଆଉ ନାହାନ୍ତି ‘ଦାଦି ସା’
କୋରାପୁଟ କୁନ୍ଦୁଲି ଘଟଣାକୁ ବର୍ଷେ ପୂର୍ତ୍ତି ,ଅାଜିର ଦିନକୁ କଳା ଦିବସ ଭାବେ ପାଳନ କରିବ କଂଗ୍ରେସ
ଆଜି ପରଦାକୁ ଆସିଛି ୨ଟି ନୂଆ ଫିଲ୍ମ
ଅାଜି ସିଭିୟର ସାଇକ୍ଳୋନିକ୍ ଷ୍ଟର୍ମ ରୂପ ନେଇପାରେ ତିତ୍ଲି
କେନ୍ଦ୍ରାପଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜମପଡ଼ା ହାଇସ୍କୁଲ ଶିକ୍ଷକ ରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଫୁଲବାଣୀରେ ଥଣ୍ଡାର ପ୍ରକୋପ ବଢୁଛି: ଆଜି ଫୁଲବାଣୀର ତାପମାତ୍ରା ୭ଡିଗ୍ରୀ,ଦାରିଙ୍ଗିବାଡ଼ିରେ ତାପମାତ୍ରା ୮.୫ଡିଗ୍ରୀ ରେକର୍ଡ କରାଯାଇଛି
ମୁହଁ ଖୋଲିଲେ ନାନା ପାଟେକର
First
Prev
1648
1649
1650
1651
1652
1653
1654
1655
1656
1657
1658
Next
Last
© 2022 - Odisha Television Limited. All Rights Reserved.