ସଂକ୍ଷେପରେ ଆଜିର ତାଜା ଖବର - Monday, 04 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କ୍ରିକେଟ୍ ପ୍ରେମୀଙ୍କୁ ଟିକେଟ୍ ଚଡ଼କ, OCA ଉପରେ ଦର୍ଶକଙ୍କ ଅସନ୍ତୋଷ !

ଆଖି ତରାଟିଲା ଭଳି କାହିଁକି ଟିକେଟ୍ ଦର ଏଭଳି ବୃଦ୍ଧି କରିଛି OCA ? ଓସିଏ ସଂପାଦକ କହିଛନ୍ତି, ବାରବାଟୀ ଟିକେଟ ଦାମ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି। More

ଦିଲ୍ଲୀରେ ଚମକିଲେ ୩ ଓଡ଼ିଆ ଶିକ୍ଷାର୍ଥୀ

କିଶୋର ବୈଜ୍ଞାନିକ ମାନଙ୍କର ଏହି ନୂତନ ଆବିଷ୍କାର ସବୁକୁ ମୂଲ୍ୟାୟନ କରିଥିଲେ ବିଶିଷ୍ଟ ନିର୍ଣ୍ଣାୟକ ମଣ୍ଡଳୀ। ଯେଉଁଥିରେ ଥିଲେ IIT ପ୍ରଫେସର, ଉଦ୍ୟୋଗପତି ଏବଂ ବିଶେଷଜ୍ଞ। More

ଗଂଜେଇ ଚୋରା ଚାଲାଣର ହବ୍ ପାଲଟିଛି ଓଡ଼ିଶା, ଲମ୍ବିଥିବା ଚେରର ଫିଟୁଛି ଗୁମର

ଗଂଜେଇ ଚୋରା ଚାଲାଣର ହବ୍ ପାଲଟିଛି କି ଓଡିଶା ? ଗତକାଲି ଗଂଜାମରୁ ଗିରଫ ନିଲୁ ପ୍ରଧାନ ହେଉ ଅବା ପାଣ୍ଡି ବ୍ରଦର୍ସ । More

ଚଣ୍ଡୀ ମନ୍ଦିର ନବୀକରଣ କାମରେ ଅହେତୁକ ବିଳମ୍ୱ; ଡିପିଆର୍ ସାର୍ବଜନୀନ କରିବାକୁ ଦାବି

କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମୂର୍ଣ୍ଣ ହୋଇ ପାରିନାହିଁ। ଯାହାକୁ ନେଇ ଅସନ୍ତୋଷ ବଢୁଛି। More

Panchang Today 4th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

Jatra: ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନରେ ଲାଗିବ ରୋକ୍; ଆଇନ୍ ଆଣିବେ ସରକାର !

ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଖୁବଶୀଘ୍ର ଆସିବ ନିର୍ଦ୍ଦେଶାବଳୀ। ଏନେଇ ଖୁବଶୀଘ୍ର ଆଇନ ଆସିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। More

Group Clash: ଭସାଣ ବେଳେ ଗଣ୍ଡଗୋଳ; ଢେଲା ପଥର ସହ କାଚ ବୋତଲ ପିଙ୍ଗିଲେ

କଟକରେ କାଳୀ ମେଢ଼ ଭସାଣ ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ। ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। More

କବି ବସନ୍ତ ମୁଦୁଲିଙ୍କ ୩୭ ତମ ସ୍ମତି ସମାରୋହ; ଦେବାଶିଷଙ୍କୁ ମିଳିଲା 'କବି ବସନ୍ତ ମୁଦୁଲି କବିତା ପୁରସ୍କାର'...

ଆଜି ଭଦ୍ରକ ସ୍ଥିତ ସଂସ୍କୃତି ଭବନଠାରେ ପୂର୍ବାହ୍ନ ୧୦ ଘଟିକାରେ କ୍ରାନ୍ତିକାରୀ କବି ବସନ୍ତ ମୁଦୁଲିଙ୍କ ୩୭ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି। More

Mahanadi Water Dispute: ପୁଣି ‘ମହାନଦୀ ଜଳ ବିବାଦ’, ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ମହାନଦୀ ଜଳ ବିବାଦକୁ ନେଇ ପୁଣି ଥରେ ତେଜିଛି ରାଜନୀତି । ବିଜେଡି ଓ କଂଗ୍ରେସ କେନ୍ଦ୍ର ସରକାର ଓ ବିଜେପି ଆଡ଼କୁ ବଲ୍ ଫିଙ୍ଗିଛନ୍ତି । More

ବଢ଼ୁଛି ଉତ୍ସାହ-ଉତ୍କଣ୍ଠା, ଓଡ଼ିଶା ଫେରୁଛି ପୋସ୍କୋ; ୭ ବର୍ଷ ତଳେ ରାଜ୍ୟ ଛାଡ଼ିଥିଲା କଂପାନୀ

କେନ୍ଦୁଝରରେ JSW ସହ ମିଶି ପୋସ୍କୋ ପ୍ରତିଷ୍ଠା କରିବ ଷ୍ଟିଲ ପ୍ଲାଣ୍ଟ । ସମ୍ଭାବ୍ୟ ନିବେଶକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୋହର ପରେ ୟାକୁ ନେଇ ଏବେ ନାନା ଚର୍ଚ୍ଚା । More

ଗଜରାଜଙ୍କ ଡେଞ୍ଜର୍ ଜୋନ୍ ଆଠଗଡ଼ ବନାଞ୍ଚଳ; ପୁଣି ସକ୍ରିୟ ହେଲେଣି କି ହାତୀ ଶିକାରୀ ?  

ନରସିଂହପୁର ଓ ବଡ଼ମ୍ବା ଇଲାକା ବନିଗଲାଣି କି ହାତୀଙ୍କ ପାଇଁ ଅସୁରକ୍ଷିତ ସ୍ଥଳ ? ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ପଡ଼ି କଲବଲ ହେଉଛନ୍ତି ଗୋଟିଏ ପରେ ଗୋଟିଏ ହାତୀ। More

ବିଜେଡି ଲିଙ୍କ୍‌ରେ ବିଜେପି ବିଧାୟକ! ‘ସରି ଆସୁଛି ଶଙ୍ଖ ଦଳ ଆୟୁ’: ଜୟନାରାୟଣ

ପୁଣି ଚର୍ଚ୍ଚାରେ ମୁନା ଖାଁଙ୍କ ବୟାନ । ୫ ବର୍ଷ ନୁହେଁ ତାପୂର୍ବରୁ ଶାସନ କ୍ଷମତାକୁ ଫେରିପାରେ ବିଜେଡି । More