ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଭୁବନେଶ୍ୱର: ଲଳିତଗିରି ବୁଦ୍ଧ ମ୍ୟୁଜିୟମ୍ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭୁବନେଶ୍ୱର ଇଏସ୍ଆଇ ହସ୍ପିଟାଲ୍ ନବୀକରଣ ଉଦଘାଟନ କଲେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ସ୍ଥାପନ କଲେ
ନିଆଁ ସହ ଖେଳ ହେଲା କାଳ
ଭୁବନେଶ୍ୱର IITକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କଲେ ପ୍ରଧାନମନ୍ତ୍ରୀ, ତା’ସହିତ ପାଇକ ବିଦ୍ରୋହ ସ୍ମାରକୀ ଡାକ ଟିକେଟ, ମୁଦ୍ରା ଉନ୍ମୋଚନ କଲେ; ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ ଉପସ୍ଥିତ
ବକ୍ସି ଜଗବନ୍ଧୁ ଓଡ଼ିଶାର ମହାନ ସନ୍ତାନ ଥିଲେ, ତାଙ୍କ ବୀରତ୍ୱ ଏବଂ ବଳିଦାନର ତୁଳନା ନାହିଁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଆସିଛନ୍ତି, ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯିବ, ସଠିକ୍ ସମୟରେ ପ୍ରକଳ୍ପ ସରିବା ନେଇ ରାଜ୍ୟ ସହଯୋଗ କରିବ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି
ରୋଷେୟା ବିଷ୍ଣୁ ମନୋହରଙ୍କ ନିଅାରା ରେକର୍ଡ ନିଶା
ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ବାରଘରରେ ପାହାଡ଼ ଧସିବା ଘଟଣା : ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୫ରେ
ବାଲେଶ୍ୱର: ଗାଁ ପଡ଼ିଆରେ ଏକ ନିର୍ଦ୍ଦିଷ୍ଟ ଦଳର ସଭା ପାଇଁ ପତାକା ବାନ୍ଧିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ, ମୃତକ ଅଳନ୍ଦାସାରଗାଁ ପଞ୍ଚାୟତ ତେନ୍ତୁଳିମୁଣ୍ଡା ଗାଁର ଅକ୍ଷୟ ଜେନା
ବ୍ୟକ୍ତିଗତ ସୁରକ୍ଷାକର୍ମୀ ପାଲଟିଲେ ବେଇମାନ
ପୁରୀ: ସପରିବାରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ
ମତାପୁଟ ବ୍ଲକ ଅଧ୍ୟକ୍ଷାଙ୍କୁ ବହିଷ୍କାର ଦାବିରେ ସର୍ବଦଳୀୟ ଆଦିବାସୀ ସଂଘ ପକ୍ଷରୁ ୧୨ ଘଣ୍ଟିଆ ଲମତାପୁଟ ବନ୍ଦ ଡାକରା: ଅଧ୍ୟକ୍ଷା ମିଥ୍ୟା ଜାତି ସାର୍ଟିଫିକେଟ ଦେଇ ପଦବୀ ହାତେଇଥିବା ଅଭିଯୋଗ
ଝାରସୁଗୁଡ଼ା: ବ୍ରଜରାଜନଗର ଭୋଇମୁଣ୍ଡାରେ ମହିଳାଙ୍କୁ ଦଳି ମାରିଦେଲା ହାତୀ
କଟକ: ସିଡିଏର ସେକ୍ଟର ୮ ଓ ୯ ଅଞ୍ଚଳରେ ଗୋଟିଏ ହାତୀ ବୁଲୁଥିବାର ସୂଚନା; ହାତୀ ଘଉଡ଼ାଇବାକୁ ପହଞ୍ଚିଲେ ପୁଲିସ୍ ଓ ବନ ବିଭାଗ
କଳାହାଣ୍ଡି ଜିଲ୍ଲାରେ ମଧ୍ୟ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ତେଜିଲା: ଆଜି କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଛି କଳାହାଣ୍ଡି ଜିଲ୍ଲା ଓକିଲ ସଂଘ; ସରକାରୀ ଅଫିସ୍ ଓ ବ୍ୟାଙ୍କ ବନ୍ଦ ରହିବ, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡ଼ି ଚଳାଚଳ ବନ୍ଦରୁ ବାଦ୍
ଆନନ୍ଦପୁର ଉପଖଣ୍ଡ କାଶୀବେଢାରେ ୧୫ରୁ ଊର୍ଦ୍ଧ୍ୱ ହାତୀ: ସ୍ଥାନୀୟ ଲୋକେ ଆତଙ୍କିତ, ହାତୀ ଘଉଡ଼ାଇବାକୁ ପହଞ୍ଚିଲା ବନବିଭାଗ
ଗୌହାଟି ସହରରେ ବିସ୍ଫୋରଣ,୪ ଅାହତ
ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାଶ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ନିଯୁକ୍ତ; ରାଜ୍ୟପାଳ ଦେଲେ ନିଯୁକ୍ତି
ହାଲ୍ର ପୂର୍ବତନ କର୍ମଚାରୀଙ୍କ ସହ ରାହୁଲଙ୍କ ଅାଲୋଚନା
କାଲି ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତ: ଅନୁଧ୍ୟାନ ପାଇଁ ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ବିଜେପିର ବରିଷ୍ଠ ନେତା
ବର୍ତ୍ତମାନର ମୁଖ୍ୟ ଖବର
ସମ୍ବଲପୁର: ପଡ଼ିଆବାହାଲ ଜଙ୍ଗଲରେ ଅସୁସ୍ଥ ଦନ୍ତାର ଚିକିତ୍ସା ଆରମ୍ଭ,ଟ୍ରାଙ୍କୁଲାଇଜ୍ କରି OUATର ଏକ ଟିମ୍ କରୁଛି ଚିକିତ୍ସା
ଭୁବନେଶ୍ୱର: ଖଲିକୋଟ ଯୁଧିଷ୍ଠିର ନାହାକ ହତ୍ୟା ମାମଲା; ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଛତ୍ରପୁର ADJ କୋର୍ଟ
୭୬ ବର୍ଷରେ ବିଗ୍ ବି
ଫ୍ରାନ୍ସରେ ରାଫେଲ ଝଡ଼
First
Prev
1647
1648
1649
1650
1651
1652
1653
1654
1655
1656
1657
Next
Last
© 2022 - Odisha Television Limited. All Rights Reserved.