ସଂକ୍ଷେପରେ ଆଜିର ତାଜା ଖବର - Friday, 16 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୁଶୁଡୁଛି ଭୁବନେଶ୍ୱର BJD ! BJPରେ ମିଶିଲେ କର୍ପୋରେଟର୍ ବନ୍ଦିତା, ଲାଇନ୍‌ରେ ଅନେକ...

ଆଗକୁ ବିଜେପି ଯାଇପାରନ୍ତି ଆହୁରି ବହୁ କର୍ପୋରେଟର ! ମଧ୍ୟ ଭୁବନେଶ୍ବରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ । More

ରାଜଧାନୀରେ ସିମ୍ ବକ୍ସ ଆତଙ୍କ ! ଧରାପଡ଼ିଲା ୭ ସିମ୍ ବକ୍ସ, ୫୦୦ ସିମ୍

ଘର ସିଲ୍ ସହ ସନ୍ଦିଗ୍ଧକୁ ଅଟକ ରଖି ପୋଲିସର ଖୋଳତାଡ଼ । ଆତଙ୍କବାଦ, ସାଇବର ଫ୍ରଡ୍ ନା ଗୁପ୍ତଚରୀ ବୃତ୍ତି, ଚାଲିଛି ଖୋଳତାଡ଼ । More

ଓଡ଼ିଶା କଂଗ୍ରେସକୁ ପୁଣି ବଡ଼ ଝଟକା; ଦଳ ଛାଡିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ

ଶାକରୁ ରାଜନେତା ପାଲଟି ଗତ ସାଧାରଣ ନିର୍ବାଚନ ବେଳେ ଦଳକୁ ଢେର ବଳ ଦେଇଥିବା କଂଗ୍ରେସକୁ ବାୟ ବାୟ କରିଛନ୍ତି ଏକଦା ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଥିବା ବରିଷ୍ଠ ନେତା ବିଜୟ ପଟ୍ଟନାୟକ।  More

Vastu Tips: ଆପଣଙ୍କ ଶିଳ୍ପାନୁଷ୍ଠାନରେ ବାରମ୍ବାର କ୍ଷତି ହେଉଛି କି… ଜାଣନ୍ତୁ ଏହାର କାରଣ କ’ଣ…

ଆପଣ କୌଣସି ଏକ ଶିଳ୍ପାନୁଷ୍ଠାନ ଚଳାଉଛନ୍ତି ଆଉ ଏଥିରେ ଲାଭ ତ ଦୂରର କଥା ବାରମ୍ବାର କ୍ଷତି ହେଉଛି। ଏହା ପଛରେ କିଛି ବାସ୍ତୁ କାରଣ ମଧ୍ୟ ଥାଇପାରେ। ଜାଣନ୍ତୁ ଶିଳ୍ପାନୁଷ୍ଠାନରେ ବାସ୍ତୁର କେଉଁସବୁ ମୁଖ୍ୟ ନିୟମ ନ ମାନିଲେ ବ୍ୟବସାୟରେ ହୁଏ କ୍ଷତି… More

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ

ମେଲ୍‌ ଯୋଗେ AICCକୁ ପଠାଇଲେ ଇସ୍ତଫା ପତ୍ର । More

YB ଖୁରାନିଆ ହେଲେ ନୂଆ ପୋଲିସ୍‌ ଡିଜି

ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌। More

ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ପ୍ରଭାବିତ

କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର । More

ସଚ୍ଚୋଟ ମଣିଷ ଶ୍ରବଣ, ଫେରାଇ ଦେଲେ ୩ ଭରିର ଚେନ୍‌

ଏଭଳି ମାନବିକତାକୁ ଯେତେବ ବି ଧନ୍ୟବାଦ ଦେଲେ କମ୍‌ ହେବ । ଏ ସହୃଦୟ ବ୍ୟକ୍ତି ଜଣକ ହେଇଛନ୍ତି କଳାହାଣ୍ଡି ଜିଲ୍ଲାର ଶ୍ରବଣ କୁମାର ନାଥ । More

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ, ୫ଟି ସ୍ଥାନରେ ଚାଲିଛି ଚଢ଼ାଉ

ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ରେଡ୍ ଜାରି ରହିଛି । ଏହି ଚଢ଼ାଉରେ ୪ ଜଣ DSP, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । More

ଜାହାଜକୁ ଗିରଫ ନିର୍ଦ୍ଦେଶ, ବାଂଲାଦେଶରୁ ପାରାଦୀପ ଆସିଛି ଏମଭି ୱାଡି ଆଲବୋସ୍ତାନ

ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କୁଆଡେ ଯାଇ ପାରିବ ନାହିଁ । More

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୨୦ଯାଏଁ ପ୍ରବଳ ବର୍ଷା

ବଢ଼ିବ ରାଜ୍ୟରେ ବର୍ଷାର ପରିମାଣ । ଘନିଭୂତ ହେଉଛି ଆଉ ଏକ ଲଘୁଚାପ । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । More

Panchang Today 16th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୧ଶୀ ଦିବା ୦୯.୩୯ ଗତେ ୧୨ଶୀ । More

ମନ୍ତ୍ରୀଙ୍କ ଆଗରେ ଦୁଃଖ ବଖାଣିଥିଲା କୁନି ଝିଅ ସୋନାଲି, ବର୍ଷକ ପରେ ବି ଫଳ ଶୂନ !

ବଦଳିଲାନି କୁନି ଝିଅ ସୋନାଲିର ଗାଁ ପଦୁଗୁଡ଼ା ଭାଗ୍ୟ । ଗାଁରେ ରାସ୍ତା, ପାଣି ଓ ସ୍କୁଲ ସ୍ଥିତି ଯାହାକୁ ତାହା। More

କଂଗ୍ରେସରେ ନୂଆ ଷ୍ଟିୟରିଂ କମିଟିକୁ ନେଇ ଝଡ଼, ତାତିଲେ ତାରା-ନରସିଂହ !

ନୂଆ ଷ୍ଟିୟରିଂ କମିଟିରେ ନାହାନ୍ତି ତାରା, ନରସିଂହ, ନିରଞ୍ଜନ, ପ୍ରସାଦଙ୍କ ଭଳି ଅଭିଜ୍ଞ । More

୨୦୪୭ ସୁଦ୍ଧା ଦେଢ଼ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପହଞ୍ଚିବ ଓଡ଼ିଶା

ସବୁ ପ୍ରତିଶ୍ରୁତି ପାଳନ କରିବ ବିଜେପି ସରକାର କହିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କୁ ପରୋକ୍ଷରେ ବି ତୀର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । More

ମିଛ କହିଥିଲା ବିଜେଡି ସରକାର, କ୍ଷତିପୂରଣ ଦେବେ କହି ଭଣ୍ଡେଇଦେଲେ..!

ଅଧାପନ୍ତରିଆ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ । କ୍ଷତିପୂରଣ ନେଇ ଚିନ୍ତାରେ ବିସ୍ଥାପିତ ପରିବାର । More

କର୍ମଜୀବୀ ମହିଳାଙ୍କୁ ରାଜ୍ୟ ସରକାରଙ୍କ ଭେଟି; ମାସକରେ ଦିନେ ମିଳିବ ଋତୁସ୍ରାବ ଜନିତ ଛୁଟି

କର୍ମଜୀବୀ ମହିଳାଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଋତୁସ୍ରାବ ପାଇଁ ମାସକରେ ମିଳିବ ଦିନଟିଏ ଛୁଟି । ସ୍ବାଧୀନନତା ଦିବସରେ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।  More