ସଂକ୍ଷେପରେ ଆଜିର ତାଜା ଖବର - Monday, 24 June 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସମଦୂରତାରୁ ସିଧା ବିରୋଧୀ ! ଏଥର ଦିଲ୍ଲୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବ BJD

ଲୋକସଭାରେ ସଂଖ୍ୟା ଶୂନ ପରେ ବିଜେଡିକୁ ଭରସା ରାଜ୍ୟସଭା । ଓଡ଼ିଶା ସ୍ୱାର୍ଥ ଲଢେଇ ପାଇଁ ନବୀନ ନିବାସରେ ରଣନୀତି । More

ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...

କିଏ ସାରିଥିଲେ ରେଗୁଲାରାଇଜେସନ ପ୍ରକ୍ରିୟା, ଉଠିଲା ପ୍ରଶ୍ନ । କିସମ ପରିବର୍ତ୍ତନ ପ୍ରକ୍ରିୟାରେ ରୋକ୍ ଲଗାଇଲେ କେନ୍ଦ୍ରମନ୍ତ୍ରୀ । More

ଧରମ ଭାଇ କରି ୪୦ ଲକ୍ଷ ଠକି ନେଲା ଧରମ ଭଉଣୀ !

ଶେଷରେ ପାଟକୁରା ପୋଲିସ ଉଭୟ ଠକ ଦଂପତି ବୀଣା ମିଶ୍ର ଓ ବିଭୁ ମିଶ୍ରକୁ ଗିରଫ କରିଛି। More

ଡିପ୍‌ଥେରିଆ ପରେ ଏବେ ଡରାଇଲାଣି ଜଣ୍ଡିସ୍, ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ସ୍ଥିତିର ସମୀକ୍ଷା କରିଛନ୍ତି । କହିଛନ୍ତି କିଭଲି ଲୋକଙ୍କ ପାଖରେ ଭଲ ପାଣି ପହଞ୍ଚିବ ସେଥିପାଇଁ ସମ୍ବଲପୁର ମୁନସିପାଲଟିକୁ ନିର୍ଦ୍ଦେଶ ଦିଆଯାଇଛି । More

ସାପ ଧରୁ ଧରୁ ମାରିଲା ଚୋଟ, ଅକାଳରେ ଚାଲିଗଲା ସାପ ଧରାଳିଙ୍କ ଜୀବନ; ଦେଖନ୍ତୁ ଦୃଶ୍ୟ

ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ । ସାମାନ୍ୟ ଅସାବଧାନତାରୁ ଅକାଳରେ ଚାଲିଗଲା ଜୀବନ । More

ମୌସୁମୀର ପ୍ରଭାବ ଜାରି; ଆସୁଛି ବଡ଼ ବର୍ଷା, ୨୬ରେ ଘୂର୍ଣ୍ଣିବଳୟ!

୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା । More

ବସ୍ ସେବା ଦିଆଯିବ ହେଲେ ନାଁ ବଦଳିପାରେ କହିଲେ ମନ୍ତ୍ରୀ..!

ରଥ ଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ବସ୍ ଗଡ଼ିବ।ରାଜ୍ୟର ୩୧୪ ବ୍ଲକରୁ ପୁରୀକୁ OSRTC ବସ୍ ଗଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। More

‘ଖୁବଶୀଘ୍ର ଘୋଷଣା ହେବ ରତ୍ନଭଣ୍ଡାର ଖୋଲିବା ତାରିଖ ଓ ଗାଇଡଲାଇନ୍’

ଲୋକସେବା ଭବନରେ ଦାୟିତ୍ବ ନେବା ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ, ନିର୍ଦ୍ଦିଷ୍ଟ ସମୟରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ମହାପ୍ରଭୁଙ୍କ ଅଳଙ୍କାର ଓ ଅନ୍ୟ ସମ୍ପତ୍ତିର ଗଣତି କରାଯିବ । More

ବାଲେଶ୍ୱରରେ କର୍ଫ୍ୟୁ କୋହଳ; ଆଜିଠୁ ଖୋଲିବ ଶିକ୍ଷାନୁଷ୍ଠାନ, ମିଳିବ ଇଣ୍ଟରନେଟ୍ ସୁବିଧା

ବାଲେଶ୍ବର ପୌରାଞ୍ଚଳରେ ଆଜିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ। ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଲ୍ୟାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆଜିଠାରୁ ମୋବାଇଲରେ ଇଣ୍ଟରନେଟର ସୁବିଧା ମିଳିବ। More

'କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି'

ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି କେନ୍ଦୁଝରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରକୁ ଲୁଟ୍ କରାଯାଉଥିଲା। More

ନିଅଣ୍ଟିଆ ବର୍ଷା: ଆଷାଢରେ ମାଟି ଫାଟି କରିଛି ଆଁ, ଶୁଖିଲା ପଡିଛି ଜଳଭଣ୍ଡାର

ଚଳିତବର୍ଷ ଏଯାଏଁ ସ୍ବାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଫଳରେ ଶୁଖିଲା ପଡିଛି ଜଳଭଣ୍ଡାର।  More

ଶ୍ରୀକ୍ଷେତ୍ରରେ ଆଉ ନାହିଁ ଗହଳି ଚହଳି, ଚଳଚଞ୍ଚଳ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠ

ଶ୍ରୀକ୍ଷେତ୍ରରେ ଆଉ ନାହିଁ ଗହଳି ଚହଳି, ଶୁଭୁନି ଜୟ ଜଗନ୍ନାଥ ଧ୍ବନି। ସ୍ନାନ ପୂର୍ଣ୍ଣମାରେ ୧୦୮ ଗରା ଜଳରେ ସ୍ନାନ କରି ଚତୁର୍ଦ୍ଧା ମୂରତି ଏବେ ଜ୍ବରରେ ପୀଡ଼ିତ । ଅଣସର ପିଣ୍ଡିରେ ପ୍ରଭୁଙ୍କର ଚାଲିଛି ଗୁପ୍ତ ସେବା। More

ସୁପ୍ରିମକୋର୍ଟଙ୍କ ଆଦେଶକୁ ହେୟଜ୍ଞାନ ! କେବେ ନିଯୁକ୍ତ ହେବେ ଶ୍ରୀମନ୍ଦିର ପାଇଁ ସ୍ଥାୟୀ ମୁଖ୍ୟ ପ୍ରଶାସକ ?

ସ୍ନାନ ଯାତ୍ରା ସରିଛି, ଆଗକୁ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ତାସହିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ମଧ୍ୟ ଝୁଲି ରହିଛି। ଏଭଳି ସମୟରେ ଶ୍ରୀମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନଥିବାରୁ ପ୍ରକାଶ ପାଇଛି ଉଦବେଗ।  More

ନବୀନଙ୍କୁ ଘାରିଛି କି ବିଜେଡି ଭାଙ୍ଗିଯିବା ଭୟ ? ନେତା ଓ କର୍ମୀଙ୍କୁ ଡାକି ଏକଜୁଟ୍ ରହିବାକୁ ସୁପ୍ରିମୋଙ୍କ ପରାମର୍ଶ

ଏକଜୁଟ୍ ହୋଇ ରହିବାକୁ ଦଳୀୟ କର୍ମୀଙ୍କୁ ନବୀନଙ୍କ ଆହ୍ୱାନ ପରେ ଉଠିଛି ଏମିତି ଅନେକ ପ୍ରଶ୍ନ । ଶନିବାର ନବୀନ ନିବାସରେ କବିସୂର୍ଯ୍ୟନଗର, ତେଲକୋଇ, ବାଙ୍କୀ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ଭେଟିବା ବେଳେ ଏକଜୁଟ୍ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ । More