ସଂକ୍ଷେପରେ ଆଜିର ତାଜା ଖବର - Tuesday, 13 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅସୁରକ୍ଷିତ ଅଭୟାରଣ୍ୟ, ସୀମା ଟପିଲା ଶିକାରୀଙ୍କ ବର୍ବରତା

ଅସୁରକ୍ଷିତ ଅଭୟାରଣ୍ୟ ! ସୀମା ଟପିଲା ଶିକାରୀଙ୍କ ବର୍ବରତା। ବଳି ପଡ଼ିଗଲେ ଗଜରାଜ। ବାରହା ହେଉ କି ହରିଣ ବା ହାତୀ, କାହାକୁ ଛାଡ଼ୁନାହାନ୍ତି ଶିକାରୀ । More

ଅନ୍‌ଲାଇନ୍‌ ଗେମ୍ ଖେଳି କ୍ଷତି ସହିଲେ; ଭରଣା ପାଇଁ ଏଟିଏମ୍ ଭ୍ୟାନ୍ ଲୁଟିଲେ

ଅନ୍‌ଲାଇନ୍‌ ଗେମ୍ ଖେଳି ବିପୁଳ ଟଙ୍କା କ୍ଷତି ସହିଲେ, ଏହାର ଭରଣା ପାଇଁ ନିଜେ କାର୍ଯ୍ୟରତ ଏଟିଏମ୍ ଭ୍ୟାନ୍ ଲୁଟିବାକୁ ଚକ୍ରାନ୍ତ କଲେ । More

ଜାରି ରହିଛି ରାଜ୍ୟସଭା ସସ୍‌ପେନ୍ସ, ଦେବାଶିଷ ଓ ଶୁଭାଶିଷଙ୍କ ପରେ କିଏ ହେବେ ତୃତୀୟ ପ୍ରାର୍ଥୀ ?

ଏସବୁ ଭିତରେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ଓ ଶୁଭାଶିଷ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହେଲେ ଏ ଦୁହିଁଙ୍କ ପରେ ତୃତୀୟ ପ୍ରାର୍ଥୀ କିଏ ହେବ ଏପର୍ଯ୍ୟନ୍ତ ବିଜେଡି ତା କାର୍ଡ ଖୋଲି ନଥିବାରୁ ସସ୍‌ପେନ୍ସ ଜାରି ରହିଛି। More

ଦୁଇ ଗୁଣ ବଢ଼ିଲା ମମତା ଯୋଜନା ସହାୟତା ରାଶି, ୨ଟି କିସ୍ତିରେ ମିଳିବ ୧୦ ହଜାର ଟଙ୍କା

ନୂଆ ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ । More

କମିଲା ବିଜୁଳି ଦର, ୧୦ ପଇସାରୁ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କଲେ ସରକାର

ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କଲେ ଓଇଆର୍‌ସି । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଗଲା । More

BECIL Recruitment 2024: BECIL ଭୁବନେଶ୍ୱର ପାଇଁ ଚାଲିଛି ନିଯୁକ୍ତି; ପଞ୍ଚମ ପିଲା ବି କରିପାରିବେ ଆବେଦନ

ଓଡ଼ିଶାରେ ରହି ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ବ୍ରୋଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲ୍‌ଟାଣ୍ଟ ଇଣ୍ଡିଆ ଲିମିଟେଡ୍ (BECIL) ଭୁବନେଶ୍ୱର ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। More

ନବୀନଙ୍କ ଉପରେ ବର୍ଷିଲେ ଶିବରାଜ...କହିଲେ ଓଡ଼ିଶାରେ ବିଜେପି ପାଇବ ବହୁମତ

‘ନବୀନ ବାବୁ ନିଜେ ସରକାର ଚଳାଉନାହାନ୍ତି, ଆଉଟସୋର୍ସକୁ ଦେଇଛନ୍ତି’ ବୋଲି କହିଛନ୍ତି ଶିବରାଜ । ‘ସେ ସରକାର ଚଳାଉ ନାହାନ୍ତି, ତାଙ୍କ ଅଧିକାରୀ ସରକାର ଚଳାଉଛନ୍ତି’। More

ଆଉ ୨ ଦିନ ପରେ +2 ପରୀକ୍ଷା; କପି ରୋକିବାକୁ ଲାଗିବ CCTV

ଗତ ଡିସେମ୍ବର ୧୫ ତାରିଖରେ ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଥିଲା । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା । More

ଶ୍ରୀକ୍ଷେତ୍ରରେ ପ୍ରବଳ କୁହୁଡ଼ି; ଧଳା ଚାଦରରେ ଘୋଡ଼େଇ ହୋଇଛି ଶ୍ରୀମନ୍ଦିର, ଲୁଚିଯାଇଛି ନୀଳଚକ୍ର

ସେହିଭଳି ଘନକୁହୁଡ଼ିରେ ଲୁଚି ରହିଛି ପାରାଦୀପ ସହର । ରାସ୍ତାଘାଟ ଦେଖାଯାଉନି, ଗାଡ଼ି ଚଳାଚଳରେ ବାଧା ଉପୁଜିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଥିବାରୁ ଯାତାୟାତରେ ବାଧା ଉପୁଜିଛି । More

Panchang Today 13th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କୁମ୍ଭମାସ  ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୩ ତାରିଖ ମଙ୍ଗଳବାର। ଚନ୍ଦ୍ର- ମୀନ ଅହୋରାତ୍ର, ତିଥି- ୪ର୍ଥୀ ଦିବା ୦୨.୪୨ ଗତେ ୫ମୀ, ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ More

ରାଜ୍ୟସଭା ନିର୍ବାଚନ; ଆଜି ନାମାଙ୍କନ ଭରିବେ ୨ BJD ପ୍ରାର୍ଥୀ

ଖାଲିପଡୁଥିବା ରାଜ୍ୟସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଥିଲା BJD । ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ BJD ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଥିଲା ଦଳ । More

୨୪ ପାଇଁ BJPର ସମର ସଜ୍ଜା; ଆଜି ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ

ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ । ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ । More

‘ଲକ୍ଷ୍ମୀ’ ବସ୍ ନାଁରେ ରାଜ୍ୟ ସରକାରଙ୍କ ଭେଳିକି ! କେଉଁଠି ବସଷ୍ଟାଣ୍ଡ ଅଛି ତ ‘ଲକ୍ଷ୍ମୀ’ ବସ୍ ନାହିଁ..

ଗରିବ ଓ ଗାଁ ଲୋକଙ୍କ ଲାଇଫଲାଇନ୍ ଲକ୍ଷ୍ମୀ ! ଗାଁ ଗାଁରେ ବିକାଶର ଶଙ୍ଖନାଦ। ରାଜ୍ୟ ସରକାରଙ୍କ ମୁହଁରେ ଏମିତି ଭଳିକି ଭଳି ସ୍ଲୋଗାନ୍। ଏମିତି ସ୍ଲୋଗାନ ଦେଇ ରାଜ୍ୟବ୍ୟାପି ଲକ୍ଷ୍ମୀ ବସ୍ ସେବାର କଥା କହୁଛନ୍ତି ରାଜ୍ୟ ସରକାର, ହେଲେ କାହିଁକି ଏବଂ କାହା ସ୍ୱାର୍ଥରେ ? More

MKCG ମେଡିକାଲ କଲେଜରେ ରାଗିଂ; ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ସିନିୟରଙ୍କ ନିସ୍ତୁକ ମାଡ଼

ବ୍ରହ୍ମପୁର MKCG ମେଡିକାଲ କଲେଜରେ ରାଗିଂ କଳଙ୍କ। ସିନିୟର ଢାକ୍ତରୀଛାତ୍ରଙ୍କ ମାଡ଼ରେ ଆହତ ଜୁନିୟର ଡାକ୍ତରୀ ଛାତ୍ର। କ୍ୟାମ୍ପସରେ ରାଗିଂ ଭଳି କୁତ୍ସିତ ଆଚରଣକୁ ରୋକିବା ପାଇଁ ୟୁଜିସିର କଡ଼ା ଗାଇଡ୍ ଲାଇନ୍ ସତ୍ତ୍ୱେ MKCG ପରି ଆଗ ଧାଡ଼ିର ମେଡିକାଲ କଲେଜରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ। More

ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡିର ରାଜ୍ୟସଭା ପ୍ରାର୍ଥୀ

୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି। More

ରାସନ୍ ବ୍ୟାଗ୍ ପଲିଟିକ୍ସ ! ଡିଲର ପଏଣ୍ଟରେ 5T ଲୋଗୋ ଥିବା ବ୍ୟାଗ୍ ପୋଡ଼ିଲା BJP

ଡିଲର ପଏଣ୍ଟରେ ଫାଇଭ୍ଟି ଲୋଗୋ ଥିବା ବ୍ୟାଗ୍ ପୋଡ଼ି । ନିବୃତ ନହେଲେ ଆଗକୁ ବ୍ୟାପକ ହେବ ଆନ୍ଦୋଳନ ଚେତାବନୀ । More

୨୪ ଲଢ଼େଇ ପାଇଁ ସମର ସଜ୍ଜା; ଓଡ଼ିଶାକୁ ମାଡ଼ି ଆସୁଛନ୍ତି ବିଜେପିର କେନ୍ଦ୍ର ନେତା

କ୍ଲଷ୍ଟର ଜଗିବା ସହ କରିବେ ବୁଥ୍ ମ୍ୟାନେଜମେଣ୍ଟ । କଂଗ୍ରେସକୁ ବଳ ଦେବାକୁ ଆସିବେ ପ୍ରିୟଙ୍କା, ପାଇଲଟ୍ । More