ସଂକ୍ଷେପରେ ଆଜିର ତାଜା ଖବର - Monday, 12 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

‘ଲକ୍ଷ୍ମୀ’ ବସ୍ ନାଁରେ ରାଜ୍ୟ ସରକାରଙ୍କ ଭେଳିକି ! କେଉଁଠି ବସଷ୍ଟାଣ୍ଡ ଅଛି ତ ‘ଲକ୍ଷ୍ମୀ’ ବସ୍ ନାହିଁ..

ଗରିବ ଓ ଗାଁ ଲୋକଙ୍କ ଲାଇଫଲାଇନ୍ ଲକ୍ଷ୍ମୀ ! ଗାଁ ଗାଁରେ ବିକାଶର ଶଙ୍ଖନାଦ। ରାଜ୍ୟ ସରକାରଙ୍କ ମୁହଁରେ ଏମିତି ଭଳିକି ଭଳି ସ୍ଲୋଗାନ୍। ଏମିତି ସ୍ଲୋଗାନ ଦେଇ ରାଜ୍ୟବ୍ୟାପି ଲକ୍ଷ୍ମୀ ବସ୍ ସେବାର କଥା କହୁଛନ୍ତି ରାଜ୍ୟ ସରକାର, ହେଲେ କାହିଁକି ଏବଂ କାହା ସ୍ୱାର୍ଥରେ ? More

MKCG ମେଡିକାଲ କଲେଜରେ ରାଗିଂ; ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ସିନିୟରଙ୍କ ନିସ୍ତୁକ ମାଡ଼

ବ୍ରହ୍ମପୁର MKCG ମେଡିକାଲ କଲେଜରେ ରାଗିଂ କଳଙ୍କ। ସିନିୟର ଢାକ୍ତରୀଛାତ୍ରଙ୍କ ମାଡ଼ରେ ଆହତ ଜୁନିୟର ଡାକ୍ତରୀ ଛାତ୍ର। କ୍ୟାମ୍ପସରେ ରାଗିଂ ଭଳି କୁତ୍ସିତ ଆଚରଣକୁ ରୋକିବା ପାଇଁ ୟୁଜିସିର କଡ଼ା ଗାଇଡ୍ ଲାଇନ୍ ସତ୍ତ୍ୱେ MKCG ପରି ଆଗ ଧାଡ଼ିର ମେଡିକାଲ କଲେଜରୁ ଆସିଛି ଏମିତି ସାଂଘାତିକ ଅଭିଯୋଗ। More

ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡିର ରାଜ୍ୟସଭା ପ୍ରାର୍ଥୀ

୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି। More

ରାସନ୍ ବ୍ୟାଗ୍ ପଲିଟିକ୍ସ ! ଡିଲର ପଏଣ୍ଟରେ 5T ଲୋଗୋ ଥିବା ବ୍ୟାଗ୍ ପୋଡ଼ିଲା BJP

ଡିଲର ପଏଣ୍ଟରେ ଫାଇଭ୍ଟି ଲୋଗୋ ଥିବା ବ୍ୟାଗ୍ ପୋଡ଼ି । ନିବୃତ ନହେଲେ ଆଗକୁ ବ୍ୟାପକ ହେବ ଆନ୍ଦୋଳନ ଚେତାବନୀ । More

୨୪ ଲଢ଼େଇ ପାଇଁ ସମର ସଜ୍ଜା; ଓଡ଼ିଶାକୁ ମାଡ଼ି ଆସୁଛନ୍ତି ବିଜେପିର କେନ୍ଦ୍ର ନେତା

କ୍ଲଷ୍ଟର ଜଗିବା ସହ କରିବେ ବୁଥ୍ ମ୍ୟାନେଜମେଣ୍ଟ । କଂଗ୍ରେସକୁ ବଳ ଦେବାକୁ ଆସିବେ ପ୍ରିୟଙ୍କା, ପାଇଲଟ୍ । More

କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି; ପ୍ରତି ପରିବାରକୁ ୧ ହଜାର ଓ ବେରୋଜଗାରଙ୍କୁ ସୁଧମୁକ୍ତ ୧ ଲକ୍ଷ ଋଣ

ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା। ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍ ମିଳିବ। ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। More

ଖାଦ୍ୟ ସାମଗ୍ରୀ ପରେ ଓଜନ୍ ମେସିନ୍ ବି ନକଲି

ବେଆଇନ ଭାବେ ଓଜନ୍ ମେସିନ୍ ତିଆରୀ ହେଉଥିଲା । More

MBBS ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ୨ ସିନିୟରଙ୍କ ରାଗିଂ, ଥାନାରେ ଏତଲା !

ପୀଡ଼ିତ ଛାତ୍ରଙ୍କ ବାପା ବୈଦ୍ୟନାଥପୁର ଥାନାରେ କରିଛନ୍ତି ଲିଖିତ ଅଭିଯୋଗ । More

ଆସୁଛି ନିର୍ବାଚନ...ବିଜେପି ଆରମ୍ଭ କଲାଣି ପ୍ରସ୍ତୁତି, ଆଜି ବୈଠକ

ଆଜି ବସିବ ବିଜେପି ରାଜ୍ୟ ପଦାଧିକାରୀ ବୈଠକ । ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ । More

Panchang Today 12th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ମକରମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୨ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୬ ଗତେ ମୀନ । ତିଥି- ୩ୟା ସନ୍ଧ୍ୟା ୦୫.୪୪ ଗତେ ୪ର୍ଥୀ । ଜାଣନ୍ତୁ ଆଜି କେଉଁ ସମୟ ରହିବ ଆପଣଙ୍କ ପାଇଁ ଶୁଭ More

ଦ୍ୱିତୀୟ ଈଶ୍ୱର ଡାକ୍ତର. ଚମ୍ପେଶ୍ୱର; ବଣ୍ଡାଘାଟିର ବଦଳାଇ ଦେଲେ ସ୍ୱାସ୍ଥ୍ୟ ସେବା ଚିତ୍ର

ଦୁଇ ବର୍ଷ ତଳେ ନିଯୁକ୍ତି ପାଇ ଏଠାକୁ ଆସିଥିଲେ ଡାକ୍ତର ଚମ୍ପେଶ୍ୱର । ସେତେବେଳେ ବଣ୍ଡା ଜନଜାତି, ସ୍ୱାସ୍ଥ୍ୟକେନ୍ଦ୍ର ନଆସି ଗୁଣିଆ ଓ ଦିଶାରିଙ୍କୁ ଭରସା କରୁଥିଲେ । More

ବିଜେଡିକୁ ଭାରି ପଡ଼ିବ କି ଜନଜାତି ଭୋଟ୍ ? ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ଆଦିବାସୀ ଚେହେରା

ବିଜେଡିରୁ ମୁହଁ ଫେରାଉଛନ୍ତି ଆଦିବାସୀ ନେତା। ଆମଦାନୀ ହେଉଛନ୍ତି କର୍ପୋରେଟ ଚେହେରା। ପ୍ରଶାସନିକ ବାବୁଙ୍କୁ ଦିଆଯାଉଛି ପ୍ରଧାନ୍ୟ। More

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌; ୫ ଶ୍ରମିକ ମୃତ, ୨୫ରୁ ଊର୍ଦ୍ଧ୍ୱ ଗୁରୁତର

ଆଜି ଜୁନାଗଡ ଥାନା ଆଟିଗାଁ ଅଞ୍ଚଳକୁ ପ୍ରାୟ ୬୦ଜଣ କୄଷି ଶ୍ରମିକ ବୋରଗୁଡା ଗ୍ରାମରେ ଧାନରୁଆ ପାଇଁ ଆସିଥିଲେ । ସଂଧ୍ୟାରେ ସେମାନେ ଘରକୁ ଫେରୁଥିବା ସମୟରେ ଡୋକରୀପଡା ଛକରେ ପିକଅପ୍ ଭ୍ୟାନଟି ଓଲଟି ପଡିଥିଲା । More

କାମ ଦେବ ତ ଭତ୍ତା ଥୋପ ? ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ହିତାଧିକାରୀ ନାଖୁସ୍

ମାତ୍ର ଦିଇଟା ମାସ ପରେ ଭୋଟ୍। ଆଉ ଏତିକି ବେଳେ ମଧୁବାବୁ ପେନସନ୍ ସ୍କିମର ସହାୟତା ରାଶିରେ ୫ ଶହ ଟଙ୍କା ବୃଦ୍ଧି କରିଛନ୍ତି ସରକାର। More

ଆସିଲା ପରୀକ୍ଷା ଋତୁ; ଚାପ କମାଇବାକୁ ଗଣଶିକ୍ଷା ବିଭାଗର ‘ଟେଲି ମାନସ’ ବ୍ୟବସ୍ଥା

ଆସିଲା ପରୀକ୍ଷା ଋତୁ । ଚିନ୍ତାରେ ଅଭିଭାବକ, ଚାପରେ ପରୀକ୍ଷାର୍ଥୀ । CBSE , I CSE ଠାରୁ ଆରମ୍ଭ କରି ରାଜ୍ୟ ବୋର୍ଡ ପରୀକ୍ଷା ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । More