ସଂକ୍ଷେପରେ ଆଜିର ତାଜା ଖବର - Thursday, 14 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Srimandir: ପତିତପାବନ ଗୁମୁଟ ଦ୍ୱାର ବନ୍ଧ ବି ହେବ ରୁପା ଛାଉଣୀ

ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। More

Mid Day Meal: ୧ ଟଙ୍କା ବଢ଼ିଲା ମଧ୍ୟାହ୍ନ ଭୋଜନ ଦର

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୪୩ ଲକ୍ଷ ବିଦ୍ୟାର୍ଥୀ ମଧ୍ୟାହ୍ନ ଭୋଜନ ପାଉଛନ୍ତି । More

Odisha Politics: ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଚାଷୀଙ୍କ ସହ ଖେଳିଲେ ସିଧା ଝାରପଡ଼ା ଜେଲ୍ !

ବର୍ଷ ବର୍ଷ ଧରି ଦୁର୍ନୀତିର ଗନ୍ତାଘର ପାଲଟିଥିଲା ସମବାୟ ସଂସ୍ଥା ! ଅଡିଟ୍ ହେଉନଥିବାରୁ କେଳେଙ୍କାରୀ ବଢ଼ିଥିବା ଅଭିଯୋଗ । More

Koraput Telengiri Dam: ଭୟ ବଢ଼ାଉଛି ତେଲେଙ୍ଗିରି ଡ୍ୟାମ୍ ଲିକେଜ୍ !

ନିର୍ମାଣ ପରଠୁ କନଷ୍ଟ୍ରକ୍ସନ ସ୍ଲୁଇସ୍ ବନ୍ଦ ନହେବାରୁ ସାଂଘାତିକ ସ୍ଥିତି । ୨୦୧୯ ଭୋଟ୍ ପୂର୍ବରୁ ତରବରିଆ ଉଦଘାଟନକୁ ନେଇ ଉଠିଲା ପ୍ରଶ୍ନ । More

Chain Snatching in Bhubaneswar: କାଳ ସାଜୁଛି ମହିଳାଙ୍କ ବେକର ଚେନ୍ ! ଛିନତାଇ ବେଳେ ଗଲା ଜୀବନ

ଘାତକ ସାଜିପାରେ ଆପଣଙ୍କ ବେକର ସୁନା ଚେନ୍ । କାରଣ, ସୁନା ଚେନ୍ ଝାମ୍ପିନେବାକୁ ଲୁଟେରାଙ୍କ ଉଦ୍ୟମ ବେଳେ କେବଳ ଯେ, ଲହୁଲୁହାଣ ହୋଇପାରନ୍ତି ତା ନୁହେଁ, ଆପଣଙ୍କ ଜୀବନ ବି ଚାଲିଯାଇପାରେ । More

2025 Odisha Matric Exam Schedule Announced: ବାଜିଲା ମାଟ୍ରିକ୍ ପରୀକ୍ଷା ଘଣ୍ଟି, ପ୍ରଥମ ଦିନ ହେବ ପ୍ରଥମ ଭାଷା

ଆସିଲା ମାଟ୍ରିକ୍ ପରୀକ୍ଷା କାର୍ଯ୍ୟସୂଚୀ । ଆସନ୍ତାବର୍ଷ ଫେବ୍ରୁଆରୀ ୨୧ ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା । More

Panchang Today 14th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

Paddy Procurement: ୨୦ରୁ ଧାନ ସଂଗ୍ରହ, ୧୫ରୁ ଟୋକନ ବଣ୍ଟନ

ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ।  More

Manoj Mishra: ମନୋଜଙ୍କ କାଉଣ୍ଟର ପରେ ତାଙ୍କୁ ପୁଣି ଧୋଇଲେ ନିର୍ମାତା-ନିର୍ଦ୍ଦେଶକ

ସୀମା ଭିତରେ ରହିବାକୁ ସବ୍ୟସାଚୀଙ୍କ ଜବାବ । କଥା ନୁହେଁ କାମରେ କରି ଦେଖାଇବାକୁ ସରଘରିଆଙ୍କ ଆହ୍ବାନ । More

E-Wedding Card Scam: ବାହାଘର କାର୍ଡରେ କ୍ଲିକ୍‌ କଲେ ହୋଇଯାଉଛି ଆକାଉଣ୍ଟ ଗୋଲ୍ !

ଲିଙ୍କ୍ ଛୁଇଁଦେଲେ ନିମିଷକେ ଚାଲିଯାଉଛି ବ୍ୟକ୍ତିଗତ ତଥ୍ୟ । ଟ୍ରାନ୍ସଫର ସହ ଗୋଲ୍ ହୋଇଯାଇ ପାରେ ଆକାଉଣ୍ଟ । More

Odisha Cabinet: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ନିଯୁକ୍ତି ପରୀକ୍ଷାରେ ଗଫଲତି କଲେ ଜେଲ୍

ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି ।  More

Subhadra Yojana Odisha: କଣ କଲେ ତୃତୀୟ ପର୍ଯ୍ୟାୟରେ ପାଇବେ ‘ସୁଭଦ୍ରା’ର ପ୍ରଥମ କିସ୍ତି ଟଙ୍କା ? ଜାଣନ୍ତୁ...

ଆକାଉଣ୍ଟକୁ କାହିଁକି ଆସୁନି ସୁଭଦ୍ରା ଟଙ୍କା ? କେଉଁଠି ରହୁଛି ସମସ୍ୟା ? କଣ କଲେ ଏହାର ହୋଇପାରିବ ସମାଧାନ ? ଏନେଇ ଆବେଦନକାରୀଙ୍କୁ ଟିପ୍ସ ଦେଇଛନ୍ତି ବ୍ୟାଙ୍କିଂ ବିଶେଷଜ୍ଞ । ଜାଣନ୍ତୁ... More