ସଂକ୍ଷେପରେ ଆଜିର ତାଜା ଖବର - Thursday, 16 January 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

National Education Policy: NEP ଲାଗୁ ପରେ ବଦଳିଯିବ ସ୍କୁଲ୍ ପାଠପଢ଼ା ଢାଞ୍ଚା, ଲାଗୁ ହେବ 5+3+3+4 ଫର୍ମୁଲା

ଲାଗୁ ହେବ 5+3+3+4 ଫର୍ମୁଲା । ସସପେନ୍ସରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ଜାତୀୟ ଶିକ୍ଷା ନୀତି ବା NEP 2020 ଲାଗୁ ହେବା ପରେ ଶିଶୁକୁ ୩ ବର୍ଷ ବୟସରୁ ଶିକ୍ଷା ପରିଧିକୁ ଅଣାଯିବ। More

Naba Das Murder Case: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି। More

Who Is The Real Husband Hansita: ହାଇପ୍ରୋଫାଇଲ୍ ଲେଡି ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ? ଜାମିନ ଆବେଦନ ପରେ ବଢିଲା ଚର୍ଚ୍ଚା...

ହାଇପ୍ରୋଫାଇଲ୍ ଲେଡି ହଂସିତା ଅଭିଲିପ୍ସାଙ୍କ ଠକେଇକୁ ନେଇ ଯେତିକି ଚର୍ଚ୍ଚା, ସେତିକି ରହସ୍ୟ ବଢ଼ାଉଛି ତାଙ୍କର ଅସଲ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କନ୍ଧମାଳର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ଗଞ୍ଜାମର ବ୍ୟବସାୟୀ ସରୋଜ ସାହୁ ? ଯିଏ ଶୁଣୁଛନ୍ତି ଦ୍ବନ୍ଦ୍ବରେ ପଡ଼ୁଛନ୍ତି... More

Road Accident; ଏମିତି ଆସେ ମୃତ୍ୟୁ; ପୋଖରୀରେ ପଶିଗଲା କାର୍

ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସହାଯ୍ୟରେ କାଟି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। More

Panchang Today 16th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.... More

Shree Mandir RatnaBhandar: ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ କରାଯିବ । More

BJD Faces Internal Turmoil: ଅସମ୍ଭାଳ ହେଲାଣି କି ବିଜେଡି କନ୍ଦଳ ? ରାଜଧାନୀରେ ବରିଷ୍ଠ ଓ ଯୁବ ନେତାଙ୍କ ଅଲଗା ଅଲଗା ମେଳି

ମେଳି, ମେଳି ଆଉ ମେଳି । ବିଜେଡିରେ ଯେମିତି ନିତିଦିନିଆ ଘଟଣା ପାଲଟି ଗଲାଣି ମେଳି । ସାଂଗଠନିକ ନିର୍ବାଚନର ନାଁ ଗନ୍ଧ ନାହିଁ କି ନେତାଙ୍କ ମେଳି ଥମିବାର ନାଁ ନେଉନି । More

Matric exam: ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ, ପେପର୍ ଲିକ୍ ଧରାଇବ ସିରିଏଲ ନମ୍ୱର ଓ QR କୋଡ୍

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ କରୁଥିଲେ ସାବଧାନ ! ଧରାପଡ଼ିଯିବ କିଏ କେଉଁଠୁ କରିଛି ପେପର୍ ଲିକ୍ । ସିରିଏଲ୍ ନମ୍ୱର, ୱାଟରମାର୍କ, QR କୋଡ୍ । ପେପର୍ ଲିକ୍ ରୋକିବାକୁ ବୋର୍ଡର ବଡ଼ ପଦକ୍ଷେପ । More

Khandagiri Mela: ସାବାଡ୍ ହେବେ କି ସାହୁ ଭାଉଜ, ଉତୁରିବ କି ନିଶାଙ୍କ ଅଶ୍ଲୀଳ ନିଶା ?

ଏଥର ସାବାଡ୍ ହେବେ ସାହୁ ଭାଉଜ ! ଉତୁରିବ ନିଶାଙ୍କ ଅଶ୍ଲୀଳ ନିଶା ! ରାନୀଙ୍କୁ ମନା ହେବ ଖଣ୍ଡଗିରି ! ଯାତ୍ରାମଞ୍ଚକୁ ଭଲ ପାଉଥିବା ଭଦ୍ର ଦର୍ଶକଙ୍କ ପାଇଁ ଏବେ ଏଭଳି ଆଶା ସଞ୍ଚାର ହୋଇଛି । More

Melanistic Tiger Killed: ଶିକାରୀଙ୍କ ଚରାଭୂଇଁ ପାଲଟିଛି ଶିମିଳିପାଳ; ବିରଳ କଳାବାଘକୁ ବି ଛାଡ଼ିଲେନି

ବାରିପଦା ଆରସିସିଏଫଙ୍କ ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ୱାଇଲ୍ଡ ଲାଇଫ୍ ଡିଭିଜିନର ସ୍ପେଶାଲ ଏନଫୋର୍ସମେଣ୍ଟ ୱିଙ୍ଗ୍ ପକ୍ଷରୁ ଗତ ୧୨ ତାରିଖ ରାତିରେ ଏ ଚାରି ଜଣଙ୍କୁ ଗିରଫ ସହ ଏ ବାଘ ଛାଲକୁ ଜବତ କରାଯାଇଛି। ବାଘର ବୟସ ଦେଢ଼ ବର୍ଷ ହେବା ଅନୁମାନ କରାଯାଉଥିଲା ବେଳେ ବାଘଟି ଅଣ୍ଡିରା କି ମାଈ ସ୍ପଷ୍ଟ ହୋଇନାହିଁ। More

Lingaraj Temple Dispute: ତୁଟିଲା ଲିଙ୍ଗରାଜଙ୍କ ନୀତି ବିବାଦ; ୨୪ ଘଣ୍ଟାରେ ADM ଦେବେ ରିପୋର୍ଟ

ଟ୍ରଷ୍ଟ ବୋର୍ଡ ବୈଠକ ପୂର୍ବରୁ ଆଇନମନ୍ତ୍ରୀ- ଠାକୁରଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି କହିଥିଲେ ଏଭଳି କାର୍ଯ୍ୟ ଦୁର୍ଭାଗ୍ୟଜନକ। ମହାପ୍ରଭୁଙ୍କ ସ୍ବତ୍ତ୍ବଲିପିରେ ରହିଥିବା ଆଇନଗତ ସମସ୍ୟାର ଶୀଘ୍ର ସମାଧାନ କରାଯିବ। ସେବାୟତଙ୍କ ବିବାଦରୁ ପ୍ରଭୁ ଲିଙ୍ଗରାଜ ଉପାସ ରହିବା ନୂଆ ନୁହେଁ। More