ସଂକ୍ଷେପରେ ଆଜିର ତାଜା ଖବର - Tuesday, 08 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଘରୋଇ କଳିରୁ ବାପାର ଅମାନୁଷିକ କାଣ୍ଡ; ପୁଅକୁ ହତ୍ୟା କଲା, ଝିଅର ତଣ୍ଟି କାଟିଲା !

୧୪ ମାସର ପୁଅକୁ ହତ୍ୟା ସହ ୧୦ ବର୍ଷର ଝିଅର ଗଳା କାଟିଲା ବାପା । More

ବଢ଼ିଲା ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା, ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

ମୃତ୍ୟୁ ତଥା ଅବସରକାଳୀନ ଗ୍ରାଚୁଇଟି-DCRG ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । More

ନାଟମଣ୍ଡପରେ ହେବ ରାମ୍ପ ଓ ବ୍ୟାରିକେଡ୍ ବ୍ୟବସ୍ଥା, କାର୍ତ୍ତିକ ମାସ ପରେ ଆରମ୍ଭ ହେବ କାମ

ସେହିପରି ମହିଳା ଭକ୍ତ, ଦିବ୍ୟାଙ୍ଗ, ବୟୋବୃଦ୍ଧ ଓ ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରାଯିବ । ସମସ୍ତ ଭକ୍ତ ସାତପାହାଚ ବାଟରେ ପ୍ରବେଶ କରିବେ ଏବଂ ଦର୍ଶନ କରିବା ପରେ ଘଣ୍ଟି ଦ୍ବାରରେ ପ୍ରସ୍ଥାନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । More

ମିଳିବ ଦଶହରା ଭେଟି, ଉତ୍ସାହିତ ମହିଳା; ରାତି ପାହିଲେ ଆସିବ ସୁଭଦ୍ରା ଟଙ୍କା

ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷ ହିତାଧିକାରୀ ପାଇବେ ପ୍ରଥମ କିସ୍ତି । More

ଘୋଷଣା ହେଲା ବର୍ଷା ସାହିତ୍ୟ ସମ୍ମାନ-୨୦୨୪; ଅଲେଖ ବେହେରାଙ୍କୁ ବର୍ଷା କଥା ସମ୍ମାନ

‘ବର୍ଷା ପବ୍ଲିକେସନ୍’ ପକ୍ଷରୁ ଦ୍ୱିତୀୟ ବର୍ଷା ସମ୍ମାନ-୨୦୨୪ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ମାସ ୨୦ ତାରିଖରେ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ବର୍ଷା ଉତ୍ସବରେ ଏହା ପ୍ରଦାନ କରାଯିବ। More

ନବରାତ୍ରୀ ପାଇଁ ଘରେ ତିଆରି କରନ୍ତୁ ସୁଆଦିଆ 'ବରଫି'

ଏବେ ଚାଲିଛି ପାର୍ବଣର ଋତୁ । ଘରେ ଘରେ ଏବେ ପିଠା ଓ ମିଠାର ଆସର । ଏଇ ନବରାତ୍ରୀରେ ଘରେ ମିଠାର ସୁଆଦିଆ ରେସିପି ‘ବରଫି’ ବନେଇ ମାଆଙ୍କୁ ଭୋଗ ଲଗାନ୍ତୁ । More

ସବୁ ଉଜାଡି ଦେଲା ଲଘୁଚାପ ବର୍ଷା, ପରଘରେ ପରିବାର

ଘରର ଅବସ୍ଥା ଏମିତି ହୋଇଛି ଯେ କେଉଁଠି କାନ୍ଥ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ତ ଆଉ କେଉଁଠି ବର୍ଷା ହେଲେ ଚାଳରୁ ପାଣି ଗଳୁଛି। କାନ୍ଥରୁ ଚେକା ଚେକା ହୋଇ ମାଟି ବି ଖସୁଛି। ବୋଧହୁଏ ଏ ହେଉଛି ପ୍ରକ଼ୃତିର ଥାର୍ଡ ଡିଗ୍ରୀ। More

ଲଙ୍କା ଚାଷ କରି ଲକ୍ଷପତି

ଗଛରେ ଫଳିଛି ପେନ୍ଥା ପେନ୍ଥା ଲଙ୍କା। ଯୁଆଡେ ଚାହିଁବେ କଞ୍ଚାଲଙ୍କାର ଭଣ୍ଡାର। ଏହା ଏକ ଅର୍ଥକାରୀ ଫସଲ ହୋଇଥିବାରୁ, ଲଙ୍କା ଚାଷ କରି ଲାଭବାନ ହୋଇଛି ଚାଷୀ। More

OSSSC ପରୀକ୍ଷା ବିଭ୍ରାଟ: ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

OSSSC ପରିଚାଳିତ RI, ଅମିନ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ । ଆଜି ସରକାର ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ। More

Panchang Today 8th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ପାର୍ବଣରେ ମାଆଙ୍କ ପୂଜା କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ହୁତହୁତ୍ ହୋଇ ଜଳିଗଲେ ଯୁବତୀ, ରାସ୍ତାକଡ଼ରୁ ଉଦ୍ଧାର କଲେ ଲୋକେ

ପୋଲିସ କିମ୍ବା ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିିକ୍ରିୟା ମିଳିପାରିନି। More

ଜଳ ଦେଉଛି କିଡନୀ ଯନ୍ତ୍ରଣା ! ଭେଣ୍ଡିଆ ପୁଅକୁ ଝୁରୁଛି ମାଆ...

କିଡନୀ ସମସ୍ୟା ପଛରେ ଦୂଷିତ ଭୂତଳ ପାନୀୟ ଜଳକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। More

OSSSC ପରୀକ୍ଷା ବିଭ୍ରାଟ, ଆଶାୟୀଙ୍କ ଗର୍ଜନ; ସରକାର ବଦଳିଥିଲେ ବି ବଦଳୁନି ବ୍ୟବସ୍ଥା !

ଅଯୋଗ୍ୟ ସଂସ୍ଥାକୁ ଦାୟିତ୍ୱରୁ ହଟାଇ ପୁନଃ ପରୀକ୍ଷା ଦାବି । କାଲି ସରକାରଙ୍କ ସହ ଉଚ୍ଚସ୍ତରୀୟ ବୈଠକ । More

'ଆମର ଜିଲ୍ଲା, ଚାକିରି ପାଇବେ ଆମର ପିଲା', ଜଏନିଂ ବେଳେ ବିରୋଧ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ତୀବ୍ର ହେଲା- "ଆମର ଜିଲ୍ଲା, ଚାକିରି ପାଇବେ ଆମର ପିଲା" ନାରା । More

ଇଣ୍ଡି ମେଣ୍ଟ ଆଡକୁ ଢଳୁଛି BJD ! ଆସିଲା ନୂଆ ଟ୍ବିଷ୍ଟ...

ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବୟାନ । ବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ । More