ସଂକ୍ଷେପରେ ଆଜିର ତାଜା ଖବର - Monday, 07 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ହୁତହୁତ୍ ହୋଇ ଜଳିଗଲେ ଯୁବତୀ, ରାସ୍ତାକଡ଼ରୁ ଉଦ୍ଧାର କଲେ ଲୋକେ

ପୋଲିସ କିମ୍ବା ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିିକ୍ରିୟା ମିଳିପାରିନି। More

ଜୋର ଧରୁଛି "ଆମର ଜିଲ୍ଲା, ଚାକିରି ପାଇବେ ଆମର ପିଲା" ନାରା

କେବଳ ଝରିଗାଁ କି ଉମରକୋଟ ନୁହେଁ, ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଅପ୍ରୀତିକର ପରିସ୍ଥିତି। More

ଜଳ ଦେଉଛି କିଡନୀ ଯନ୍ତ୍ରଣା ! ଭେଣ୍ଡିଆ ପୁଅକୁ ଝୁରୁଛି ମାଆ...

କିଡନୀ ସମସ୍ୟା ପଛରେ ଦୂଷିତ ଭୂତଳ ପାନୀୟ ଜଳକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। More

OSSSC ପରୀକ୍ଷା ବିଭ୍ରାଟ, ଆଶାୟୀଙ୍କ ଗର୍ଜନ; ସରକାର ବଦଳିଥିଲେ ବି ବଦଳୁନି ବ୍ୟବସ୍ଥା !

ଅଯୋଗ୍ୟ ସଂସ୍ଥାକୁ ଦାୟିତ୍ୱରୁ ହଟାଇ ପୁନଃ ପରୀକ୍ଷା ଦାବି । କାଲି ସରକାରଙ୍କ ସହ ଉଚ୍ଚସ୍ତରୀୟ ବୈଠକ । More

ଇଣ୍ଡି ମେଣ୍ଟ ଆଡକୁ ଢଳୁଛି BJD ! ଆସିଲା ନୂଆ ଟ୍ବିଷ୍ଟ...

ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବୟାନ । ବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ । More

ଟାଇମ୍‍ପାସ୍‍ ପୁସ୍ତକପର୍ବ: ‘ବହିବର୍ଷା’ରେ ଓଦା ହେଲେ ଶତାଧିକ ଲେଖକ

ଏହି ଅବସରରେ ଫନୀ ମହାନ୍ତିଙ୍କ ଶ୍ରେଷ୍ଠ କବିତା, ବିଜୟ ମହାପାତ୍ରଙ୍କ ଅଶ୍ରୁ ଅନଳ, ତ୍ରିନାଥ ସିଂହଙ୍କ ଦୁଇଫର୍ଦ୍ଦ ଆକାଶ ଆଦି ଉପନ୍ୟାସ ବି ସାମ୍ନାକୁ ଆସିଥିଲା । More

ମହିଳାଙ୍କୁ ମୋହନ ସରକାରଙ୍କ ଦଶହରା ଭେଟି, ଆଜି ଆସିଲା ଟଙ୍କାଏ

ଅପେକ୍ଷାର ଅନ୍ତ । ୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବା ପୂର୍ବରୁ ଆଜି ଖାତାକୁ ଆସିଲା ଟଙ୍କାଟିଏ । More

‘ବସନ୍ତ ମୁଦୁଲି କବିତା ପୁରସ୍କାର-୨୦୨୪’ ପାଇବେ ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ର 

ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଯୁବକବିଙ୍କୁ ବିଚାରକ ମଣ୍ଡଳୀଙ୍କ ମନୋନୟନ ପ୍ରକ୍ରିୟା ଅନୁସାରେ ଏହି ପୁରସ୍କାର ଗତ ୩୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଛି। More

ଅଶାନ୍ତ ବୁର୍ଲା ଭୀମସାର; ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଆହତ

ବୁର୍ଲା ଭୀମସାରରେ ସଂଘର୍ଷ। ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟରେ ୩ ଜଣ ଆହତ ହୋଇଛନ୍ତି। More

Panchang Today 7th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ସୋମବାର ।ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ; ଆସନ୍ତାକାଲି ମାଓ ମୁକାବିଲା ବୈଠକରେ ଯୋଗଦେବେ 

ନକ୍ସଲ ମୁକାବିଲା ବୈଠକରେ ଯୋଗଦେବା ଆଜି ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। More

କୋଲକାତା ଆରଜି କର ମେଡିକାଲର ୧୦ ଡାକ୍ତର ବହିଷ୍କୃତ

କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି। More

କେବେ ଚାଷୀଙ୍କ ଚିନ୍ତା ହରିବ ଚିନ୍ତାଗୁଡ଼ା ପ୍ରକଳ୍ପ ? କେବେ ନେବ ବାସ୍ତବତାର ରୂପ ? 

ଓଡ଼ିଶାର ପାଣି ନେଇ ମାଲେମାଲ୍ ହେଉଛି ଆନ୍ଧ୍ର ପ୍ରଦେଶ ! ହେଲେ ଚିନ୍ତାଗୁଡ଼ା ବ୍ୟାରେଜ ପାଇଁ ପଡ଼ିପାରୁନି ମୂଳଦୁଆ । More

ଚିମିନିରୁ ବାହାରୁନି ଧୂଆଁ; ଶୁଭୁନି ମେସିନର ଶବ୍ଦ, ୧୦ ବର୍ଷ ଧରି ବନ୍ଦ ପଡ଼ିଛି ବଲାଙ୍ଗିର ଚିନିକଳ

ଦିନେ ବଲାଙ୍ଗିର, ନୂଆପଡ଼ା ଓ ସୋନପୁରର ୮ରୁ ୯ ହଜାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଥିବା ଚିନିକଳର ଏବେ ଭାଙ୍ଗିଯାଇଛି ମେରୁଦଣ୍ଡ । More

ଏମିତି ଗାଁ, ଯେଉଁଠି ମୋବାଇଲ ନେଟୱର୍କ ପାଇଁ ଲୋକଙ୍କୁ ଚଢ଼ିବାକୁ ପଡ଼ୁଛି ଗଛ ! 

ଏଠି ସେଠି... କେଉଁଠି ବି ନାହିଁ । ଉଚ୍ଚ ଜାଗାରେ ମିଳୁନି, କି ଫାଙ୍କା ସ୍ଥାନରେ ବି ଆସୁନି । ଖୋଜି ଖୋଜି ନୟାନ୍ତ ହେଲେଣି, ହେଲେ ଯେତେ ଖୋଜିଲେ ବି ମିଳୁନି।  More