ସଂକ୍ଷେପରେ ଆଜିର ତାଜା ଖବର - Sunday, 17 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Weather Update: ୧୯ ଓ ୨୦ରେ କାଳବୈଶାଖୀ; ୪୦ରୁ ୫୦ କିମି ବେଗରେ ବହିପାରେ ପବନ !

Weather Update Odisha: ଆସନ୍ତା ୧୯ ଏବଂ ୨୦ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ୪୦ରୁ ୫୦ କିମି ବେଗରେ ବହିପାରେ ପବନ । More

ଖସୁଛି ରାଜ୍ୟର ଭୂତଳ ଜଳସ୍ତର; ସଂକଟମୁହାଁ ଭୁବନେଶ୍ବର !

ଦ୍ରୁତ ଗତିରେ ଖସୁଛି ରାଜ୍ୟର ଭୂତଳ ଜଳସ୍ତର ।  ମାଟି ଯେତିକି ଶୋଷୁଛି ତାର ୮୬% ହେଉଛି ଉତ୍ତୋଳନ । ଭୂତଳ ଜଳ ସଂକଟମୁହାଁ ରାଜଧାନୀ ଭୁବନେଶ୍ବର ! More

ନିର୍ବାଚନ ପାଇଁ ଆକ୍ସନ ମୋଡରେ ପ୍ରଶାସନ, ହଟୁଛି ସରକାରୀ ବିଜ୍ଞାପନ ଥିବା ବ୍ୟାନର ଓ ପୋଷ୍ଟର୍

ଗଣତନ୍ତ୍ରର ମହାପର୍ବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଜିଲ୍ଲାସ୍ତରରେ ପ୍ରଶାସନିକ ତତ୍ପରତା । ଆଦର୍ଶ ଆଚରଣ ବିଧିର ସୁରକ୍ଷା ପାଇଁ ଆକ୍ସନ ମୋଡରେ ପ୍ରଶାସନ। More

ଦାମ ପରିବାରର ପକ୍ଷ ଛେଦନ ପାଇଁ ରଣନୀତି ! ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ବାପି ସର୍ଖେଲଙ୍କ ପତ୍ନୀ

ଭୁବନେଶ୍ୱରରେ ମିଶ୍ରଣ, ପାରାଦୀପରେ ହଲଚଲ ! ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ମିସେସ୍ ସର୍ଖେଲ୍। ବନ୍ଦରନଗରୀରେ ତେଜିଲା ବିଜେଡି ଟିକେଟ୍ ରେସ୍ ଚର୍ଚ୍ଚା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡି ଶିବିରରେ ଯୋଗ ଦେଇଛନ୍ତି। More

ବାଜିଲା ନିର୍ବାଚନୀ ବିଗୁଲ୍...ତେଜିଲା ଟିକେଟ୍ କସରତ, ବିଜେଡି ପାଇଁ ବିଦ୍ରୋହୀ ମ୍ୟାନେଜ୍‌ ବଡ଼ ଚ୍ୟାଲେଞ୍ଜ

ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ। More

କ୍ରାଇମବ୍ରାଞ୍ଚ କବଜାରେ ୨ ନକଲି ED ଭାଇ; ରେଡ୍ ଭୟ ଦେଖାଇ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା...

ନକଲି ED ଅଧିକାରୀ ସାଜି ୨ ଭାଇଙ୍କ କଳାକାରନାମା  । ରେଡ୍ ଭୟ ଦେଖାଇ ଲଗାଇଛନ୍ତି ଲକ୍ଷାଧିକ ଟଙ୍କାର ଚୂନା ।ଛତ୍ରପୁର ଏସଡିଏମଙ୍କ ଅଭିଯୋଗ ଆଧାରରେ ଦୁଇ ନକଲି ED ବାବୁ ଗିରଫ । More

କ୍ରାଇମବ୍ରାଞ୍ଚ କବଜାରେ ୨ ନକଲି ED ଅଧିକାରୀ, ୩ ଶହ ସରକାରୀ ଅଧିକାରୀଙ୍କଠୁ କରିଥିଲେ ଠକେଇ

ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ED ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକିଛନ୍ତି ଦୁଇ ଭାଇ। More

ବ୍ରିଜ୍‌ ତଳକୁ ଖସିପଡ଼ିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୨ ଜୀବନ

ଏକ ବିବାହ ଭୋଜିରେ ଯୋଗଦେବାକୁ କନ୍ୟାଯାତ୍ରୀ ଏହି ଗାଡ଼ିରେ ଯାଉଥିଲେ। ତେବେ ଗାଡ଼ିରେ ୨୫ରୁ ଅଧିକ ଲୋକେ ଯାଉଥିବା କୁହାଯାଇଛି। More

‘ବିଜେଡିକୁ କେହି ପସନ୍ଦ କରୁ ନାହାଁନ୍ତି, ଓଡ଼ିଶାରେ ହେବ ବିଜେପି ସରକାର’: ବିରୋଧୀ ଦଳ ନେତା

ଓଡ଼ିଶାରେ ବିଜେପି ସରକାର ହେବ । ବିଜେଡିକୁ କେହି ପସନ୍ଦ କରୁ ନାହାଁନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବହୁ ଦିନ ପରେ ସେ ଦଳୀୟ ଅଫିସକୁ ଯାଇ କର୍ମୀଙ୍କୁ ଭେଟିଥିଲେ । More

Panchang Today 17th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ...

ସୌର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ରବିବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୮ମୀ ରାତ୍ରି ୦୯.୫୩ ଗତେ ୯ମୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମେଷ ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ More

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ, ଜାଣନ୍ତୁ ଆପଣ କେଉଁ ଦିନ ଦେବେ ଭୋଟ୍‌

ପ୍ରତୀକ୍ଷାର ହେଲା ଅନ୍ତ। ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ମେ’ ଏବଂ ଜୁନରେ ଭୋଟ୍ ଦେବ ଓଡ଼ିଶା। ୨୦୧୯ ଭଳି ଏଥର ବି ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବ ମତଦାନ। More

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ୧୪୭ ନାଁ କେନ୍ଦ୍ର କମିଟିକୁ ପଠାଇଲା ବିଜେପି

ରାଜ୍ୟ ବିଜେପି ଚୂଡ଼ାନ୍ତ କଲା ପ୍ରାର୍ଥୀ ତାଲିକା। ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ। ଗୋଟେ ପଟେ ନିର୍ବାଚନ ତାରିଖ ଘୋଷଣା କରୁଥିଲେ କମିଶନ। ଅନ୍ୟପଟେ ଓଡ଼ିଶା ଦଖଲ ପାଇଁ ରାଜ୍ୟ କାର୍ଯ୍ୟାଳୟରେ କସରତ ଚଳାଇଥିଲା ବିଜେପି। More

ବିଜେଡିରୁ ଟିକଟ ବାଣ୍ଟୁଛି କିଏ ? ଗୁମର ଖୋଲିଦେଲେ ସସ୍ମିତ

ପଦ୍ମ ଶିବିରରେ ଅରିନ୍ଦମ। ବିଜେଡିରେ ହଲ୍ ଚଲ୍। ପ୍ରଥମେ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ଆଉ ଏବେ ଭିଣୋଇ ଅରିନ୍ଦମ। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦୁଇ ସମ୍ପର୍କୀୟ ବିଜେଡିରୁ ମୁହଁ ଫେରାଇ ବିଜେପିରେ ଯୋଗ ଦେଇଛନ୍ତି। More

General Election 2024: ୨୪ ମହାସମର ପାଇଁ ଦିନ ଧାର୍ଯ୍ୟ; ଓଡ଼ିଶାରେ ଏହି ଦିନ ଏଇଠି ହେବ ଭୋଟ..ଜାଣନ୍ତୁ..

ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ହେବ ଭୋଟ ଗ୍ରହଣ। ମେ’ ୧୩ରେ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। More

ସୋସିଆଲ୍ ମିଡିଆରେ ବବିଙ୍କ ପାଇଁ ସସ୍ମିତ ପାତ୍ରଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

ଅରିନ୍ଦମ ରାୟଙ୍କ ଇସ୍ତଫା ପରେ ନେତାମାନେ ଏମିତି ମତ ଦେଇଥିବା ଚର୍ଚ୍ଚା । ଗତକାଲି ବବିଙ୍କ ଭିଣୋଇ ଅରିନ୍ଦମ ବିଜେଡି ଛାଡ଼ି ବିଜେପି ଯାଇଥିଲେ । କିଛି ଦିନ ତଳେ ବବିଙ୍କ ମାମୁ ଭବାନୀ ଜଗଦ୍ଦେବ ବି ପଦ୍ମ ଧରିଥିଲେ । ତେବେ ନେତାମାନଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିନି ।  More